Daily Archives

November 11, 2019

ମାଲକାନଗିରିର କାଲିମେଳାରେ କେମିତି ହେଲା ୬ଶିଶୁଙ୍କ ମୃତ୍ୟୁ? ସ୍ଥିତି ଅନୁଧ୍ୟାନ କଲେ ଡାକ୍ତରୀ ଟିମ୍, ସିଡିଏମଓ…

କନକ ବ୍ୟୁରୋ : ମାଲକାନଗିରିରେ ମୃତ୍ୟୁର ତାଣ୍ଡବ । ଛଅ ଛଅ ଜଣ ଶିଶୁଙ୍କ ମୃତ୍ୟୁ ଓଡିଶାର ଏହି ଉପାନ୍ତ ଇଲାକାରେ ବଡ ପ୍ରଶ୍ନ ସୃଷ୍ଟି କରିଛି । ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ ସିଡିଏମଓ କହିଛନ୍ତି, ଜନ୍ମ ବେଳେ କମ ଓଜନ ପାଇଁ ସେମାନଙ୍କର ମୃତ୍ୟୁ ହୋଇଛି । ପ୍ରଶ୍ନ ଉଠୁଛି, ଓଡିଶାର ଏହି…

ଶିବସେନାକୁ ଝଟକା ଦେଲେ ରାଜ୍ୟପାଳ । ସରକାର ଗଠନ କରିବାକୁ ଶିବସେନାକୁ ଅଧିକ ସମୟ ଦେବାକୁ ସିଧାସିଧା ମନା କଲେ,…

କନକ ବ୍ୟୁରୋ : ସମୟ ଗଡି ଚାଲିଛି, କିନ୍ତୁ ମହାରାଷ୍ଟ୍ରକୁ ନେଇ ହେଉଥିବା ଚର୍ଚ୍ଚା ଫର୍ଚ୍ଚା ହେଉନାହିଁ । ମହାରାଷ୍ଟ୍ରରେ ସରକାର ଗଠନ ନେଇ ଏବେ ମଧ୍ୟ ସସପେନ୍ସ ଲାଗି ରହିଛି । ଗୋଟିଏ ପଟେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାକୁ ଶିବସେନା ଦାବି କରିଥିବା ବେଳେ ଅନ୍ୟପଟେ କଂଗ୍ରେସ ଏଯାଏଁ…

‘ବୁଲବୁଲ’ ପାଇଁ ବଡ଼ ପ୍ୟାକେଜ୍: ସ୍ଥିତି ସମୀକ୍ଷା ପରେ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ୧୮ ସୁଦ୍ଧା ରିପୋର୍ଟ, ୨୪…

କନକ ବ୍ୟୁରୋ: ବାତ୍ୟା ‘ବୁଲବୁଲ’ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍ ଘୋଷଣା । ଆକାଶମାର୍ଗରୁ ସ୍ଥିତି ପରିଖିବା ପରେ ଲୋକସେବା ଭବନରେ ବାତ୍ୟା ‘ବୁଲବୁଲ’ ସମୀକ୍ଷା କରି ପ୍ରଭାବିତ ଜିଲ୍ଲା ପାଇଁ ପ୍ୟାକେଜ୍ ଘୋଷଣା କରିଛନ୍ତି ନବୀନ । ଏହି ପ୍ୟାକେଜ୍ ମୁତାବକ, ଅଣ-ଜଳସେଚିତ ଜମି ପାଇଁ…

ସୁରଜଙ୍କ ସ୍ମୃତିରେ ‘ସୁରଜ ପୁରସ୍କାର’: ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କୁ ମିଳିବ ପୁରସ୍କାର । ଘୋଷଣା କଲେ…

କନକ ବ୍ୟୁରୋ: ସୁରଟରେ ଅଙ୍ଗଦାନ କରି ଅମର ହୋଇଥିବା ଓଡିଆ ପୁଅ ସୁରଜଙ୍କ ନାଁରେ ଦିଆଯିବ ପୁରସ୍କାର । ଆଗାମୀ ଦିନରେ ରାଜ୍ୟରେ ସ୍ୱଇଚ୍ଛାରେ ଅଙ୍ଗଦାନ କରୁଥିବା ବ୍ୟକ୍ତି ଓ ସଂସ୍ଥାକୁ ମିଳିବ ‘ସୁରଜ ପୁରସ୍କାର’ । ସୁରଜଙ୍କ ସ୍ମୃତିରେ ଏହି ପୁରସ୍କାର ଦିଆଯିବାକୁ ଘୋଷଣା କରିଛନ୍ତି…

ମହାରାଷ୍ଟ୍ର ମହାନାଟକରେ ପଡିପାରେ ଯବନିକା, ସରକାର ଗଢିପାରେ ଶିବସେନା । ଏନସିପି-କଂଗ୍ରେସ ସହ ଡିଲ୍ ଫାଇନାଲ, ବାହ୍ୟ…

କନକ ବ୍ୟୁରୋ : ମହାରାଷ୍ଟ୍ର ମହାନାଟକରେ ପଡିବ ପୂର୍ଣ୍ଣଚ୍ଛେଦ । ମହାରାଷ୍ଟ୍ରର ମଙ୍ଗ ଧରିପାରେ ଶିବସେନା । ଏନସିପିକୁ ସାଥୀ କରି ଓ କଂଗ୍ରେସର ବାହ୍ୟ ସମର୍ଥନରେ ମହାରାଷ୍ଟ୍ରରେ ସରକାର ଗଢିପାରେ ଶିବସେନା । ଆଉ ଏଥିପାଇଁ ୩ ଦଳ ମଧ୍ୟରେ ସହମତି ହୋଇଥିବା ଏକପ୍ରକାର ସ୍ପଷ୍ଟ ହୋଇଛି । କଂଗ୍ରେସ…

ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ । ସ୍ଥିତି ପରଖିବା ପରେ ସମୀକ୍ଷା ବୈଠକରେ…

କନକ ବ୍ୟୁରୋ :  ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଭାବିତ ଅଞ୍ଚଳର ପରିଦର୍ଶନ ପରେ ପୁନଃରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି ନବୀନ । ଲୋକସେବା ଭବନରେ ବାତ୍ୟାରେ ପ୍ରଭାବିତ ହୋଇଥିବା ୬ ଜିଲ୍ଲାପାଳଙ୍କ ସହ ଭିଡ଼ିଓ…