Daily Archives

November 17, 2019

ବିଜେପିକୁ ଟାର୍ଗେଟ କଲେ ଶିବସେନା ନେତା ସଞ୍ଜୟ ରାୱତ  । କହିଲେ, ଦିଲ୍ଲୀ କାହାର ବାପାର ନୁହେଁ, ଏମିତି ଅନେକ ନେତା…

ମହାରାଷ୍ଟ୍ରରୁ ଦିଲ୍ଲୀ । ଶିବସେନା-ବିଜେପି ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ । ଆଉ ଏସବୁ ଭିତରେ ମହାରାଷ୍ଟ୍ରରେ ଶିବସେନା-ଏନସିପି-କଂଗ୍ରେସ ମିଳିତ ଭାବେ ସରକାର ଗଠନ କରିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । ତେବେ ଏହାପୂର୍ବରୁ ବିଜେପିକୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି ଶିବସେନାର…

କବିସୂର୍ଯ୍ୟନଗରରେ ବୁଲିଲା ଖଣ୍ଡା । ଦୁବୃର୍ତ୍ତର ଖଣ୍ଡା ମାଡରେ ୩ ଗୁରୁତର, କାରଣ ଅସ୍ପଷ୍ଟ ।

କନକ ବ୍ୟୁରୋ : ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ନଗର ସହରର ଲୋକନାଥ ବଜାର ଆଜି ଅଶାନ୍ତ ହୋଇପଡିଥିଲା । ବଜାରରେ ଥିବା ଏକ ଫାଷ୍ଟଫୁଡ ଦୋକାନରେ ତିନି ଜଣ ଯୁବକ ଅଣ୍ଡା ଖାଉଥିବା ବେଳେ ହଠାତ ତିନୋଟି ମୋଟରସାଇକେଲରେ ଛଅ ଜଣ ଦୁର୍ବୃତ୍ତ ଆସି ଖଣ୍ଡାରେ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି । ତେବେ…

ପାଣି ପିଇବାକୁ ଆସି ଟାଙ୍କିରେ ଖସିପଡିଲେ ମା’ ଓ ଛୁଆ ହାତୀ । କିଛି ଏଭଳି ଭାବେ ଜୀବନ ବଞ୍ଚାଇଲେ ସେନା ଓ ବନ ବିଭାଗ…

କନକ ବ୍ୟୁରୋ : ଭାରତୀୟ ସେନା ଯୁଦ୍ଧ ଭୂମିରେ ରହି ଦେଶ ରକ୍ଷା କରିଥାନ୍ତି । ଶତ୍ରୁର ଗୁଳିକୁ ନ ଡ଼ରି ସେମାନେ ନିଜ ଜୀବନକୁ ବାଜି ଲଗାଇ ଦେଶର ରକ୍ଷା କରିଥାନ୍ତି । ସେମାନଙ୍କର ଏଭଳି କାମ ପାଇଁ ଦେଶର ଜନତାଙ୍କ ମନରେ ସମ୍ମାନ ରହିଥିବା ବେଳେ ଏବେ ଗୌହାଟୀରେ ଘଟିଥିବା ଏକ ଘଟଣା ସେହି ସମ୍ମାନକୁ…

ଆଇସିସି ର‍୍ୟାଙ୍କିଙ୍ଗରେ ଲମ୍ବା ଡିଆଁ ମାରିଲେ ମୟଙ୍କ ଓ ସାମି । ହାସଲ କଲେ ଟେଷ୍ଟ କ୍ୟାରିୟରର ସର୍ବଶ୍ରେଷ୍ଠ…

କନକ ବ୍ୟୁରୋ : ବାଂଲାଦେଶ ବିପକ୍ଷରେ ଇନ୍ଦୋରରେ ଶନିବାର ଶେଷ ହୋଇଥିବା ଟେଷ୍ଟରେ ଭାରତ ଗୋଟିଏ ପାଳି ଓ ୧୩୦ ରନ୍‌ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା ଦ୍ରୁତ ବୋଲର ମହମ୍ମଦ ସାମି ଓ ମୟଙ୍କ ଅଗ୍ରଓ୍ଵାଲ ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ପ୍ରଥମ ପାଳିରେ ୨୭ ରନ…

କଷ୍ଟ କରି ଚାଷ କରି ପରିବା ବିକିବାକୁ ଆସିଥିଲା ଚାଷୀ ! ହେଲେ ସବୁ ପରିବାକୁ ନଷ୍ଟ କରିଦେଲା ସରକାରୀ ବାବୁଙ୍କ ଗାଡି,…

କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ଜଣେ ସରକାରୀ ଅଧିକାରୀଙ୍କ ଗାଡ଼ି ଗରିବ ଚାଷୀମାନେ ବିକ୍ରି କରିବାକୁ ଆଣିଥିବା ପରିବାକୁ ନଷ୍ଟ କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସଫା ସଫା ଏକ ଧଳା ରଙ୍ଗର ସରକାରୀ ଗାଡ଼ି ଗରିବ ଚାଷୀଙ୍କ…

ସୁଧୁରୁନି ସଇତାନ୍ ପାକିସ୍ତାନ ! ଜାମ୍ମୁକାଶ୍ମୀରରେ ଆଇଡି ବିସ୍ଫୋରଣ, ଜଣେ ସେନା ଯବାନ ସହିଦ, ୨ ଗୁରୁତର ।

କନକ ବ୍ୟୁରୋ : ନିୟନ୍ତ୍ରଣ ରେଖା ନିକଟରେ ରବିବାର ହୋଇଥିବା ଆଇଇଡି ବିସ୍ଫୋରଣରେ ଜଣେ ସେନା ଯବାନ ସହିଦ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ଜମ୍ମୁ-କଶ୍ମୀରର ପଲନୱାଲା ସେକ୍ଟରରେ ଏହି ବିସ୍ଫୋରଣ ହୋଇଥିବା ସୂଚନା ରହିଛି । ସେନା ପକ୍ଷରୁ ଜାଣିବାକୁ ମିଳିଛି ଯେ ପୁଲିସ୍‌ମାନେ ସେନା…