Daily Archives

November 21, 2019

ପୋଲିସ ଡିଜିଙ୍କ ବଦଳି । ସେହି ୩୦ ମିନିଟରେ କଣ ହୋଇଥିଲା, ଯାହା ବଦଳାଇଦେଲା ପୋଲିସ ମୁଖ୍ୟାଳୟର କାହାଣୀ ।

କନକ ବ୍ୟୁରୋ : ବିଜୟ କୁମାର ଶର୍ମାଙ୍କ ବଦଳିର ପ୍ରକ୍ରିୟା ଏତେ ଅସ୍ୱାଭାବିକ ଥିଲା ଯେ, ଏହି ଘଟଣା ପୁଲିସ ଇତିହାସରେ ପ୍ରଥମ ବୋଲି କୁହାଯାଉଛି । ମାତ୍ର ୩୦ ମିନିଟ୍ ଭିତରେ ପୁଲିସ ମୁଖ୍ୟାଳୟର କାହାଣୀ ବଦଳିଗଲା । ଗତକାଲି ସଂଧ୍ୟା ପରେ ପରେ ପାୱାର କରିଡରରେ ହଲଚଲ ହେବା ଆରମ୍ଭ ହୋଇଥିଲା ।…

ଆଉ ରାସ୍ତାରେ ଗଡ଼ି ପାରିବନି ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ? ଗୋଟିଏ ଝଟକାରେ ରାଜ୍ୟ ରାଜରାସ୍ତାରୁ ହଟି ଯାଇପାରେ ୨୩…

କନକ ବ୍ୟୁରୋ : ଓଡ଼ିଶାରେ ଚାଲିଛି ପ୍ରାୟ ୨୩ ଲକ୍ଷ ପୁରୁଣା ଗାଡ଼ି । ଏହି ସବୁ ଗାଡ଼ି ୧୫ବର୍ଷରୁ ଅଧିକ ସମୟ ଧରି ରାସ୍ତାରେ ଗଡ଼ୁଛି । ତେବେ ଏହି ସବୁ ଗାଡ଼ି ଆଉ ରାସ୍ତାରେ ଚାଲିବା ନେଇ ଏବେ ଆଶଙ୍କା ପ୍ରକାଶ ପାଇଛି । ଯଦି ନୂଆ ନିୟମକୁ ପୂର୍ଣ୍ଣ ଭାଗରେ ଲାଗୁ କରାଯାଏ, ତେବେ ରାଜ୍ୟରେ ଅକାମୀ…

ପୋଲିସ ଡିଜି ବଦଳିକୁ ନେଇ ପାୱାର କରିଡରରେ ହଲଚଲ୍ । କାହିଁକି ଅଚାନକ ହେଲା ପୋଲିସ ଡିଜିଙ୍କର ବଦଳି, ଚର୍ଚ୍ଚାକୁ ଖୋରାକ…

କନକ ବ୍ୟୁରୋ : ଗତକାଲି ସନ୍ଧ୍ୟା ପରଠାରୁ ରାଜ୍ୟ ରାଜଧାନୀର ପାୱାର କରିଡ଼ରରେ ହଲଚଲ ଖେଳିଗଲା । ପୁଲିସ୍ ବାହିନୀର ସର୍ବୋଚ୍ଚସ୍ତରରେ ଏତେ ଅଚାନକ୍ ଡିଜି ବଦଳିର ଖବର ଆସିଲା, ଯେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଜଣାପଡ଼ିଲା, ପୁଲିସ୍ ଡିଜି ବିଜୟ କୁମାର ଶର୍ମାଙ୍କୁ ସରକାର ପଦରୁ ହଟାଇଦେଇଛନ୍ତି ।…

ୱେଷ୍ଟଇଣ୍ଡିଜ୍ ସିରିଜ୍ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ । ଧୋନୀଙ୍କୁ ମିଳିଲାନି ଦଳରେ ସ୍ଥାନ, ୨୨ରେ ବାରବାଟୀରେ ହେବ…

କନକ ବ୍ୟୁରୋ : ବାରବାଟୀ ଆସିବେନି ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ଆସନ୍ତା ଡିସେମ୍ବର ମାସରୁ ଆରମ୍ଭ ହେବାକୁ ଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଏବଂ ଟି-୨୦ ସିରିଜ୍ ପାଇଁ ଆଜି ଦଳ ଘୋଷଣା କରିଛି ବିସିସିଆଇ । ଯେଉଁଥିରୁ ବାଦ ପଡିଛନ୍ତି ମାହି । ତେବେ…

ଶେଷରେ ଚାଷୀଙ୍କ କଥା ଶୁଣିଲେ ସରକାର । ଟୋକନ ନଥିଲେ ଧାନ ବିକ୍ରି କରିପାରିବେ ଚାଷୀ , ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ…

କନକ ବ୍ୟୁରୋ : ଏଣିକି ବିନା ଟୋକନରେ ବି ଧାନ ବିକ୍ରି କରିପାରିବେ ଚାଷୀ । ହୀରାକୁଦ ନଦୀବନ୍ଧ ଦ୍ୱାରା ଜଳସେଚିତ ହେଉଥିବା ଅଂଚଳର ଚାଷୀ ଏଭଳି ସୁଯୋଗ ପାଇବେ । ସମ୍ବଲପୁରରେ ପଶ୍ଚିମ ଓଡ଼ିଶା କୃଷକ ସଂଗଠନର ଆନ୍ଦୋଳନ ପରେ ଏହି ସୂଚନା ଦେଇଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ । ମନ୍ତ୍ରୀଙ୍କ ଏହି…

ଦୁର୍ଘଟଣାରେ ଅଙ୍କୁଶ ଲଗାଇଲା ନୂଆ ଆଇନ୍ ! ସଂସଦରେ ମନ୍ତ୍ରୀ କହିଲେ, ନୂଆ ମୋଟର ଯାନ ଆଇନ୍ ଲାଗୁ ପରେ ୯ ପ୍ରତିଶତ କମିଛି…

କନକ ବ୍ୟୁରୋ: ଦେଶରେ ନୂଆ ମୋଟର ଯାନ ଆଇନ ଲାଗୁ ପରେ ଦୁର୍ଘଟଣା ଅନୁପାତରେ ଅଙ୍କୁଶ ଲାଗିଛି । ଚଳିତ ବର୍ଷ ସେପ୍ଟେମ୍ବର-ଅକ୍ଟୋବର ମାସରେ ଦେଶରେ ମୋଟ ୩,୩୭୫ଟି ସଡ଼କ ଦୁର୍ଘଟଣା ଘଟିଥିଛି, ଯାହାକି ଗତ ବର୍ଷ ସେପ୍ଟେମ୍ବର-ଅକ୍ଟୋବର ମାସରେ ୩.୭୨୯ ଟି ଥିଲା ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ…