Daily Archives

November 15, 2019

ଫୋନି ୭ ମାସ ପରେ ବି ଛିଡୁନି ହିସାବ: ସହାୟତା ପାଇନଥିବା ଅଭିଯୋଗରେ ବିଭିନ୍ନ ସ୍ଥାନରେ ଅସନ୍ତୋଷ; ଲୋକାୟୁକ୍ତଙ୍କ…

କନକ ବ୍ୟୁରୋ: ବାତ୍ୟା ଫନିର ୭ ମାସ ପରେ ବି ସହାୟତାକୁ ନେଇ ଛିଣ୍ଡୁନି ହିସାବ । ପୁରୀ ଓ କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୋକେ ଫନି ସହାୟତା ପାଇନଥିବା ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଉଛନ୍ତି । ଆଜି ପୁରୀ ଜିଲ୍ଲାର ଶତାଧିକ ଲୋକ ଲୋକାୟୁକ୍ତଙ୍କ କାର୍ଯ୍ୟାଳୟକୁ ଆସି ଏନେଇ ଅଭିଯୋଗ କରିଛନ୍ତି…

ବିଧାନସଭାରେ ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗରେ କଳାପଟି ବାନ୍ଧି ବିଜେପିର ପ୍ରତିବାଦ । କହିଲା, ସିବିଆଇ ତଦନ୍ତ ନହେବା…

କନକ ବ୍ୟୁରୋ: ସ୍ମିତାରାଣୀ ମୃତ୍ୟୁ ମାମଲାକୁ ନେଇ ରାଜ୍ୟ ଥମୁନି ରାଜନୀତି । ଘଟଣାର ସିବିଆଇ ତଦନ୍ତ ଦାବିରେ ବିଜେପି ବିଧାୟକମାନେ ମୁହଁରେ କଳାପାଟି ବାନ୍ଧି ବିଧାନସଭାରେ ପ୍ରତିବାଦ କରିଛନ୍ତି । ସେହିଭଳି ଶାସକ ଦଳ ଗୃହରେ ବିରୋଧୀ ଦଳକୁ କହିବାର ସୁଯୋଗ ଦେଉନଥିବା ଅଭିଯୋଗ ଆଣି ସର୍ବଦଳୀୟ…

ସରକାରୀ ପୁସ୍ତିକାରେ ଗାନ୍ଧୀଙ୍କ ହତ୍ୟା ସଂପର୍କରେ ଭୁଲ ତଥ୍ୟକୁ ନେଇ ବିଧାନସଭା ସରଗରମ । ନରସିଂହଙ୍କ କଟାକ୍ଷ, ପଚାରିଲେ…

କନକ ବ୍ୟୁରୋ: ଜାତୀର ପିତା ମହାତ୍ମା ଗାନ୍ଧୀଙ୍କୁ ନେଇ ତିଆରି ହୋଇଥିବା ଲିଫଲେଟ୍ ବା ପ୍ରଚାର ପତ୍ରରେ ବିଭ୍ରାନ୍ତିକର ତଥ୍ୟ ପ୍ରକାଶ ପାଇବାକୁ ନେଇ ଓଡିଶା ରାଜନୀତିରେ ଉଠିଛି ଝଡ । ଏହି ପ୍ରସଙ୍ଗକୁ ନେଇ ବିରୋଧୀ କଂଗ୍ରେସ ବିଧାନସଭାରେ ଶାସକ ବିଜେଡି ଦଳକୁ ଘେରିଛନ୍ତି । ଶାସକ ଦଳକୁ କଟାକ୍ଷ…

୪ ଜିଲ୍ଲାର କୃଷି କ୍ଷେତ୍ରକୁ ବେହାଲ କରିଛି ‘ବୁଲବୁଲ’ । ଆସନ୍ତା ସପ୍ତାହ ଶେଷ ସୁଦ୍ଧା କେନ୍ଦ୍ରକୁ କ୍ଷୟକ୍ଷତି ଦାବି…

କନକ ବ୍ୟୁରୋ: ଲୋକସେବା ଭବନରେ ‘ବୁଲବୁଲ’ ହୋଇଛି ସମୀକ୍ଷା । ମୁଖ୍ୟ ଶାସନ ସଚିବ ଅସୀତ ତ୍ରୀପାଠିଙ୍କ ସହ ବାତ୍ୟା ବୁଲବୁଲ ସମୀକ୍ଷା କରିଛନ୍ତି କେନ୍ଦ୍ରୀୟ ଟିମ୍ । ଗତ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖି ସାରିବା ପରେ ରାଜ୍ୟ ସରକାରଙ୍କ କ୍ଷୟକ୍ଷତି ନେଇ…

ଖବର କାଗଜରେ ସୁନ୍ଦର କଳାକୃତି…ମନ ଜିଣୁଛି ସୁଶ୍ରୀଙ୍କ କାଗଜ କାନଫୁଲ…ଇଂଟରନେଟକୁ ଗୁରୁ କରି ଅଦରକାରୀ…

କନକ ବ୍ୟୁରୋ: ପଢି ସାରିବା ପରେ ଖବର କାଗଜର ମୂଲ୍ୟ ହିନ ହୋଇ କେତେବେଳେ କବାଡ଼ି ଖାନାକୁ ଯାଏ ତ କେତେବେଳେ ଅଳିଆ ଗଦା କୁ। କିନ୍ତୁ ଏହି ଅଦରକାରୀ ଖବର କାଗଜ ଯେତେବେଳେ ସୁଶ୍ରୀ ତନ୍ମୟୀଙ୍କ ହାତକୁ ଆସେ ତାହା ରୂପ ନିଏ ଏକ ସୁନ୍ଦର ସାମଗ୍ରୀର । ବିନା ତାଲିମରେ ସୁଶ୍ରୀ ବନେଇ ପାରନ୍ତି ସୁନ୍ଦର…

ଅବହେଳିତ ଅଭୟାରଣ୍ୟ ବାସିନ୍ଦା । ବିଜୁଳି ନାହିଁ କି ରାସ୍ତା ନାହିିଁ, ଗୋଳିଆ ପାଣିକୁ ଛାଣି ପିଉଛନ୍ତି ଲୋକେ । ଜଙ୍ଗଲ…

କନକ ବ୍ୟୁରୋ: ଡରି ଡରି ବଂଚୁଛନ୍ତି ଡମପଡା ଅଭୟାରଣ୍ୟ ବାସିନ୍ଦା । ଜଙ୍ଗଲ ଭିତରେ ରହୁଥିବା ଲୋକେ ସରକାରୀ ଯୋଜନା କହିଲେ କଣ ଜାଣି ନାହାନ୍ତି । ସ୍ୱାଧିନତାର ୭ ଦଶନ୍ଧି ପରେ ବି ଗାଁକୁ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ । ଆଜି ବି ଅନ୍ଧାର ଦୂର କରୁଛି ଡିବିରି ଆଲୁଅ । ଖାଲି ଏତିକି ନୁହେଁ…