Daily Archives

November 20, 2019

ଆଇପିଏସ ଅଫିସର ଅଭୟ ହେଲେ ନୂଆ ଡିଜିପି । ଡେପୁଟେସନରୁ ଫେରିବେ, ପୋଲିସ ମୁଖିଆ ଭାବେ ଦାୟିତ୍ୱ ନେବେ ।

କନକ ବ୍ୟୁରୋ : ୧୯୮୬ ବ୍ୟାଚର ଆଇପିଏସ ଅଫିସରଙ୍କୁ ଅଭୟଙ୍କୁ ରାଜ୍ୟ ପୋଲିସ ଡିଜି ଦାୟିତ୍ୱ । ପୋଲିସ ଡିଜି ବିଜୟ ଶର୍ମାଙ୍କ ବଦଳି ପରେ ଅଭୟଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଡେପୁଟେସନରୁ ଫେରିବା ପରେ ଅଭୟ ପୂର୍ଣ୍ଣକାଳୀନ ରୂପେ ଡିଜି ଦାୟିତ୍ୱ ନେବେ । ସତ୍ୟଜିତ…

ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ । ଅନିୟମିତତା ଅଭିଯୋଗରେ ଡିଜିପି ପଦରୁ ହଟିଲେ ବିଜୟ ।

କନକ ବ୍ୟୁରୋ: ପୋଲିସ ଡିଜିପି ଦାୟିତ୍ୱରୁ ହଟିଲେ ବିଜୟ ଶର୍ମା । ଡିଜିପି ପଦରୁ ହଟାଇ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତ ଦେଲେ ରାଜ୍ୟ ସରକାର । ଅଗ୍ନିଶମ ବିଭାଗର ଡିଜି ଦାୟିତ୍ୱରେ ଥିବାବେଳେ ଅନିୟମିତା ଅଭିଯୋଗ ହୋଇଥିବା ବିଜୟ କୁମାର ଶର୍ମାଙ୍କ ନାଁରେ ଆସିଥିଲା । ବାସଗୃହ ଓ ବିଲ୍ଡିଂ ପାଇଁ…

ଜେଏନୟୁରେ ହଷ୍ଟେଲ ଫି’ ବୃଦ୍ଧିକୁ ନେଇ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଜାରି । କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ସହ…

କନକ ବ୍ୟୁରୋ : ଜେଏନୟୁରେ ହଷ୍ଟେଲ ଫି’ ବୃଦ୍ଧିକୁ ନେଇ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଏବେବି ଜାରି ରହିଛି । ରାଜରାସ୍ତାରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସରକାର ଉପରେ ବର୍ଷିଥିଲେ ଛାତ୍ର ସଂଗଠନ । ସରକାର ଫି’ ବୃଦ୍ଧି ନହଟେଇବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି…

ବଦଳିଲେ ରାଜ୍ୟ ପୋଲିସ ଡିଜି । ବିଜୟ ଶର୍ମାଙ୍କୁ ପଦରୁ ହଟାଇଲେ ରାଜ୍ୟ ସରକାର । ଆଇପିଏସ ଅଫିସର ଅଭୟ ହେଲେ ନୂଆ ଡିଜିପି…

କନକ ବ୍ୟୁରୋ : ବଦଳିଲେ ରାଜ୍ୟ ପୋଲିସ ଡିଜି ବିକେ ଶର୍ମା । ବିଜୟ ଶର୍ମାଙ୍କୁ ପଦରୁ ହଟାଇଲେ ରାଜ୍ୟ ସରକାର । ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ଦେବାରେ ଅନିୟମିତତା ଅଭିଯୋଗରେ ଅଗ୍ନିଶମ ଡିଜିଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ବାସଗୃହ ଓ ବିଲ୍ଡିଂ ପାଇଁ ଅଗ୍ନି…

ସରକାରଙ୍କ ସ୍କାନରରେ ଅଗ୍ନିଶମ ଡିଜି: ଫାୟାର ସେଫ୍ଟି ସାର୍ଟିଫିକେଟ୍ ଦେବାରେ ଅନିୟମିତତା ନେଇ ଅଭିଯୋଗ, ତଦନ୍ତ କରିବାକୁ…

କନକ ବ୍ୟୁରୋ: ସରକାରଙ୍କ ସ୍କାନରରେ ଅଗ୍ନିଶମ ଡିଜି ବିଜୟ ଶର୍ମା । ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ଦେବାରେ ଅନିୟମିତତା ଅଭିଯୋଗରେ ଅଗ୍ନିଶମ ଡିଜିଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର । ବାସଗୃହ ଓ ବିଲ୍ଡିଂ ପାଇଁ ଅଗ୍ନି ନିରାପତ୍ତା ବା ଫାୟାର ସେଫ୍ଟି ସାର୍ଟିଫିକେଟ୍…