Daily Archives

November 15, 2019

ଦ୍ୱିଶତକ କଲେ, ରେକର୍ଡ ଭାଙ୍ଗିଲେ । ବାଂଲା ବୋଲରଙ୍କୁ ନିର୍ଦ୍ଧୁମ ଛେଚିଲେ, ନିଜର ଟେଷ୍ଟ କ୍ୟାରିୟରର ଦ୍ୱିତୀୟ ଶତକ…

କନକ ବ୍ୟୁରୋ: ଇନ୍ଦୋରରେ ଭାରତ ବାଂଲାଦେଶ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚର କମାଲ କରିଛନ୍ତି ଓପନର ମୟଙ୍କ ଅଗ୍ରୱାଲ । ପ୍ରଥମ ଇନିଂସରେ ଚମତ୍କାର ଖେଳ ପ୍ରଦର୍ଶନ ସହ ଦ୍ୱିଶତକ ହାସଲ କରିଛନ୍ତି । ୩୭୧ଟି ବଲ୍ ଖେଳି ୨୩ଟି ଚୌକା ଓ ୬ଟି ଛକା ସହାୟତାରେ ଏହି ଆକର୍ଷଣୀୟ ଇନିଙ୍ଗସ୍…

ମହାରାଷ୍ଟ୍ର ମହାନାଟକ: ‘ହାତ-ଧନୁ ଓ ଘଣ୍ଟା’, କ’ଣ ରହିଛି କ୍ଷମତା ଭାଗବଣ୍ଟା?

କନକ ବ୍ୟୁରୋ: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ସତ୍ୱେ, ସରକାର ଗଠନ ପାଇଁ ଚାଲିଥିବା ପ୍ରୟାସ, ଗୁରୁବାର ନିର୍ଣ୍ଣାୟକ ସ୍ଥିତିରେ ପହଂଚିଛି । ଯେତେବେଳେ କଂଗ୍ରେସର ଦାବି ମୁତାବକ ଶିବସେନା, ଏନସିପି ଓ କଂଗ୍ରେସର ନେତାମାନେ ଏକାଠି ବସି କମନ ମିନିମମ ପ୍ରୋଗ୍ରାମ ବା ସାଧାରଣ ସର୍ବନିମ୍ନ…

ଅଯୋଧ୍ୟା ରାୟ ନେଇ ନୂଆ ମୋଡ଼ ! ବିକଳ୍ପ ଜମି ଗ୍ରହଣ କରିବାକୁ ମନା କଲା ଜମାତ ଉଲେମା, ପୁନର୍ବିଚାର ପାଇଁ କରିପାରେ ଆବେଦନ

କନକ ବ୍ୟୁରୋ: ମସଜିଦ ନିର୍ମାଣ ପାଇଁ ବିକଳ୍ପ ଜମି ଗ୍ରହଣ କରିବାକୁ ମନା କଲା ନିର୍ଦ୍ଦିଷ୍ଟ ମୁସଲିମ ସଂଗଠନ । ଏହି ମାମଲାର ପ୍ରମୁଖ ଆବେଦନକାରୀ ଜମାତ ଉଲେମା-ଇ-ହିନ୍ଦ କହିଛି ଯେ, ମସଜିଦ ନିର୍ମାଣ ପାଇଁ ସୁପ୍ରିମକୋର୍ଟ ରାୟରେ ଯେଉଁ ୫ ଏକର ବିକଳ୍ପ ଜମି କଥା କହିଥିଲେ, ତାହା ଗ୍ରହଣ କରାଯିବନି…

ଆଉ କୋହଳ ହେବନି ଟ୍ରାଫିକ୍ ନିୟମ । ଡିସେମ୍ବର ୧ରୁ କଡାକଡି ହେବ କଟକଣା । ନୂଆ ମୋଟର ଯାନ ଆଇନ ଅନୁସାରେ ଆଦାୟ ହେବ…

କନକ ବ୍ୟୁରୋ: ଆଉ କୋହଳ ହେବନି ଟ୍ରାଫିକ ନିୟମ । ଡିସେମ୍ବର ୧ତାରିଖରୁ ଟ୍ରାଫିକ ନିୟମ କଡାକଡି ଭାବେ ପାଳନ କରାଯିବ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଟ୍ରାଫିକ ନିୟମ ଉଲ୍ଲଙ୍ଘନ କଲେ ନୂଆ ମୋଟରଯାନ ଆଇନ ଅନୁସାରେ ଜରିମାନା ଆଦାୟ କରାଯିବ । ସେପ୍ଟମ୍ବରରୁ ୩ ମାସ…

ଡାକ୍ତର ସାଜିଛନ୍ତି ଔଷଧ ଦୋକାନ ମାଲିକ: ଷ୍ଟେଥୋସ୍କୋପ ପକାଇ କରୁଛନ୍ତି ରୋଗୀଙ୍କୁ ଚିକିତ୍ସା; ନିଜକୁ କହୁଛନ୍ତି…

କନକ ବ୍ୟୁରୋ: ସୁନ୍ଦରଗଡର ନକଲି ଡାକ୍ତର କାହାଣୀ ସାରା ରାଜ୍ୟକୁ ଦୋହଲାଇ ଦେଇଥିବା ବେଳେ ସେହି ସୁନ୍ଦରଗଡ ଜିଲ୍ଲାରୁ ଆଜି ଆସିଛି ଆଉ ଜଣେ ନକଲି ଡାକ୍ତରୀଙ୍କ ଫର୍ଜରୀ । ଏହି ନକଲି ଡାକ୍ତରଙ୍କ ନାଁ ହେଉଛି ଚକ୍ରନ୍ତ ବେହେରା । ଆଉ ସତକୁ ସତ ଡାକ୍ତର ହେବା ପାଇଁ ସେ ଏଭଳି ଚକ୍ରନ୍ତ କରିଛନ୍ତି…