Daily Archives

November 11, 2019

୨୭ ବର୍ଷ ହେବ ଅନ୍ନ ସ୍ପର୍ଶ କରିନାହାନ୍ତି ବୃଦ୍ଧା । ରାମମନ୍ଦିର ଦେଖିବା ପରେ ଅନ୍ନ ସ୍ପର୍ଶ କରିବାକୁ ପଣ କରିଛନ୍ତି ୮୭…

ଭଗବାନ ରାମ ଓ ରାମଜନ୍ମଭୂମି ରାଜନୈତିକ ଦଳମାନଙ୍କ ପାଇଁ ଏକ ରାଜନୈତିକ ପ୍ରସଙ୍ଗ ହୋଇଥାଇପାରେ, କିନ୍ତୁ ଭାରତର କୋଟି କୋଟି ହିନ୍ଦୁଙ୍କ ପାଇଁ ଏହା ଆସ୍ଥା ଓ ବିଶ୍ୱାସର ପ୍ରସଙ୍ଗ । ଯେଉଁଥିପାଇଁ ଦଶନ୍ଧି ଦଶନ୍ଧି ଧରି ମନ୍ଦିର ନିର୍ମାଣକୁ ଅପେକ୍ଷା କରି ରହିଥିଲେ କୋଟି କୋଟି ହିନ୍ଦୁ ଧର୍ମର ଲୋକ…

ରାସ୍ତାରେ ସେଲଫି ନେବା ପଡିଲା ମହଙ୍ଗା । ପଛପଟୁ ଧକ୍କା ଦେଲା କାର୍, ଓଭରବ୍ରିଜ ତଳକୁ ପଡି ଚାଲିଗଲା ଦୁଇ ସାଙ୍ଗଙ୍କ…

ହାଇଦ୍ରାବାଦରେ ଥିବା ଏକ ଫ୍ଲାଏଓଭର ଘଟିଛି ଏକ ଦୁଃଖଦ ଘଟଣା। ସାଙ୍ଗ ସହ ଫ୍ଲାଏଓଭର କଡ଼ରେ ଠିଆ ହୋଇ ଦୁଇ ସାଙ୍ଗ ସେଲଫି ନେଉଥିବା ବେଳେ ହଠାତ୍ ଏକ କାର୍ ଆସି ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା। କାରଟି ଏତେ ଜୋରରେ ଧକ୍କା ଦେଇଥିଲା ଯେ, ଦୁହେଁ ଫ୍ଲାଏଓଭର ତଳକୁ ଖସି ପଡ଼ିଥିଲେ। ଏହି ଘଟଣା…

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର । କାର୍ତ୍ତିକ ପୂର୍ଣ୍ଣିମାରେ ଯାତ୍ରୀ ମାନଙ୍କ ଭିଡକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ…

ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଟ୍ରେନରେ ଯିବା ଆସିବା ସମୟରେ ଯାତ୍ରୀମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଦୁଇଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯିବ ବୋଲି ସୋମବାର ଘୋଷଣା କରାଯାଇଛି। ପୁରୀ ଠାରୁ ପଲାସା ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ। ଏହି…

ପାଣିରେ ଭାସିଯିବ ‘ପ୍ଲାଷ୍ଟିକ ନିୟମ’ ? ପରମ୍ପରା ନାଁରେ ଲୋକେ ପାଣିରେ ଭସାଇବେ ପୁଳାପୁଳା ସୋଲ ଡଙ୍ଗା

କନକ ବ୍ୟୁରୋ: ଡଙ୍ଗାରେ ଭାସିଯିବ ପ୍ଲାଷ୍ଟିକ ନିୟମ । ଧର୍ମର ଦ୍ୱାହି ଦେଇ ନିୟମକୁ ଧୋକା ଦେବେ ଲୋକେ । ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣିମା । ମାସକର ଧର୍ମକୁ ଧରି ଡଙ୍ଗା ଭସାଇବେ ଲୋକେ । ଆଉ ମନେପକାଇବେ ଓଡିଶାର ଐତିହ୍ୟ ଓ ପରମ୍ପରାର କଥା । ହେଲେ ଏହି ପରମ୍ପରା ପାଇଁ ଲୋକେ ଭୁଲିଯିବେ…

ଆହ୍ୱାନଭରା ଥିଲା ଅଯୋଧ୍ୟା ରାୟ । କଣ ପଡିବ ପ୍ରଭାବ, କେମିତି ରହିବ ସୁରକ୍ଷା ସ୍ଥିତି? କେନ୍ଦ୍ର ଗୃହ ସଚିବ ଓ ଗୁଇନ୍ଦା…

କନକ ବ୍ୟୁରୋ : ଅଯୋଧ୍ୟା ରାୟ ପୂର୍ବରୁ କଣ ଚାଲିଥିଲା ସୁପ୍ରିମକୋର୍ଟରେ । କେମିତି ବିଚାରପତିମାନେ ବ୍ୟସ୍ତ ହେଉଥିଲେ ଯେ ରାୟ ପରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେଉ । ବିଭିନ୍ନ ସୁତ୍ରରୁ ମିଳିଥିବା ଖବର ଅନୁସାରେ ମୁଖ୍ୟ ବିଚାରପତି ରଂଜନ ଗୋଗୋଇ ଏବଂ ଅନ୍ୟ ୪ଜଣ ବିଚାରପତି ଭାରତର…

ମାଲକାନଗିରି ଏଫସିଆଇ ଗୋଦାମରେ କେମିତି ଉଭାନ ହୋଇଗଲା ୨୧ଶହ କ୍ୱିଣ୍ଟାଲ ଚାଉଳ? ଅଡିଟ୍ ରିପୋର୍ଟ ପରେ ସାମ୍ନାକୁ ଆସିଲା…

କନକ ବ୍ୟୁରୋ : ଭୂତ ଖାଉଛି ପଣ୍ୟାଗାରର କ୍ୱିଣ୍ଟାଲ କ୍ୱିଣ୍ଟାଲ ଚାଉଳ । ଏଫ.ସି.ଆଇ ଗୋଦାମ ଗୁଡ଼ିକରେ ଗଚ୍ଛିତ ଚାଉଳକୁ କିଭଳି ଉଭାନ୍ ହୋଇଯାଇଛି, ତାର ତଥ୍ୟ ଆସିଛି ମାଲକାନାଗିରି ଜିଲ୍ଲାରୁ । ଖାଦ୍ୟ ସୁରକ୍ଷା, ପିଡିଏସ ଓ ବିଭିନ୍ନ ସରକାରୀ ଯୋଜନାରେ ହିତାଧିକାରୀ ମାନଙ୍କୁ ବଣ୍ଟନ ଲାଗି ଗଚ୍ଛିତ…