Daily Archives

November 13, 2019

ରାଷ୍ଟ୍ରପତି ଶାସନ ଲାଗୁ ନେଇ ମୁହଁ ଖୋଲିଲେ ଅମିତ ଶାହା । କହିଲେ, ୨ ଦିନ ମାଗୁଥିଲ, ଏବେ ୬ ମାସ ସମୟ ଅଛି । ବହୁମତ ଅଛି…

କନକ ବ୍ୟୁରୋ : ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ଏନସିପି-କଂଗ୍ରେସ-ଶିବସେନା ପକ୍ଷରୁ ଜୋରଦାର ବିରୋଧ କରାଯାଇଛି । ଆଉ ଏହାଭିତରେ ରାଷ୍ଟ୍ରପତି ଶାସନକୁ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ରାଜ୍ୟପାଳଙ୍କ ନିଷ୍ପତିକୁ ନେଇ ଉଠିଥିବା ପ୍ରଶ୍ନର ସିଧାସିଧା…

ଗିରଫ ହେଲେ ନକଲି ଡାକ୍ତର । ସାଢେ ୩ ବର୍ଷ ହେବ ଲୋକଙ୍କ ଆଖିରେ ଧୂଳି ଦେଇ ଆସୁଥିଲେ, ଲାଗିଲା ସାଂଘାତିକ ଦଫା ।  

କନକ ବ୍ୟୁରୋ : ଗିରଫ ହେଲେ ନକଲି ଡାକ୍ତର । ସୁନ୍ଦରଗଡ ନୂଆ ଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ସାଢେ ୩ ବର୍ଷ ଧରି ଡାକ୍ତରୀ ଚିକିତ୍ସା ଯୋଗାଉଥିବା ପଦ୍ମନାଭ ମୁଖୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଡାକ୍ତର ନହେଲେ ବି ନକଲି ସାର୍ଟିଫିକେଟ ପାଖରେ ରଖି ଏହି ଡାକ୍ତର ଜଣଙ୍କ ଚିକିତ୍ସା…

ଗାଁ ଗାଁରେ ଖୋଲିବ ମଦ ଦୋକାନ ! ସରକାରଙ୍କ ଚିଠି ପରେ ଦୋକାନ ଖୋଲାକୁ ପ୍ରବଳ ବିରୋଧ । କଂଗ୍ରେସ କହିଲା, ଗାଁ ଗଣ୍ଡାରେ…

କନକ ବ୍ୟୁରୋ: ମଦକୁ ନେଇ ନିଇତି ହେଉଛି ମହାଭାରତ । ସବୁଦିନ କେଉଁଠି ନା କେଉଁଠି ମଦ ବିରୋଧରେ ଆନ୍ଦୋଳନ ତେଜୁଛି । ଦେଶୀ ହେଉ ବା ବିଦେଶୀ ମଦ ନାଁ ଶୁଣିଲେ ଚିହିଁଙ୍କି ଉଠୁଥିବା ମହିଳା ଭାଟି ଭାଙ୍ଗିବାକୁ ବି ପଛାଉ ନାହାନ୍ତି । ତେବେ ନିଶାମୁକ୍ତ ସମାଜ ଗଢିବାକୁ ଆଉ ମହାତ୍ମା ଗାନ୍ଧୀଙ୍କ…

ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ହାତରେ ପୁଣି ପଡିଲା ହାତକଡ଼ି । ଗିରଫ କଲା କଟକ ମାଲଗୋଦାମ ପୁଲିସ, ପୁରୁଣା ୱାରେଣ୍ଟ ବଳରେ…

କନକ ବ୍ୟୁରୋ : ଆଜି ଅଚାନକ କମିଶନରେଟ ପୋଲିସ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟଙ୍କୁ ଗିରଫ କରିନେଲା । କୁହାଗଲା, ଏକ ପୁରୁଣା ୱାରେଣ୍ଟ ବଳରେ ରାଜାଙ୍କୁ ଗିରଫ କରାଯାଇଛି । କିନ୍ତୁ ଅନେକ ସମୟ ପର୍ଯ୍ୟନ୍ତ ଜମା ସ୍ପଷ୍ଟ ହୋଇପାରିଲାନାହିଁ ଯେ କାହିଁକି ଏହି ପଦକ୍ଷେପ ନେଇଛି ପୋଲିସ । ଜାମିନ ପାଇ…

ପ୍ରଥମ ଦିନରୁ ଉଠିଲା ପଡିଲା ବିଧାନସଭା । ଶୀତ ଅଧିବେସନରେ ଗୃହରେ ଦେଖିବାକୁ ମିଳିଲା ବିରୋଧୀଙ୍କ ତାତି, ବାରମ୍ବାର ଗୃହ…

କନକ ବ୍ୟୁରୋ : ପ୍ରଥମରୁ ଗରମ ହେଲା ଶୀତ ଅଧିବେଶନ । ପରିସ୍ଥିତି ଏପରି ହେଲା, ଯେ ଦିନ ତମାମ ବିଧାନସଭା ବାରମ୍ବାର ମୁଲତବୀ ହେଲା । ବିରୋଧୀଙ୍କ ଦାବି ଥିଲା, ପ୍ରଶ୍ନକାଳ ବାତିଲ କର, ଏବଂ ନାରୀ ନିର୍ଯାତନା ଉପରେ ଆଲୋଚନା କର ।  କିନ୍ତୁ ବାଚସ୍ପତି ଚାହୁଁଥିଲେ, ପ୍ରଶ୍ନକାଳ ପରେ ଆଲୋଚନା ହେଉ ।…

ଯିଏ ଭଲ ଖେଳିବ ସିଏ ଜିତିବ । ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ବଡ କଥା କହିଲେ କୋହଲି ।

ଭାରତୀୟ ଟିମ୍‌ର ଅଧିନାୟକ ବିରାଟ କୋହଲି ବାଂଲାଦେଶ ବିପକ୍ଷ ଟେଷ୍ଟ ଶୃଙ୍ଖଳା ପୂର୍ବରୁ କହିଛନ୍ତି, ଟିମ୍‌ ଇନ୍ଦୋରରେ ଖେଳୁ ଅଥବା ଆଉ କେଉଁଠି ଖେଳୁ, ବିଜୟ ପ୍ରଦର୍ଶନ ବଳରେ ହିଁ ମିଳିଥାଏ। ବିରାଟ କୋହଲି ବୁଧବାର ଶୃଙ୍ଖଳା ଆରମ୍ଭର ଗୋଟିଏ ଦିନ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି,…