Daily Archives

November 17, 2019

ସହରାଞ୍ଚଳ ବସ୍ ସେବାରେ ‘ମୋ ବସ’ ନମ୍ବର ୱାନ। ଲକ୍ଷ୍ନୌରେ ମିଳିଲା ପୁରସ୍କାର, ବର୍ଷକ ମଧ୍ୟରେ ଯାତ୍ରୀଙ୍କ ପ୍ରଥମ…

କନକ ବ୍ୟୁରୋ : ଶ୍ରେଷ୍ଠ ସହରାଞ୍ଚଳ ବସ୍ ସେବା ପାଇଁ ରବିବାର ‘ମୋ ବସ୍’କୁ ପୁରସ୍କାର ମିଳିଛି। ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ତରଫରୁ ଆୟୋଜିତ ୧୨ତମ ଅର୍ବାନ ମୋବିଲିଟି ଇଣ୍ଡିଆ କନଫରେନ୍ସ କମ ଏକସ୍ପୋ-୨୦୧୯ କାର୍ଯ୍ୟକ୍ରମରେ ଏହି ପୁରସ୍କାର ମିଳିଥିବା…

ସାଙ୍ଗ ସାଜିଲା ସଇତାନ । ମାତ୍ର ୧୦ ଟଙ୍କା ପାଇଁ ବନ୍ଧୁ ବନିଲା ବଇରୀ, ଛୁରୀ ଭୁସି ନିର୍ମମ ଭାବେ କଲା ହତ୍ୟା ।

କନକ ବ୍ୟୁରୋ : ସାଙ୍ଗ ସାଜିଲା ସଇତାନ । ମାତ୍ର ୧୦ ଟଙ୍କା ପାଇଁ ବନ୍ଧୁ ହେଲା ବଇରୀ । କୁହାଯାଏ, ବନ୍ଧୁତାରେ ପରସ୍ପର ପାଇଁ ଜୀବନ ବି ଦିଆଯାଇପାରେ । କିନ୍ତୁ ଉତ୍ତରପ୍ରଦେଶର ମେରଠ ଠାରେ ମାତ୍ର ୧୦ ଟଙ୍କା ପାଇଁ ଜଣେ ସାଙ୍ଗ ନିଜ ବନ୍ଧୁର ଜୀବନ ନେଇଯାଇଛି । ମାତ୍ର ୧୦ ଟଙ୍କା ପାଇଁ ପ୍ରଥମେ…

କଟକ ବାଲିଯାତ୍ରା ବୁଲି ଆସୁଥିବା ଲୋକଙ୍କ ପାଇଁ ବଡ ଖବର । ଗାଡି ପାର୍କିଂ ପାଇଁ ସ୍ଥାନ ନାହିଁ ବୋଲି ଟ୍ୱିଟ୍ କଲା…

କନକ ବ୍ୟୁରୋ : କଟକ ବାଲିଯାତ୍ରା ବୁଲି ଆସୁଥିବା ଲୋକଙ୍କ ପାଇଁ ବଡ ଖବର । ଯଦି ଆପଣ ବାଲିଯାତ୍ରା ବୁଲିବାକୁ କଟକ ଆସୁଥାନ୍ତି ତେବେ କମିସନରେଟ ପୋଲିସର ଟ୍ୱିଟ୍ ଉପରେ ଥରେ ନଜର ପକାନ୍ତୁ । କାରଣ କଟକ ବାଲିଯାତ୍ରାରେ ଅସମ୍ଭବ ଭିଡ । ଏପରି ଭିଡ଼ ହୋଇଛି ଯେ ଗାଡ଼ି ପାର୍କିଂ ପାଇଁ ସ୍ଥାନ ନାହିଁ ।…

ଚାଷୀ ମାରଣନୀତିର ବୁଢ଼ିଆଣି ଜାଲ । କିଣା ହେବା ପୂର୍ବରୁ ମିଲ୍ସରେ ଜମା ହୋଇଛି କ୍ୱିଂଟାଲ କ୍ୱିଂଟାଲ ଧାନ, ପ୍ରଶାସନ ଓ…

କନକ ବ୍ୟୁରୋ : ଧାନ କିଣା ହେବା ପୂର୍ବରୁ ରାଇସ ମିଲରେ ହଜାର ହଜାର କ୍ୱିଂଟାଲ ଧାନ । ଏମିତି କିଛି ଦୃଶ୍ୟ ସାମନାକୁ ଆସିଛି ବଲାଙ୍ଗିରର ତୁଷୁରାରେ ଥିବା କେଡିଆ ରାଇସ ମିଲରେ । କନକ ନ୍ୟୁଜର ଅନୁସନ୍ଧାନରୁ ଜଣାପଡିଛି, ଏସବୁ ଧାନ ଆସିଛି ବାହାର ରାଜ୍ୟରୁ । ଛୋଟ ଧାନକୁ କମ୍ ଦାମରେ କିଣି ମିଲରେ…

ଡ୍ରେନରେ ଅଳିଆ ଆବର୍ଜନା ପକାଇଲେ ଧରିବ ବିଏମସି । ଡ୍ରେନକୁ ଜଗିବା ପାଇଁ ଗଠନ ହେଲା ସ୍କ୍ୱାର୍ଡ

କନକ ବ୍ୟୁରୋ : ରାସ୍ତାକଡର ଡ୍ରେନକୁ ଆବର୍ଜନା ଫିଙ୍ଗିଲେ ତ୍ରାହି ନାହିଁ । ଏଣିକି ରାସ୍ତାକଡ଼ରେ ଥିବା ଡ୍ରେନକୁ ଅଳିଆ ଆବର୍ଜନା ଫିଙ୍ଗିଲେ ଆଗାମୀ ଦିନରେ ହଇରାଣ ହେବାକୁ ପଡ଼ିବ। ଡ୍ରେନକୁ ଆବର୍ଜନା ମୁକ୍ତ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମନୂଆ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି । ଏପରିକି…