Daily Archives

November 12, 2019

ଗୁରୁ-ଶିଷ୍ୟର ପବିତ୍ର ସର୍ମ୍ପକରେ କଳଙ୍କ । ଅଭଦ୍ରାମୀର ସୀମା ଟପିଲେ ଛାତ୍ର, ଶିକ୍ଷୟତ୍ରୀଙ୍କୁ ଚେୟାରରେ ପିଟିଲେ ।…

ଛାତ୍ରଛାତ୍ରୀଙ୍କ ପ୍ରତି ଶିକ୍ଷକ-ଶିକ୍ଷୟତ୍ରୀ ନିର୍ୟାତନା ଦେଉଥିବାର ଖବର ଆପଣ ଅନେକ ଥର ପଢ଼ିଥିବେ । କିନ୍ତୁ ଏବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକି ଗୁରୁ-ଶିଷ୍ୟର ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି । କାରଣ କିଛି ଛାତ୍ର ନିଜର ଔଦ୍ଧତ୍ୟ ଯୋଗୁଁ ଶିକ୍ଷୟତ୍ରୀଙ୍କୁ ମାଡ ମାରିବାକୁ…

ପାକିସ୍ତାନକୁ ଶିଖ୍ ମାନଙ୍କ ଚେତାବନୀ । କର୍ତ୍ତାରପୁର ଖୋଲିଲ ଧନ୍ୟବାଦ, କିନ୍ତୁ ଭାରତ ବିରୋଧୀ ଖେଳ ଚଳିବ ନାହିଁ ।

କର୍ତ୍ତାରପୁର କରିଡର ଖୋଲିବା ପରେ ପାକିସ୍ତାନ ଭାରତରୁ ଯାଉଥିବା ଶିଖ ତୀର୍ଥଯାତ୍ରୀଙ୍କ ମଧ୍ୟରେ ଭାରତ ବିରୋଧୀ ପ୍ରଚାର କରିବାକୁ ଉଦ୍ୟମ କରୁଛି । କିନ୍ତୁ ଏହାର କଡା ଜବାବ ଦେଇଛନ୍ତି ଶିଖ ତୀର୍ଥଯାତ୍ରୀ । ଆମେ ଏଠାକୁ ତୀର୍ଥ ଯାତ୍ରାରେ ଆସିଛୁ, କିନ୍ତୁ ଭାରତ ବିରୋଧରେ କୌଣସି ଅପପ୍ରଚାର କଲେ…

ବିଜେପି ବନାମ ଶିବସେନା । କାଲିଯାଏଁ ଏକାଠି ଖଣ୍ଡା ଉଠାଉଥିଲେ, ଏବେ ପରସ୍ପର ବିରୋଧରେ ଚାଲିଛି ଶବ୍ଦର ତୀର । କ୍ଷମତା…

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଗୋଟିଏ ମେଂଟ, ଯାହା ହିନ୍ଦୁତ୍ୱ ବିଚାରଧାରାରେ ଆକାର ନେଇଥିଲା । ୨୦୧୪ ବେଳକୁ ତାହା ଭାଙ୍ଗି ଯାଇଥିଲା କ୍ଷମତାର ସଂଘର୍ଷରେ । ସଂପର୍କ ଥରେ ତୁଟିଯିବା ପରେ ତାକୁ ପୁଣି ଯୋଡିବା, ଧରି ରଖିବା ଓ ସାଙ୍ଗରେ ବୋହିବା କେତେ କଷ୍ଟ, ତାହା ୨୦୧୯ ମହାରାଷ୍ଟ୍ର ବିଧାନସଭା…

୨ ଦିନିଆ ୟୁଏଇ ଗସ୍ତରେ ଭିତୋଲ ଗ୍ରୁପର ମୁଖ୍ୟ ଓ ଓପେକର ସାଧାରଣ ସଚିବଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

କନକ ବ୍ୟୁରୋ : ଦୁଇ ଦିନିଆ ୟୁଏଇ ଗସ୍ତରେ ଯାଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୈଳ ଓ ଗ୍ୟାସ୍ କ୍ଷେତ୍ରରେ ପୁଞ୍ଜିନିବେଶ କରି ଭାରତର ବିକାଶ ଯାତ୍ରାରେ ସାମିଲ ହେବାକୁ ଭିତୋଲ ଗ୍ରୁପ କମ୍ପାନିକୁ ନିମନ୍ତ୍ରଣ କରିଛନ୍ତି । ୟୁଏଇ ଗସ୍ତର ଅନ୍ତିମ ଦିନରେ ଭିତୋଲ ଗ୍ରୁପର ମୁଖ୍ୟ ମାଇକ୍…

ସିଦ୍ଧୁଙ୍କୁ ଆମ ସିଦ୍ଧୁ ବୋଲି ସମ୍ବୋଧନ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ । ଭାଇରାଲ ହେଲା କର୍ତାରପୁର କରିଡର ଉଦଘାଟନ୍…

କନକ ବ୍ୟୁରୋ : ଗତ ଶନିବାର ଦିନ କର୍ତାରପୁର କରିଡର ଉଦଘାଟନରେ ସାମିଲ ହୋଇଥିଲେ ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ । ଏଥିରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବି ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ ସମୟରେ ଇମ୍ରାନ ଖାନ୍, ସିଦ୍ଧୁଙ୍କ ବିଷୟରେ ପଚାରୁଥିବାର…