Daily Archives

November 13, 2019

ଅନଲାଇନରେ ସପିଂ କଲା ମାଙ୍କଡ । ମାଲିକାଣୀ ବାହାରକୁ ଯିବା ପରେ ଅନଲାଇନରେ ସପିଂ କଲା ମାଙ୍କଡ, ଦେଖନ୍ତୁ ଭିଡିଓ

ଅନଲାଇନରେ ସପିଂ କଲା ମାଙ୍କଡ । ଚୀନର ଚାଙ୍ଗହୁରେ ଘଟିଥିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଟେକ୍ନୋଲୋଜି ବିଷୟରେ କୌଣସି ଜ୍ଞାନ ରଖୁ ନ ଥିବା ମାଙ୍କଡ଼ କିଭଳି ମାଲିକାଣୀର ଫୋନ ନେଇ ଅନଲାଇନ୍ ସପିଂ କଲା, ତାହା ଏବେ ଆଲୋଚନାର ବିଷୟ ପାଲଟିଛି। ପ୍ରଥମେ ଫୋନକୁ ଅର୍ଡର…

ପୋଲିସ ବିକୁଥିଲା ଧଳାଜହର । ରାଜଧାନୀରେ ବ୍ରାଉନସୁଗାର ବିକୁଥିଲେ କନେଷ୍ଟବଳ, ଉଠାଇନେଲା ସ୍ପେଶାଲ ସ୍କ୍ୱାର୍ଡ ।

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ନିଶା କାରବାର ବଢ଼ିବାରେ ଲାଗିଛି। ନୟାପଲ୍ଲୀ ଥାନା ଅଞ୍ଚଳରେ ବୁଧବାର ବ୍ରାଉନସୁଗାର ବିକ୍ରି କରୁଥିବା ବେଳେ ଜଣେ କନଷ୍ଟେବଳ ଜେ. ଭରିମଲ୍ଲ ଧରାପଡ଼ିଛନ୍ତି। ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ସ୍ପେଶାଲ ସ୍କାର୍ଡ ଅତର୍କିତ ଭାବେ ଚଢ଼ାଉ…

ଆମୋନିଆ ଗ୍ୟାସ ଲିକ୍ ହୋଇ ୬୦ରୁ ଅଧିକ ଅସୁସ୍ଥ । ସୋର ପଣପଣା ଚିଙ୍ଗୁଡି ପ୍ଲାଣ୍ଟରେ ଅଘଟଣ

କନକ ବ୍ୟୁରୋ: ଗ୍ୟାସ ଲିକ ହୋଇ ୬୦ରୁ ଅଧିକ ଅସୁସ୍ଥ । ଚିଙ୍ଗୁଡି ପ୍ଲାଣ୍ଟରୁ ଗ୍ୟାସ ଲିକ ହୋଇ ଶ୍ରମିକ ଅସୁସ୍ଥ । ସୋର ଖନ୍ତାପଡା ନିକଟସ୍ଥ ଚିଙ୍ଗୁଡି ପ୍ଲାଣ୍ଟରୁ ଗ୍ୟାସ୍ ଲିକ ହୋଇଥିବା ସୂଚନା । ତେବେ ପ୍ଲାଣ୍ଟରୁ ଆମୋନିଆ ଗ୍ୟାସ ଲିକ ହେବା ପରେ ଶ୍ରମିକ ଅସୁସ୍ଥ ହୋଇପଡିଛନ୍ତି ।…

ମାଟି ତଳୁ ମହାଦେବ । ନବରଙ୍ଗପୁର ନାଗାଭୈରବ ପାହାଡରେ ମାଟି ଖୋଳୁ ଖୋଳୁ ବାହାରିଲା ଶିବ ଲିଙ୍ଗ । ପୂଜାର୍ଚ୍ଚନା ପାଇଁ…

କନକ ବ୍ୟୁରୋ: ମାଟି ଖୋଳୁ ଖୋଳୁ ବାହାରିଲେ ମହାଦେବ । ପାହାଡରେ ମାଟି ଖୋଳିବା ବେଳେ ହଠାତ ଆବିର୍ଭାବ ହେଲେ ଶିବ ଶଙ୍କର । ନବରଙ୍ଗପୁର ଉମରକୋଟ ବ୍ଲକ ନଙ୍ଗରାଡଙ୍ଗରା ଗାଁ ନାଗାଭୈରବ ପାହାଡରୁ ଶିବ ଲିଙ୍ଗ ଆବିର୍ଭାବ ହୋଇଛି । ଆଉ ମାଟି ତଳୁ ମହାଦେବ ବାହାରିବା ପରେ ପୂଜାର୍ଚ୍ଚନା ପାଇଁ…

ଜୀବନ ନେଇଯିବ ଦିଲ୍ଲୀ ପବନ! ପୁଣିଥରେ ଦିଲ୍ଲୀ-ଏନସିଆରରେ ସାଂଘାତିକ ସ୍ତରରେ ପହଞ୍ଚିଲା ପ୍ରଦୂଷଣର ମାତ୍ରା, ଆଗାମୀ ୨…

ଦିଲ୍ଲୀ ପବନରେ ବିଷ । ଦିଲ୍ଲୀ-ଏନସିଆରେ ପୁଣିଥରେ ପ୍ରଦୂଷଣର ମାତ୍ରା ସାଂଘାତିକ ସ୍ତରରେ ପହଞ୍ଚିଛି । ବାୟୁମଣ୍ଡଳରେ ପ୍ରଦୂଷଣର ସ୍ତର ବଢିବା କାରଣରୁ ଆସନ୍ତା ୨ ଦିନ ପାଇଁ ଦିଲ୍ଲୀ-ଏନସିଆରରେ ଥିବା ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଏହାପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ…