Daily Archives

November 12, 2019

କାର୍ତ୍ତିକ ପୂର୍ଣ୍ଣିମାରେ ‘ସାତ ଦରିଆ ପାରେ’ କାର୍ଯ୍ୟକ୍ରମରେ ଓଡ଼ିଶାର ଐତିହ୍ୟକୁ ମନେ ପକାଇଲା ରେଡିଓ ଚକଲେଟ୍ ଟିମ୍ ।

କନକ ବ୍ୟୁରୋ : ଓଡିଶାର ଐତିହାସିକ ସ୍ମୃତିକୁ ଶ୍ରୋତାଙ୍କ ମନରେ ସତେଜ ରଖିବା ପାଇଁ ରେଡିଓ ଚକଲେଟ୍ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ପାଳନ କରିଛି କାର୍ଯ୍ୟକ୍ରମ ‘ସାତ ଦରିଆ ପାରେ’ । କାର୍ତ୍ତିକ ପୂର୍ଣିମା ଉପଲକ୍ଷେ ରେଡିଓ ଚକଲେଟ୍ର ଏହି ଐତିହାସିକ ତଥା ଧର୍ମ ଭିତ୍ତିକ କାର୍ଯ୍ୟକ୍ରମକୁ ତା’ର…

ଚମକିଲେ ଚହର । ସ୍ଥାପନ କଲେ ନୂଆ କୀର୍ତ୍ତିମାନ, ଗୋଟିଏ ଦିନର ବିରତି ପରେ ପୁଣି କଲେ ହ୍ୟାଟ୍ରିକ ।

କନକ ବ୍ୟୁରୋ : କୀର୍ତିମାନ ସ୍ଥାପନ କରିଛନ୍ତି ଚହର । ବାଂଲାଦେଶ ବିପକ୍ଷ ନିର୍ଣ୍ଣାୟକ ଟି ଟ୍ୱେଂଟିରେ ପ୍ରଥମ ପୁରୁଷ ଭାରତୀୟ କ୍ରିକେଟର ଭାବେ ଟି ଟ୍ୱେଂଟିରେ ହ୍ୟାଟ୍ରିକ ୱିକେଟ ନେଇଥିବା ଦୀପକ ଚହର ଆଜି ପୁଣି କମାଲ ଦେଖାଇଛନ୍ତି । ସେ ଦିନକ ବିରତି ପରେ ପୁଣିଥରେ ଟି ଟ୍ୱେଂଟି କ୍ରିକେଟରେ…

ଐତିହାସିକ କଟକ ବାଲିଯାତ୍ରା ଉଦଘାଟିତ । ଏଥର ଦର୍ଶକଙ୍କୁ ଝୁମାଇବେ ବଲିଉଡ ସିଙ୍ଗର

କନକ ବ୍ୟୁରୋ : ଉତ୍କଳର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାର ସ୍ମୃତି, ଐତିହ୍ୟ ଓ ପରମ୍ପରାର ପ୍ରତୀକ କଟକର ଐତିହାସିକ ବାଲିଯାତ୍ରା ମଙ୍ଗଳବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି। ମହାନଦୀ ପଠାରେ ଆୟୋଜିତ ଯାତ୍ରାକୁ ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ଉଦଘାଟନ କରିଛନ୍ତି। ଆଠ ଦିନ…

ବୈଜ୍ଞାନିକଙ୍କ ଭଲ ପାଇବା । ନୂଆ ପ୍ରଜାତି ବୁଢିଆଣୀର ନାଁ ରଖିଲେ ସଚିନ୍ ତେନ୍ଦୁଲକର ।

କ୍ରିକେଟର ସଚିନ୍‌ ତେନ୍ଦୁଲକରଙ୍କୁ ତାଙ୍କ ପ୍ରଶଂସକମାନେ ବିଭିନ୍ନ ପ୍ରକାର ନାମରେ ଡାକି ଥାଆନ୍ତି। ଏଥିସହିତ ସଚିନ୍‌ଙ୍କ ପ୍ରଶଂସକ ଶରୀରରେ ସଚିନ୍‌ଙ୍କ ନାମରେ ଟାଟୁ ଖୋଦେଇ କରିବା ସହିତ ପୋଷାକରେ ତାଙ୍କ ଚିତ୍ର ଆଙ୍କି ଥିବାର ଅନେକ ସମୟରେ ଦେଖିବାକୁ ମିଳିଛି। ସମ୍ପ୍ରତି ସଚିନ୍‌…

ମହାରାଷ୍ଟ୍ର ମହାନାଟକ । କଂଗ୍ରେସ ହାତରେ ରହିଛି ସରକାର ଗଢିବା ଚାବିକାଠି ।

କନକ ବ୍ୟୁରୋ : ମହାରାଷ୍ଟ୍ରରେ ସରକାର ଗଠନ ନେଇ କଂଗ୍ରେସ ଯେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ଏହା ଥିଲା ଦଳର କଳ୍ପନା ବାହାରେ । ଯେଉଁଥିପାଇଁ ଦଳ କୌଣସି ନିଷ୍ପତି ନେଇପାରିନଥିଲା ଏବଂ ଦ୍ୱନ୍ଦ୍ୱ ବଢିବାରେ ଲାଗିଲା । ଶେଷରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେଲା । ମହାରାଷ୍ଟ୍ରରେ…

ସାଢେ ୩ ବର୍ଷ ହେଲା ନୂଆ ଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ଚିକିତ୍ସା କରୁଥିଲେ ନକଲି ଡାକ୍ତର । ଖବର ପ୍ରସାରଣ ପରେ…

କନକ ବ୍ୟୁରୋ : ସୁନ୍ଦରଗଡ ନୂଆ ଗାଁ ଡାକ୍ତରଖାନାରେ କାମ କରୁଥିବା ନକଲି ଡାକ୍ତରଙ୍କ ବିରୋଧରେ ତଦନ୍ତ କରାଯାଇ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଦେଇଛନ୍ତି ସିଡିଏମଓ । ସେ କହିଛନ୍ତି ଏହି ନକଲି ଡାକ୍ତରଙ୍କ ବିରୋଧରେ ସବିଶେଷ ପ୍ରମାଣକୁ ଅପେକ୍ଷା…