Daily Archives

November 16, 2019

୬ ବର୍ଷରେ ଗାଁ ଲୋକଙ୍କ ଖର୍ଚ୍ଚ କ୍ଷମତା କମିଲା ୮ ଦଶମିକ ୮ ପ୍ରତିଶତ । ଖାଇବାରେ ଲୋକେ କରୁଛନ୍ତି ଅଧିକ ଖର୍ଚ୍ଚ କାଟ୍,…

କନକ ବ୍ୟୁରୋ: ୬ ବର୍ଷରେ ଗାଁ ଲୋକଙ୍କ ଖର୍ଚ୍ଚ କ୍ଷମତା ୮.୮ ପ୍ରତିଶତ କମିଯାଇଛି । ଖାଇବା ପାଇଁ ଅଧିକ ଖର୍ଚ୍ଚ କରିପାରୁନାହାନ୍ତି ଗାଁ ଲୋକ । ଏପରି ଚିନ୍ତାଜନକ ତଥ୍ୟ ଦେଇଛି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ । ଗତ ୪୦ ବର୍ଷରେ ଏଭଳି ଅବସ୍ଥା ଦେଖାଯାଇନଥିଲା ବୋଲି କୁହାଯାଉଛି । ଏ ନେଇ ଜାତୀୟ…

ଲାଲ୍ ପତାକା ଉଡିଲା, ଟ୍ରେନ୍ ଅଟକିଲା । ଆଉ ଅଳ୍ପକେ ବର୍ତ୍ତିଗଲେ ମଇଁଷି ପଲ

କନକ ବ୍ୟୁରୋ : ଗେଟମ୍ୟାନଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ନିଶ୍ଚିତ ଦୁର୍ଘଟଣାରୁ ରକ୍ଷା ପାଇଯାଇଛି ଭୁବନେଶ୍ୱର -ଆନନ୍ଦ ବିହାର ସୁପରଫାଷ୍ଟ ଏକ୍ସପ୍ରେସ। ଏଭଳି ଘଟଣା ଘଟିଛି ଖୋଦ୍ ରାଜଧାନୀରେ। ସୂଚନାନୁସାରେ, ଭୁବନେଶ୍ୱର ଭିଏସଏସ୍ ନଗର ଲେଭଲ କ୍ରସିଂ ଓ ମଞ୍ଚେଶ୍ୱର ରେଳ ଷ୍ଟେସନ ମଧ୍ୟରେ…

ବେକାରୀ ହେଉଛି ବେକାବୁ । ଇଞ୍ଜିନିୟରିଂ ପାଠପଢ଼ି ଘରେ ବସିଛନ୍ତି ୭୮ ହଜାର ଛାତ୍ରଛାତ୍ରୀ, ବିଧାନସଭାରେ ଲିଖିତ ଉତ୍ତର…

କନକ ବ୍ୟୁରୋ: ସାମନାକୁ ଆସିଛି ରାଜ୍ୟରେ ବେକାରୀ ସମସ୍ୟାର ବିକଳ ଚିତ୍ର । ସାରା ଦେଶରେ ବେକାରୀ ସମସ୍ୟାକୁ ନେଇ ତର୍କ ବିତର୍କ । ଦେଶରେ ରେକର୍ଡ ସୃଷ୍ଟି କରିଛି ବେକାରୀ ସମସ୍ୟା । ତେବେ ଆଜି ବିଧାନସଭାରେ ବେକାରୀକୁ ନେଇ ଚିନ୍ତା କଲା ଭଳି ତଥ୍ୟ ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ଦକ୍ଷତା…

ବିଧାନସଭାରେ ଓଡ଼ିଶା ହିନ୍ଦୁ ଦେବୋତ୍ତର ବିଲ୍ ପାରିତ । ଏଣିକି ଦେବୋତ୍ତର କମିସନରଙ୍କ ନିୟନ୍ତ୍ରଣରେ ରହିବନି ପୁରୀ…

କନକ ବ୍ୟୁରୋ : ବିଧାନସଭା ଶୀତକାଳୀନ ଅଧିବେଶନର ଚତୁର୍ଥ ଦିନ ଶନିବାର ଓଡ଼ିଶା ହିନ୍ଦୁ ଦେବୋତ୍ତର ସଂଶୋଧନ ବିଧେୟକ,୨୦୧୯ ପାରିତ ହୋଇଛି। ଏହି ବିଧେୟକ ବିଧାନସଭାରେ ପାରିତ ହେବା ପରେ ପୁରୀ ଶଙ୍କରାଚାର୍ଯ୍ୟ ଗୋବର୍ଦ୍ଧନ ପୀଠ ଦେବୋତ୍ତର କମିସନରଙ୍କ ନିୟନ୍ତ୍ରଣରେ ରହିବ ନାହିଁ। ବିଲ ପାରିତ ହେବା…

କାଲି କଳା ପଟି, ଆଜି କଳା ଗାମୁଛା । ସ୍ମିତାରାଣୀ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବିରେ ଅଡି ବସିଛି ବିଜେପି 

କନକ ବ୍ୟୁରୋ: ଗୋଟିଏ ପଟେ ଗାନ୍ଧୀଙ୍କ ମୃତ୍ୟୁ ସଂପର୍କରେ ଭୁଲ ତଥ୍ୟକୁ ନେଇ ବିଧାନସଭା ସରଗରମ ହେଉଥିବା ବେଳେ ସ୍ମିତାରାଣୀଙ୍କ ମୃତ୍ୟୁ ମାମଲାରେ ବିଜେପି ବିଧାୟକଙ୍କ ପ୍ରତିବାଦ । ସ୍ମିତାରାଣୀ ପ୍ରସଙ୍ଗକୁ ହାଲୁକା କରିବା ପାଇଁ ବ୍ୟାକରଣଗତ ତ୍ରୁଟିକୁ ପ୍ରସଙ୍ଗ କରାଯାଇଛି ବୋଲି ଆକ୍ଷେପ…

ସରକାର ମାନିଲେ ଗାନ୍ଧୀଙ୍କ ମୃତ୍ୟୁ ସଂପର୍କରେ ପୁସ୍ତିକାରେ ଦିଆଯାଇଥିଲା ଭୁଲ ତଥ୍ୟ । ଗୃହରେ ବିବୃତ ରଖିଲେ ଗଣଶିକ୍ଷା…

କନକ ବ୍ୟୁରୋ: ଆଜି ଗାନ୍ଧୀଙ୍କୁ ନେଇ ବିଧାନସଭା ଭିତରେ ଓ ବିଧାନସଭା ବାହାରେ ସରଗରମ ହୋଇଥିଲା ରାଜନୀତି । ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗରେ ଗାନ୍ଧୀ ମୂର୍ତି ତଳେ ଧାରଣା ଦେଇଥିଲେ ବିଜେପି ବିଧାୟକ । ଏପଟେ ଗଣଶିକ୍ଷା ବିଭାଗର ପୁସ୍ତିକାରେ ଆକସ୍ମିକ ଘଟଣା କ୍ରମରେ ଗାନ୍ଧୀଙ୍କ ଦେହାବସାନ…