Daily Archives

November 14, 2019

ଭାରତ ଆନ୍ତର୍ଜାତୀୟ ମେଳାରେ ଆକର୍ଷଣୀୟ ‘ଓଡ଼ିଶା ମଣ୍ଡପ’ । ବାଣିଜ୍ୟଠୁ ଆରମ୍ଭ କରି ହସ୍ତଶିଳ୍ପ, ବିଶ୍ୱ ପାଉଛି ପୂରା…

କନକ ବ୍ୟୁରୋ: ଭାରତ ଆନ୍ତର୍ଜାତୀୟ ମେଳାରେ ଆକର୍ଷଣୀୟ ଓଡ଼ିଶା ମଣ୍ଡପ  । ଦିଲ୍ଲୀର ପ୍ରଗତି ମଇଦାନରେ ବିଶ୍ୱ ପାଉଛି ଓଡ଼ିଶାର ଶିଳ୍ପାନୁକୁଳ ବାତାବରଣ ଏବଂ ପୁଞ୍ଜିନିବେଶ କ୍ଷେତ୍ରରେ ପୂରା ତଥ୍ୟ । ରାଜ୍ୟରେ କିଭଳି ଅଧିକରୁ ଅଧିକ ଶିଳ୍ପ ପ୍ରତିଷ୍ଠା ହୋଇପାରିବ ସେନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ…

ଶିଶୁ ଦିବସରେ ଟ୍ରାଫିକ୍ ସଚେତନତା : ନିୟମ ପାଳନ ପାଇଁ ଛାତ୍ରଛାତ୍ରୀଙ୍କୁ ଶପଥ ପାଠ କରାଇଲେ ଦେବଗଡ଼ ଏସପି

କନକ ବ୍ୟୁରୋ : ଶିଶୁ ଦିବସରେ ଟ୍ରାଫିକ୍ ସଚେତନତା । ଟ୍ରାଫିକ୍ ନିୟମ ବୁଝାଇଲେ ଦେବଗଡ ଏସପି । ସଡ଼କ ସୁରକ୍ଷାର ବାର୍ତ୍ତା ଦେବା ସହ ନିୟମ ପାଳନ ପାଇଁ ଛାତ୍ରଛାତ୍ରୀଙ୍କୁ ଶପଥ ପାଠ କରାଇଲେ ଦେବଗଡ ଏସପି ରାହୁଲ ଜୈନ । ସୂଚନାଯୋଗ୍ୟ ଆଜି ବାରକୋଟ ବ୍ଲକ ଅନ୍ତର୍ଗତ କଣ୍ଢଳ ନୋଡାଲ ଉଚ୍ଚ…

ବର୍ଦ୍ଦି ଆଢୁଆଳରେ ବ୍ରାଉନସୁଗାର ବେପାର: ପେସାକୁ ଢାଲ କରି ଜହର ବିକୁଥିଲେ ପୋଲିସ ବାବୁ, ବାନ୍ଧିଲା କମିଶନରେଟ୍ ପୋଲିସ୍…

କନକ ବ୍ୟୁରୋ: ବର୍ଦ୍ଦି ଆଢୁଆଳରେ ବ୍ରାଉନସୁଗାର ବେପାର । ବ୍ରାଉନସୁଗାର ବେପାର କରୁଥିବା ଅଭିଯୋଗରେ ଗିରଫ କଲା କମିସନରେଟ ପୁଲିସ । କମିଶନରେଟ୍ ପୋଲିସ୍ ରିଜର୍ଭରେ କାମ କରୁଥିବା କନେଷ୍ଟବଳ ଜାନକୀ ବଲ୍ଲଭ ଭାରିମଲଙ୍କୁ ଗିରଫ କରିଛି ନୂଆପଲ୍ଲୀ ଥାନା ପୁଲିସ । ଗତକାଲି ବେହେରା ସାହିରେ ସେ…

ଫନୀ ତଦନ୍ତକାରୀ ଟିମକୁ ବିରୋଧ : ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ମିଳୁନଥିବା ଅଭିଯୋଗ କରିବା ସହ ନିରପେକ୍ଷ ତଦନ୍ତ…

କନକ ବ୍ୟୁରୋ : ଫନୀ ତଦନ୍ତକାରୀ ଟିମକୁ ବିରୋଧ କଲେ ଗ୍ରାମବାସୀ । ତଦନ୍ତ କରିବାକୁ ଆସି ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହେଲେ ତଦନ୍ତକାରୀ ଟିମ୍ । ଫନି ସହାୟତାରେ ରାଶି ପ୍ରଦାନରେ ଅନିମିତତା ଅଭିଯୋଗ କରି ତଦନ୍ତକାରୀ ଟିମକୁ ଘେରିଲେ ଗ୍ରାମବାସୀ । କଟକ ସାଲେପୁର ବ୍ଲକ୍ କଟରପା ପଞ୍ଚାୟତରେ…

ମନ୍ତ୍ରୀ କହିଲେ, ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ଆତ୍ମହତ୍ୟା କରିଛନ୍ତି ସ୍ମିତାରାଣୀ । ବିଜେପି କହିଲା, ତାହେଲେ ସିବିଆଇ…

କନକ ବ୍ୟୁରୋ : ବିଧାନସଭାରେ ଥମୁନି ସ୍ମିତାରାଣୀ ଝଡ଼ । ଦ୍ୱିତୀୟ ଦିନରେ ବି ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗରେ ଜୋରଦାର ହଟଗୋଳ କରିଛନ୍ତି ବିରୋଧୀ । କଂଗ୍ରେସ ପକ୍ଷରୁ ଆଗତ ହୋଇଥିବା ମୁଲତବୀ ପ୍ରସ୍ତାବ ଉପରେ ଉତ୍ତର ରଖିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ମନ୍ତ୍ରୀ କହିଛନ୍ତି,…

ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା କେଜିଏ ସୁନା ପାଉଡର । କେରଳର ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି କଷ୍ଟମ ବିଭାଗ

କନକ ବ୍ୟୁରୋ: ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ୧ କେଜି ସୁନା ଡଷ୍ଟ ଜବତ କରିଛି କଷ୍ଟମ ବିଭାଗ । ଆଉ ଜବତ ହୋଇଥିବା ସୁନା ପାଉଡରର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏହି ଘଟଣାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି କଷ୍ଟମ ବିଭାଗ । ସୂଚନା ଅନୁଯାୟୀ,…