Daily Archives

November 19, 2019

ତାରିଖ ଗଡ଼ୁଛି, ହୋଇପାରୁନି ଫଇସଲା । କୋର୍ଟରେ ଖାଲି ପଡ଼ିଛି ବିଚାରପତି ପଦ, ବର୍ଷ ବର୍ଷ ଧରି ଚାଲିଛି ମାମଲା ।…

କନକ ବ୍ୟୁରୋ : ହାଇକୋର୍ଟରେ ବିଚାର ନହୋଇ ପଡିରହିଛି ଦେଢ ଲକ୍ଷରୁ ଅଧିକ ବିଚାରଧୀନ ମାମଲା । ଖାଲି ପଡିଛି ୧୪ଟି ବିଚାରପତି ପଦ । ୧୦ରୁ ୨୦ବର୍ଷ ଧରି ହଜାର ହଜାର ମାମଲାର ହୋଇପାରୁନି ଶୁଣାଣି । ଆଜି ବିଧାନସଭାରେ ବିଧାୟକ ଶଙ୍କର ଓରାମଙ୍କ ପ୍ରଶ୍ନରେ କିଛି ଏଭଳି ତଥ୍ୟ ରଖିଛନ୍ତି ଆଇନମନ୍ତ୍ରୀ ।…

ନିଜ ଦଳର ମନ୍ତ୍ରୀଙ୍କୁ ପ୍ରଶ୍ନବାଣରେ ହଲାପଟା କଲେ ପ୍ରଦୀପ ମହାରଥୀ । କହିଲେ, ନବୀନଙ୍କ ନାଁ ନେଇ ପାର ହେବାକୁ ଚେଷ୍ଟା…

କନକ ବ୍ୟୁରୋ : ନବୀନଙ୍କ ନାଁ ନେଇ କିଛି ମନ୍ତ୍ରୀ ଖସିଯାଉଛନ୍ତି । ଆଜି ବିଧାନସଭାରେ ଏହି ଅଭିଯୋଗ ଆଣିଛନ୍ତି ପ୍ରଦୀପ ମହାରଥୀ । ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି ପିପିଲି ବିଧାୟକ । ରାସ୍ତା କାମ ବେଳେ ଫାଟିଯାଉଥିବା ପାଇପକୁ…

ବିଧାନସଭାରେ ବିରଳ ଘଟଣା । ନିଜ ନିଷ୍ପତି ପାଇଁ ଭୁଲ ମାନିଲେ ବାଚସ୍ପତି । ସୂର୍ଯ୍ୟଙ୍କୁ ତାରା ଦେଲେ ଫ୍ଲାଇଂ କିସ୍,…

କନକ ବ୍ୟୁରୋ : ଆଜି ଦିନ ତମାମ ଚର୍ଚ୍ଚାରେ ରହିଥିଲେ ବାଚସ୍ପତି । ଫ୍ଲାଇଂ କିସ ମାରି ବାଚସ୍ପତିଙ୍କୁ ଧନ୍ୟବାଦ ଜଣାଇଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ସେପଟେ ବିଧାନସଭା ଗୃହରେ ବାଚସ୍ପତି ସଦସ୍ୟଙ୍କୁ ନିଜ ପକ୍ଷ ରଖିବାର ସୁଯୋଗ ଦେଉନଥିବା ଅଭିଯୋଗ କରି ଗୃହ ପରିତ୍ୟାଗ…

କାଲି ପ୍ରଥମାଷ୍ଟମୀ, ମହାପ୍ରଭୁ ହେବେ ପଢୁଆଁ । ଶ୍ରୀକ୍ଷେତ୍ରରେ ପହଞ୍ଚିଲା କାଳିଆ ସାଆନ୍ତଙ୍କ ପାଇଁ ନବବସ୍ତ୍ର ଓ…

କନକ ବ୍ୟୁରୋ : ଆସନ୍ତାକାଲି ପ୍ରଥମାଷ୍ଟମୀ । ଏଥିପାଇଁ ଶ୍ରୀଜଗନ୍ନାଥଙ୍କ ମାମୁଁଘର ନିଆଳି ମାଧବ ମନ୍ଦିର ଚଳଚଞ୍ଚଳ । ଚଳିତ ବର୍ଷ ମାମୁଁ ଘରୁ ମହାପ୍ରଭୁଙ୍କ ଲାଗି ଅଷ୍ଟମୀ ଭାର ନିଆଳି ମାଧବ ମନ୍ଦିରରୁ ଯାଇ ଶ୍ରୀମନ୍ଦିରରେ ପହଂଚିଛି । ସଂକୀର୍ତନ, ଢ଼ୋଲମହୁରୀ ବାଜାର ତାଳେ ତାଳେ ପ୍ରଥମାଷ୍ଟମୀ…

ଟୋକନ ବ୍ୟବସ୍ଥାକୁ ଚାଷୀ ତାତିଲେ , ବିଧାୟକଙ୍କ ଘର ସାମ୍ନାରେ ଧାନ ଗଦା କଲେ । ସରକାରୀ ଅଫିସରେ ତାଲା ପକାଇଲେ,…

କନକ ବ୍ୟୁରୋ : ରାଜ୍ୟସ୍ତରୀୟ ଟୋକନ୍ ବ୍ୟବସ୍ଥାରେ ଧାନ ବିକ୍ରିକୁ ନେଇ ପଶ୍ଚିମ ଓଡ଼ିଶାରେ ଚାଷୀ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି । ଏହି ଟୋକନ ବ୍ୟବସ୍ଥାକୁ ପ୍ରତ୍ୟାହାର କରିବା ଦାବିରେ ଅଡି ବସିଛନ୍ତି ଚାଷୀ । ଆଉ ବିରୋଧ ପ୍ରଦର୍ଶନ କରିବାକୁ ଯାଇ ଆଜି ସମ୍ବଲପୁର ଜିଲ୍ଲାର ୪ଜଣ ବିଧାୟକଙ୍କ ଘର…