Daily Archives

November 20, 2019

ଜାମ୍ମୁକାଶ୍ମୀର ପ୍ରସଙ୍ଗରେ ସଂସଦରେ ଜବାବ ରଖିଲେ କେନ୍ଦ୍ର ଗୃହମନ୍ତ୍ରୀ । କହିଲେ, ଘାଟିରେ ସ୍ୱାଭାବିକ ରହିଛି…

କନକ ବ୍ୟୁରୋ : ରାଜ୍ୟସଭାରେ କାଶ୍ମୀର ପ୍ରସଙ୍ଗରେ ଜୋରଦାର ହୋଇଛି ଆଲୋଚନା । ଘାଟିରୁ ୩୭୦ହଟିବା ପରେ ଲଗାଯାଇଥିବା କଟକଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି ସରକାର ଓ ବିରୋଧୀ । କଂଗ୍ରେସ ରାଜ୍ୟସଭା ସାଂସଦ ଗୁଲାମ ନବୀ ଆଜାଦଙ୍କ ପ୍ରଶ୍ନର ଜବାବ ଅମିତ ଶାହା ରଖୁଥିବା ବେଳେ ଏଥିରେ ହସ୍ତକ୍ଷେପ…

ତୀବ୍ର ହେଉଛି ଚାଷୀ ଆନ୍ଦୋଳନ ! ପଶ୍ଚିମ ଓଡ଼ିଶାରେ ଟୋକନ୍ ବ୍ୟବସ୍ଥାକୁ ପ୍ରବଳ ବିରୋଧ । ମନ୍ତ୍ରୀଙ୍କ କୁଶପୁତ୍ତଳିକା…

କନକ ବ୍ୟୁରୋ: ପଶ୍ଚିମ ଓଡ଼ିଶାରେ ତୀବ୍ର ହେଉଛି ଚାଷୀ ଆନ୍ଦୋଳନ । ଟୋକନ୍ ବ୍ୟବସ୍ଥାକୁ ବିରୋଧ କରି ଆଜି ବରଗଡ଼ ଜିଲ୍ଲା ଅତାବିରାରେ ୧୨ ଘଂଟିଆ ବନ୍ଦ ପାଳନ କରାଯାଇଛି । ଅତାବିରା ଚାଷୀ ସଂଗଠନ ପକ୍ଷରୁ ତହସିଲ୍ କାର୍ଯ୍ୟାଳୟ, ଏନଏସି କାର୍ଯ୍ୟାଳୟ , କୃଷି ସମବାୟ କାର୍ଯ୍ୟାଳୟ ସମେତ ବିଭିନ୍ନ…

ପଦାରେ ପଡିଲା ପୁଲିସ ଓ ଅପରାଧୀଙ୍କ ମଧୁର ସମ୍ପର୍କ । ମହଙ୍ଗା ପଡ଼ିଲା ଅଭିଯୁକ୍ତଙ୍କୁ ଅହେତୁକ ଅନୁକମ୍ପା, ନିଲମ୍ବିତ…

କନକ ବ୍ୟୁରୋ : ପୋଲିସକୁ ଖୋଜୁଛି ପୋଲିସ । ଇନ୍ସପେକ୍ଟର ବିକ୍ରମ ଜେନା ଓ ରଣଜିତ କୁମାର ସାହୁଙ୍କୁ ଖୋଜୁଛି ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ । ଏହି ଦୁଇ ଜଣ, ଖଣି ମାଫିଆ ଓ ନିଶା ବେପାରୀଙ୍କ ସହ ସଂପର୍କ ରଖିଥିବା ଏସଟିଏଫ ତାର ତଦନ୍ତରୁ ଜାଣିବାକୁ ପାଇଛି । ଏହାରି ଭିତରେ ଫେରାର ଥିବା ଦୁଇ…

ଦାନ ହୋଇଗଲା ପଢୁଆଁ ଭାର । ନିଆଳି ମାଧବରୁ ଯାଇଥିବା ଭାର ନେଇ ସ୍ପଷ୍ଟୀକରଣ ରଖିଲା ଶ୍ରୀମନ୍ଦିର ପ୍ରଶାସନ, ନୀତି…

କନକ ବ୍ୟୁରୋ : ମହାପ୍ରଭୁଙ୍କ ମାମୁଁଘର କେଉଁଠି? ଏହି ପ୍ରଶ୍ନ ଏଥିପାଇଁ ଉଠୁଛି ଯେ, ଜଗନ୍ନାଥଙ୍କ ମାମୁଁଘର କୁହାଯାଉଥିବା ନିଆଳିର ମାଧବାନନ୍ଦଜିଉ ମନ୍ଦିରରୁ ଯାଇଥିବା ପଢୁଆଁ ଭାରକୁ ଗ୍ରହଣ କଲାନି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ପ୍ରଶାସନ କହିଛି, ନିଆଳି ମାଧବରେ ମହାପ୍ରଭୁଙ୍କ…

ମହାରାଷ୍ଟ୍ରରେ ମେଣ୍ଟ ସରକାର! ‘ଧନୁ’କୁ ଧରି ‘ହାତ-ଘଣ୍ଟା’ ଗଢ଼ିପାରେ ମହାରାଷ୍ଟ୍ରରେ ସରକାର, ସୋନିଆଙ୍କ ସବୁଜ ସଙ୍କେତ…

କନକ ବ୍ୟୁରୋ: ମହାରାଷ୍ଟ୍ରର ମଙ୍ଗ ଧରିବ ମେଣ୍ଟ ସରକାର! ଦୀର୍ଘଦିନର ଛକାପଞ୍ଝାରେ ଅନ୍ତଘଟାଇ ଶିବସେନା ସହ ମେଣ୍ଟ କରି ମହାରାଷ୍ଟ୍ରରେ ନୂତନ ସରକାର ଗଢ଼ିବା ପାଇଁ ସହମତି ଜଣାଇଛନ୍ତି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ସୂଚନା ମୁତାବକ ନୂତନ ସରକାରର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତି…

ଚତୁର୍ଥ ଶ୍ରେଣୀରେ ପରୀକ୍ଷା ଦେଲେ ୧୦୫ ବର୍ଷିୟା ବୃଦ୍ଧା । ଯାହାଙ୍କୁ ନେଇ ପୂରା ଦେଶରେ ଚର୍ଚ୍ଚା ।

କୁହାଯାଏ ଜ୍ଞାନ ଆହରଣ କରିବାର କୌଣସି ନିଦ୍ଦିଷ୍ଟ ବୟସସୀମା ନଥାଏ । ସେଥିପାଇଁ ତ ଅନେକ ସମୟରେ ବୟସର ଅପରାହ୍ନରେ ପହଞ୍ଚିଥିବା ଲୋକ ମଧ୍ୟ ପାଠ ଟିକିଏ ପଢିବାକୁ ଧାଇଁ ଆସିଥାଏ ସ୍କୁଲକୁ । ଆଉ ସେହିଭଳି ଜଣେ ବୟସ୍କ ଛାତ୍ରୀ ହେଉଛନ୍ତି ଭାଗିରଥୀ ଆମ୍ମା । ଯାହାଙ୍କ ପାଠ ପଢିବା ନିଶା ଆଗରେ ହାର…