Daily Archives

November 23, 2019

ସନ୍ଧ୍ୟାରେ ଶରଦଙ୍କ ‘ପାୱାର’ ସୋ’ । ବିଜେପି ସହ ହାତ ମିଳାଇଥିବା ନେତାଙ୍କୁ ମନେ ପକାଇଦେଲେ ଦଳ ବଦଳ ନିୟମ କଥା ।

କନକ ବ୍ୟୁରୋ : ଗୋଟିଏ ରାତିରେ ବଦଳି ଗଲା ମହାରାଷ୍ଟ୍ରର ରାଜନୈତିକ ଚିତ୍ର । ଠିକ୍ ଗୋଟିଏ ଦିନ ପୂର୍ବରୁ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବା ପ୍ରାୟତଃ ନିଶ୍ଚିତ ଥିଲା । ସ୍ଥିର ହୋଇଥିଲା ଶିବସେନା-କଂଗ୍ରେସ ଓ ଏନସିପି ମିଳିତ ଭାବରେ ସରକାର ଗଠନ କରିବେ । ହେଲେ, ନେତାଙ୍କ ଆଖି ଖୋଲିବା…

ନୂଆପଡାରେ ଭାଲୁ ଭୟ: ଜଙ୍ଗଲରୁ ଖସି ଆସି ସହରର ରାଜରାସ୍ତାରେ ଆତଙ୍କ ରଚୁଛନ୍ତି ତିନି ତିନିଟି ଭାଲୁ। ଲୋକେ ଭୟଭୀତ

କନକ ବ୍ୟୁରୋ: ସହର ଭିତରେ ବୁଲୁଛନ୍ତି ଭାଲୁ । ଜଙ୍ଗଲରୁ ଖସି ଆସି ସହରର ରାଜରାସ୍ତାରେ ଆତଙ୍କ ରଚୁଛନ୍ତି ତିନି ତିନିଟି ଭାଲୁ । ନୂଆପଡା ଖରିଆର ରୋଡରେ ୩ଟି ଭାଲୁ ଆତଙ୍କ ଖେଳାଇଥିବା ସୂଚନା ମିଳିଛି । ତେବେ ଆଜି ରାତି ୮ଟା ସମୟରେ ସହର ଭିତରକୁ ୩ଟି ଭାଲୁ ପଶି ଆସିଥିଲେ । ଗୋଟିଏ ମାଆ ଭାଲୁ ଓ…

ଶାନ୍ତନୁଙ୍କୁ ମିଳିଲା ସାହାଯ୍ୟ । ଆଶାବାଡି ନୁହେଁ ଏବେ ପ୍ଲାଷ୍ଟିକ ଗୋଡରେ ଚାଲିବେ ବାଟ, ଭୋକିଲା ପରିବାରର ଭରିବେ ପେଟ…

କନକ ବ୍ୟୁରୋ: ସେ ଆଉ ଅନ୍ୟର ସାହାରା ଲୋଡିବେନି କି ଆଶାବାଡିର ସାହାଯ୍ୟ ନେଇ ସାରା ଜୀବନ କାଟିବେନି । କିମ୍ବା ଦୁର୍ଘଟଣାରେ ଗୋଡ କଟି ଯିବା ପରେ ବିଛଣାରେ ଶୋଇ ରହି ଭାଗ୍ୟକୁ ନିନ୍ଦିବେନି । କାରଣ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ସ୍ୱେଚ୍ଛାସେବୀ ସଙ୍ଗଠନ । କଟି ଯାଇଥିବା ଗୋଡରେ…

ବିଜେପିକୁ ସମର୍ଥନ ଦେବା ଅଜିତଙ୍କୁ ପଡିଲା ମହଙ୍ଗା । ଏନସିପିର ବିଧାୟକ ଦଳ ନେତା ପଦରୁ ବିଦା ହେଲେ ପାୱାରଙ୍କ ପୁତୁରା,…

କନକ ବ୍ୟୁରୋ : ଏନସିପି ବିଧାୟକ ଦଳ ନେତା ପଦରୁ ହଟିଲେ ଅଜିତ ପାୱାର । ଏନସିପି ମୁଖ୍ୟ ଶରଦ ପାଓ୍ଵାର ବିଦ୍ରୋହୀ ନେତା ଅଜିତଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ତାଙ୍କୁ ଏନସିପି ବିଧାୟକ ଦଳ ନେତା ପଦରୁ ବରଖାସ୍ତ କରାଯାଇଛି । ତାଙ୍କ ସ୍ଥାନରେ ଜୟନ୍ତ ପାଟିଲଙ୍କୁ ଦଳର ନୂଆ…

ବଡ ବଡିଆଙ୍କୁ ଛାଡ, ଗରିବଙ୍କୁ ମାଡ । ଶିଳ୍ପ ସଂସ୍ଥା ଓ ବ୍ୟବସାୟ ପ୍ରତିଷ୍ଠାନ ଉପରେ ୩ ହଜାର କୋଟି ଟଙ୍କାର ବକେୟା…

କନକ ବ୍ୟୁରୋ : ସାଧାରଣ ଗ୍ରାହକ ବିଜୁଳି ବିଲ୍ ନଦେଲେ ବିଜୁଳି ସଂଯୋଗ କାଟିଦିଆଯାଉଛି । ଅନ୍ୟପଟେ କିନ୍ତୁ ବଡ ବଡ ଶିଳ୍ପ ସଂସ୍ଥା, ବ୍ୟବସାୟ ପ୍ରତିଷ୍ଠାନ କିନ୍ତୁ କୋଟି କୋଟି ଟଙ୍କାର ବିଦ୍ୟୁତ୍ ବିଲ୍ ପୈଠ କରିନାହାନ୍ତି । ବଡ଼ ବଡ଼ିଆଙ୍କ ଉପରେ ବର୍ଷ ବର୍ଷ ଧରି ବାକିପଡ଼ିଛି ପାଖାପାଖି ୩ ହଜାର…

ଶଙ୍ଖ ଧରିଲେ ସିକ୍ତା । ବିଜେଡିରେ ଯୋଗ ଦେଲେ ପ୍ୟାରୀମୋହନ ମହାପାତ୍ରଙ୍କ ଝିଅ ସିକ୍ତା ପତି, ନବୀନଙ୍କ ବିକାଶମୂଳକ…

କନକ ବ୍ୟୁରୋ : ଶଙ୍ଖ ଫୁଙ୍କିଲେ ସିକ୍ତା । ନବୀନଙ୍କ କ୍ୟାମ୍ପରେ ଏଣ୍ଟ୍ରି ମାରିଲେ ପ୍ୟାରୀମୋହନ ମହାପାତ୍ରଙ୍କ ଝିଅ । ନବୀନ ନିବାସରେ ନିଜ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି ପ୍ୟାରୀମୋହନ ମହାପାତ୍ରଙ୍କ ବଡ ଝିଅ ସିକ୍ତା ପତି । ମହିଳା ଓ ଶିଶୁଙ୍କ ପାଇଁ ସରକାର ଯେଉଁ କାର୍ଯ୍ୟ…