Daily Archives

November 18, 2019

ବାୟା କରୁଛି ବି.ଟେକ୍ ବିରିୟାନି । ନାଁ ଅଜବ, ଟେଷ୍ଟ ଗଜବ । ବାଲିଯାତ୍ରା ଭିଡ ଭିତରୁ ଷ୍ଟଲ ଆଡକୁ ବାନ୍ଧିନେଉଛି ବିଟେକ୍…

କନକ ବ୍ୟୁରୋ : ବାଲିଯାତ୍ରା ବୁଲାବୁଲିରେ ଆପଣଙ୍କୁ ଅନେକ ମଜା ନେଉଥିବେ । ଦେଶର କୋଣ ଅନୁକୋଣର ପ୍ରସିଦ୍ଧ ସୁସ୍ୱାଦୁ ଖାଦ୍ୟ ମଧ୍ୟ ଖାଉଥିବେ । ସେ ଆମିଷ ହେଉ କି ନାରିମୀଷ, ଭିନ୍ନ ଭିନ୍ନ ଖାଦ୍ୟର ମଜା ଆପଣ ନିଶ୍ଚିତ ନେଉଥିବେ । କିନ୍ତୁ ବାଲିଯାତ୍ରା ଭିଡ ଓ ମାଳ ମାଳ ଷ୍ଟଲ ଭିତରେ ଏମିତି ଏକ…

ନରମିଲେ ଜେଏନୟୁ ଛାତ୍ରଛାତ୍ରୀ! ଅଟକ ରଖିଥିବା ଛାତ୍ରନେତାଙ୍କୁ ମୁକ୍ତ କଲା ପୋଲିସ୍, କ୍ୟାମ୍ପସକୁ ଫେରିବାକୁ ରାଜି ହେଲେ…

କନକ ବ୍ୟୁରୋ: ଶାନ୍ତ ପଡ଼ିଲେ ଜେଏନୟୁ ଛାତ୍ରଛାତ୍ରୀ । ଧର୍ମଘଟ କରୁଥିବା ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ଛାତ୍ରଛାତ୍ରୀମାନେ କ୍ୟାମ୍ପକୁ ଫେରିବାକୁ ରାଜି ହୋଇଛନ୍ତି । ଅଟକ ରଖାଯାଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁଲିସ ଛାଡିଦେବା ପରେ ଛାତ୍ରଛାତ୍ରୀମାନେ ସେମାନେ ଫେରିବାକୁ ରାଜି…

ରେଳଯାତ୍ରୀଙ୍କ ପାଇଁ ବଡ଼ ଖବର: ଶୀତଦିନେ ଏଣିକି ପ୍ଲାଟଫର୍ମରେ ଅପେକ୍ଷା କରିବେନି ଯାତ୍ରୀ, କୁହୁଡ଼ି କଣ୍ଟା କାଢ଼ିବାକୁ…

କନକ ବ୍ୟୁରୋ: ରେଳଯାତ୍ରୀଙ୍କ ପାଇଁ ବଡ଼ ଖବର, ଆଉ ପ୍ଲାଟଫର୍ମରେ ଅପେକ୍ଷା କରିବେନି ଆପଣ । ଏଣିକି ଟ୍ରେନ୍ ବିଳମ୍ବ ହେଲେ, ଯାତ୍ରୀମାନଙ୍କ ଫୋନ୍ ଯିବ ମେସେଜ୍ । ଏନେଇ ଟ୍ୱିଟ୍ କରି ଏକ ଭିଡ଼ିଓରେ ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲ । ଭିଡିଓରେ କୁହାଯାଇଛି କି, ଟ୍ରେନ…

ବିଧାୟକଙ୍କ ବଡପଣ । ଦୋଳିରେ ଝୁଲାଇଲେ, ଆଳୁଦମ୍ ଖୁଆଇଲେ । ଦିବ୍ୟାଙ୍ଗ ପିଲାଙ୍କ ବାଲିଯାତ୍ରା ‘ସାରଥୀ’ ସାଜିଲେ…

କନକ ବ୍ୟୁରୋ : ବାଲିଯାତ୍ରା । ସନ୍ଧ୍ୟା ହେଲେ ଜମୁଛି ପ୍ରବଳ ଗହଳି । ବରଷକେ ଥରେ ବାଲିଯାତ୍ରା ଭଳି ଯାତ୍ରା କିଏ ବା ନବୁଲିବାକୁ ଚାହେଁ । ଆଉ ସମସ୍ତଙ୍କ ପରି ବାଲିଯାତ୍ରା ବୁଲିବାକୁ ଏମାନଙ୍କ ମନରେ ମଧ୍ୟ ରହିଥିଲା ପ୍ରବଳ ଇଚ୍ଛା । ଯାହାକୁ ପୂରଣ କରିଛନ୍ତି ବିଧାୟକ । ଦିବ୍ୟାଙ୍ଗ ପିଲାଙ୍କୁ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସାଉଥ୍ ସୁପରଷ୍ଟାର କମଲ୍ ହାସନ୍ : ନେତା ନମ୍ବର-୧ ନବୀନଙ୍କ ଠାରୁ ନେଲେ ରାଜନୀତିର…

କନକ ବ୍ୟୁରୋ : ନବୀନଙ୍କୁ ଭେଟିଲେ କମଲ ହାସନ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କମଲ ହାସନ୍ । ଆଜି ସାଉଥ ସୁପରଷ୍ଟାର କମଲ ହାସନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କମଲ ହାସନଙ୍କ ମଧ୍ୟରେ ସାକ୍ଷାତ…