Daily Archives

November 21, 2019

ପାକିସ୍ତାନୀଙ୍କୁ ବିଲାତି ଚିନ୍ତା ! ଟମାଟୋ କିଲୋ ପିଛା ଛୁଇଁଲା ୪୦୦ ଟଙ୍କା, ଭାଙ୍ଗିଲା ସବୁ ରେକର୍ଡ ।

କନକ ବ୍ୟୁରୋ : ପାକିସ୍ତାନରେ ମହଙ୍ଗା ରେକର୍ଡ ଲଗାତାର ଭାଙ୍ଗିବାରେ ଲାଗିଛି । ପାକିସ୍ତାନରେ ଏକ କିଲୋ ଟମାଟୋର ମୂଲ୍ୟ ୪୦୦ ଟଙ୍କାରେ ପହଁଚିଯାଇଛି । ପାକିସ୍ତାନରେ ବଢୁଥିବା ପରିବାର ଦାମ ଲୋକଙ୍କୁ କନ୍ଦାଇବାରେ ଲାଗିଛି । ସ୍ଥିତି ସମ୍ଭାଳିବାକୁ ପାକିସ୍ତାନ ସରକାର ଇରାନରୁ ଟମାଟୋ ଆମଦାନୀ…

ଜମ୍ମୁ-କାଶ୍ମୀରରେ ବରଫ ବର୍ଷା । ସନ୍ଥ ଅବଦୁଲ କରିମଙ୍କ ମନ୍ଦିରକୁ ଯୋଗାଯୋଗ ବିଚ୍ଛିନ୍ନ ।

ଜାମ୍ମୁକାଶ୍ମୀର ରାଜୌରୀରେ ଜୀବନ ଯାତ୍ରାକୁ ଠପ୍ କରିଦେଇଛି ବରଫ ବର୍ଷା। ପୀରପଂଜାଲ ପାର୍ବତ୍ୟମାଳାରେ ଚଳିତ ବର୍ଷ ଆଗୁଆ ହିମପାତ ଆରମ୍ଭ ହୋଇଥିବାରୁ ଏବେ ଏହି ଅଂଚଳର ଲାଇଫ୍ ଲାଇନ୍ ମୋଗଲ୍ ରୋଡ୍ ଉପରେ ଜମି ରହିଛି ବରଫର ବହଳିଆ ଆସ୍ତରଣ । ବରଫ ସଫା କରି ରାସ୍ତା ଫିଟାଇବାକୁ ଯୁଦ୍ଧକାଳୀନ…

ଲୋକସଭାରେ ଉଠିଲା ମାଙ୍କଡ ଆତଙ୍କ ପ୍ରସଙ୍ଗ । ବିଜେପି ସାଂସଦ ହେମାମାଳିନୀ କହିଲେ, ମାଙ୍କଡ ଏବେ ଆଉ ଫଳ ନୁହେଁ ସିଙ୍ଗଡା…

ଲୋକସଭାରେ ଉଠିଲା ମାଙ୍କଡ ପ୍ରସଙ୍ଗ । ବିଜେପି ସାଂସଦ ତଥା ବଲିଉଡ ଅଭିନେତ୍ରୀ ହେମା ମାଳିନୀ ମଥୁରା ଓ ଵୃନ୍ଦାଵନରେ ମାଙ୍କଡଙ୍କ ଆତଙ୍କ ପ୍ରସଙ୍ଗ ଲୋକସଭାରେ ଉଠାଇଛନ୍ତି । ସେ କହିଛନ୍ତି ଯେ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ମାଙ୍କଡଙ୍କ ପାଇଁ ‘ମାଙ୍କଡ ସଫାରୀ’ ନିର୍ମାଣ କରିବାର…

ଡିଜି ବଦଳିକୁ ନେଇ ପାୱାର କରିଡରରେ ହଲଚଲ୍ । ଗାଲେରିଆ ମଲ୍ ବନ୍ଦ ହେବା ଏବଂ ବିଜୟ ଶର୍ମାଙ୍କ ବଦଳି ପଛରେ ରହିଛି କି…

କନକ ବ୍ୟୁରୋ : ଗତକାଲି ସନ୍ଧ୍ୟା ପରଠାରୁ ରାଜ୍ୟ ରାଜଧାନୀର ପାୱାର କରିଡ଼ରରେ ହଲଚଲ ଖେଳିଗଲା । ପୁଲିସ୍ ବାହିନୀର ସର୍ବୋଚ୍ଚସ୍ତରରେ ଏତେ ଅଚାନକ୍ ଡିଜି ବଦଳିର ଖବର ଆସିଲା, ଯେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଜଣାପଡ଼ିଲା, ପୁଲିସ୍ ଡିଜି ବିଜୟ କୁମାର ଶର୍ମାଙ୍କୁ ସରକାର ପଦରୁ ହଟାଇ ଦେଇଛନ୍ତି…

ଆସନ୍ତାକାଲି ମହାରାଷ୍ଟ୍ରରେ ସରକାର ଗଠନ ନେଇ ଆସିପାରେ ବଡ ଖବର । ସରକାର ଗଠନ ନେଇ କଂଗ୍ରେସ-ଏନସିପି ମଧ୍ୟରେ ସହମତି…

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିରେ ପୁଣି ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଗଲା । ଆଜି ଏନସିପି ଓ କଂଗ୍ରେସ ମଧ୍ୟରେ ସରକାର ଗଠନ ନେଇ ସହମତି ହୋଇଛି । ଆସନ୍ତାକାଲି ଶିବସେନା ସହ ଏନସିପି ଓ କଂଗ୍ରେସର ବୈଠକ ବସିବ । ଯଦି ଏହି ବୈଠକ ସଫଳ ହୁଏ, ତେବେ ଏନସିିପି-ଶିବସେନା ଓ କଂଗ୍ରେସର ସରକାର ଗଠନ…