Daily Archives

November 16, 2019

ଅଯୋଧ୍ୟା ମାମଲାର ରାୟ ଆସିବା ପରେ ମୁହଁ ଖୋଲିଲେ ଯୋଗଗୁରୁ । ବାବା ରାମଦେବ କହିଲେ, ମୋଦୀ-ଶାହାଙ୍କ ନେତୃତ୍ବ ପାଇଁ…

କିଛି ଦିନ ତଳେ ଅଯୋଧ୍ୟା ମାମଲାକୁ ନେଇ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି। ବିଗତ ଅନେକ ବର୍ଷ ଧରି ଅଯୋଧ୍ୟା ବିବାଦ ଲାଗି ରହିଥିବା ବେଳେ ଏବେ ଏହାର ସମାଧାନ ହେବାରୁ ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି।  ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବା ସହ ମୁସଜିଦ୍ ପାଇଁ ୫ଏକର ଜମି…

ଅନୀଲ ଅମ୍ବାନିଙ୍କ କମ୍ପାନିର ଦେବାଳିଆ ଅବସ୍ଥା, ରିଲାଏନ୍ସ କମ୍ୟୁନିକେସନର ନିର୍ଦ୍ଦେଶକ ପଦରୁ ଦେଲେ ଇସ୍ତଫା ।

ମୁକେଶ ଅମ୍ବାନିଙ୍କ କମ୍ପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଦିନକୁ ଦିନ ନୂଆ ନୂଆ ସଫଳତାର ସିଡି ଚଢିଚାଲିଛି । କମ୍ପାନିର ଟେଲିକମ ସେବା ପ୍ରଦାନକାରୀ ଶାଖା ଜିଓ ସଫଳତାର ନୂଆ ଫର୍ଦ୍ଦ ଯୋଡିଚାଲିଛି । କିନ୍ତୁ ତାଙ୍କ ସାନଭାଇ ଅନୀଲ ଅମ୍ବାନିଙ୍କ ଏବେ ଦେବାଳିଆ ଅବସ୍ଥା । ଅନୀଲଙ୍କ କମ୍ପାନି ଅନୀଲ…

ମାଲାମାଲ କଲା କଙ୍କଡା । ଗୋଟିଏ କଙ୍କଡାକୁ ୩୩ଲକ୍ଷ ଟଙ୍କାରେ ବିକ୍ରି କଲେ ଜେଣେ ମତ୍ସ୍ୟଜୀବି 

କଙ୍କଡାର ମୂଲ୍ୟ ୩୩ ଲକ୍ଷ ଟଙ୍କା । କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ଏହା ସତ । ଜାପାନରେ ଏକ କଙ୍କଡାକୁ ପ୍ରାୟ ୩୩ଲକ୍ଷ ଟଙ୍କାରେ ବିକ୍ରି କରାଯାଇଛି । ସାଧାରଣତଃ ଭାରତରେ ଗୋଟେ ଗୋଟେ ବିରଳ ମାଛ ଜାଲରେ ପଡିଥାନ୍ତି, ଯାହାକୁ ୧ଲକ୍ଷ କିମ୍ବା ଲକ୍ଷରୁ ଅଧିକ ଟଙ୍କାରେ ବିକ୍ରି…

‘ଅଗ୍ନି-୨’ର ହେଲା ସଫଳ ଉତକ୍ଷେପଣ, ଅନ୍ଧାର ରାତିରେ ୨୦୦୦ କିଲୋମିଟର ଦୂରରେ ଥିବା ଶତ୍ରୁ ଶିବିରକୁ ନିମିଷକରେ କରିବ…

କନକ ବ୍ୟୁରୋ : ରାତିରେ ନିମିଷକେ ମଧ୍ୟରେ ଧ୍ୱଂସ ହୋଇଯିବ ଶତ୍ରୁ ଶିବିର । ୨୦୦୦ କିଲୋମିଟର ରାଡାରରେ ଶତ୍ରୁ ଶିବିରକୁ କ୍ଷଣିକରେ ଧ୍ୱଂସ କରିଦେବ ଭାରତୀୟ ସେନା । କାରଣ ଶନିବାର ରାତିରେ ମଧ୍ୟମ ଦୂରଗାମୀ ବାଲାଷ୍ଟିକ ମିସାଇଲ ଅଗ୍ନି-୨ର ସଫଳ ବ୍ୟବହାରିକ ପରୀକ୍ଷଣ କରାଯାଇଛି । ଚାନ୍ଦିପୁରର…

କ୍ରିକେଟ ଖେଳ ନେଲା ଡାକ୍ତରୀ ଛାତ୍ରଙ୍କ ଜୀବନ । ପଡ଼ିଆରେ ବ୍ୟାଟିଂ କରିବା ବେଳେ କାନମୁଣ୍ଡାରେ ବାଜିଲା ବଲ୍ । ପିଚ୍…

କନକ ବ୍ୟୁରୋ: ଡାକ୍ତରୀ ପାଠ ପଢୁଥିଲେ ହେଲେ ନିଶା ଥିଲା କ୍ରିକେଟ୍ । ପାଠପଢାରୁ ଟିକିଏ ଫୁରସତ୍ ମିଳିଲେ ପଡିଆରେ ପ୍ରାକ୍ଟିସ କରୁଥିଲେ । ଭଲ କ୍ରିକେଟ୍ ବି ଖେଳୁଥିଲେ । ହେଲେ ଆଜି ସେହି ଖେଳ ହିଁ ତାଙ୍କ ପାଇଁ କାଳ ହୋଇଛି । ଅକାଳରେ ପ୍ରାଣ ହରାଇଛନ୍ତି ୨୪ ବର୍ଷିୟ ବିଶ୍ୱଭୂଷଣ । ବାପା…