Daily Archives

November 24, 2019

ଉଡାଣ ଭରିବା ପରେ ମଝି ଆକାଶରେ ବିମାନରେ ଲାଗିଲା ନିଆଁ । ଆଉ ତା’ପରେ ହେଲା କଣ?

କନକ ବ୍ୟୁରୋ : ବିମାନ ଯାତ୍ରାକୁ ଯେତେ ସୁରକ୍ଷିତ କରାଗଲେ ମଧ୍ୟ ଲୋକଙ୍କ ମଧ୍ୟରେ ଦୁର୍ଘଟଣାକୁ ନେଇ ମନରେ ଡ଼ର ରହିଥାଏ। ଅନେକ ସମୟରେ ବିମାନ ଦୁର୍ଘଟଣାର ଖବର ସାମ୍ନାକୁ ଆସିଥାଏ। ଅବତରଣ କରିବା ସମୟରେ ବା ଉଡ଼ାଣ ଭରୁଥିବା ବେଳେ ବିମାନ ଦୁର୍ଘଟଣାର ଶିକାର ହେବା ଖବର ସାମ୍ନାକୁ ଆସି ସାରିଥିବା…

ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା । ହକି ଖେଳି ଅନ୍ତର୍ଜାତୀୟ ସ୍ତରରେ ନାଁ କରିବାକୁ ଦେଖିଥିଲେ ସ୍ୱପ୍ନ, କିନ୍ତୁ ବସ…

କନକ ବ୍ୟୁର :  ହକିର ଏନ୍ତୁଡ଼ି ଶାଳ ସୁନ୍ଦରଗଡ଼ରେ ରବିବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ହକି ଖେଳି ଅନ୍ତର୍ଜାତୀୟ ସ୍ତରରେ ନାଁ କରିବାକୁ ଆଶା ରଖିଥିବା ସୁନ୍ଦରଗଡ଼ ଜିଲ୍ଲାର ଲକ୍ଷ୍ମୀପୋଷ ଅଂଚଳରେ ଦଲକି ଗ୍ରାମର ହେମନ୍ତ ବାଡ଼ା, କ୍ରିଷ୍ଣା ପ୍ରଧାନ ଓ ସନ୍ଦୀପ ପ୍ରାଧନଙ୍କ ଆଶା ପୂରଣ…

ବାରବାଟୀ ପଡ଼ିଆର ରିୟଲ ହିରୋ: ଦୀର୍ଘ ୨୬ ବର୍ଷ ପିଚ୍ ସଜାଡ଼ିବାରେ ନିଜକୁ ସମର୍ପି ଦେଇଛନ୍ତି ଶରତ, ଲୋକେ କହୁଛନ୍ତି…

କନକ ବ୍ୟୁରୋ: କ୍ରିକେଟ୍ ଏକ ଏମିତି ଖେଳ ଯାହା ଗଳିଠୁ ସହର ସବୁଠି ପରିଚିତ । ଅନ୍ତର୍ଜାତୀୟ କ୍ରିକେଟ ପାଇଁ ଏକ ଗ୍ରାଉଣ୍ଡର ଆବଶ୍ୟକ ଥାଏ । ଆଉ ସେହି ଗ୍ରାଉଣ୍ଡ ପଛର ହିରୋଙ୍କ ବିଷୟରେ ହୁଏତ ଆପଣ ଜାଣିନଥିବେ । ହେଲେ ବାରବାଟୀ କ୍ରିକେଟ ଗ୍ରାଉଣ୍ଡ ପାଇଁ ବରଦାନ ସାଜି ନିଜକୁ ସର୍ମପିତ କରିଛନ୍ତି…

ମାଆ ! ମୁଁ କଣ ଆଉ ସ୍କୁଲ ଯାଇପାରିବିନି…? କିଡନୀ ରୋଗରେ କଲବଲ ହେଉଛି କୁନି ପୁଅ କ୍ରିସ । ହସିବା, ଖେଳିବା…

କନକ ବ୍ୟୁରୋ: ତାର ବି ଇଚ୍ଛା ଅଛି ଘରୁ ଯାଇ ବାହାରେ ବୁଲିବ । ମାଆ କୋଳରୁ ଉଠିଯାଇ ସାଙ୍ଗମାନଙ୍କ ସହ କବାଡି ଖେଳିବ । ଆଉ ସମସ୍ତଙ୍କ ପରି ସ୍କୁଲ ଯାଇ ପାଠ ପଢିବ । ହେଲେ ତାର ସବୁ ଇଚ୍ଛା ଏରୁଣ୍ଡି ଡେଇଁ ପାରୁନି କି ସବୁ ସ୍ୱପ୍ନ କାନ୍ଥ ସେପାରିକୁ ଯାଇପାରୁନି । କିଡନୀ ରୋଗରେ କଲବଲ ହେଉଥିବା…

ପାଟିରେ ବାଜୁନି ପିଆଜ: ପିଆଜ ବୋହିବାକୁ ବ୍ୟାଗ୍ ଡରୁଛି, ପଇସା ପାଇଁ ପକେଟ୍ ଥରୁଛି ।

କନକ ବ୍ୟୁରୋ: ପିଆଜର ଦର ଚିନ୍ତା ବଢାଇ ଦେଇଛି । ଦର ଏଭଳି ହେବ ବୋଲି କେହି କେବେ ଭାବି ପାରି ନଥିଲେ । ୭୦-୮୦ ଟଙ୍କା ଡେଇଁଯିବ ଆଉ ଶହେରେ ବି ପହଂଚିଯିବ । ସବୁ ଜିନିଷର ଦରଦାମ ବଢିଚାଲିଛି, ତା ସାଙ୍ଗକୁ ପିଆଜ ଦର ଆହୁରି ମୁଣ୍ଡ ବଥା ବଢାଇ ଦେଇଛି । ଟିକିଏ ନଜର ପକାନ୍ତୁ ଓଡିଶାର ବିଭିନ୍ନ…

କାହା ପାଇଁ ଏ ବ୍ୟବସ୍ଥା ? ଡାକ୍ତରଖାନାରେ ଡାକ୍ତର ନଥିଲେ ବୋଲି ଚାଲିଗଲା ୪ ବର୍ଷ ଶିଶୁର ଜୀବନ । ଅଭିଯୋଗ ପରେ ବି…

କନକ ବ୍ୟୁରୋ: ଘରେ ପଡ଼ିଛି କାନ୍ଦ ବୋବାଳି । ୪ ବର୍ଷର ଶିଶୁକନ୍ୟାର ଅକାଳ ମୃତ୍ୟୁ ପରେ ପରିବାର ଉପରେ ଭାଙ୍ଗି ପଡ଼ିଛି ଦୁଃଖର ପାହାଡ଼ । ଗୋଟିଏ ପଟେ ଝିଅକୁ ହରାଇବାର ଦୁଃଖ ଆଉ ଅନ୍ୟପଟେ ଆମ ବ୍ୟବସ୍ଥାର ପାଇଁ ସାରା ପରିବାର ପେଶି ହେବାର ଦୁଃଖ । ପାଣିରେ ବୁଡିଯାଇଥିବା କୁନି ଝିଅକୁ ବଂଚାଇବା…