Daily Archives

November 10, 2019

କାମ ଦେଲାନି ଗୁଣି ଗାରେଡି: ଅନ୍ଧବିଶ୍ୱାସ ଆଗରେ ଅନ୍ଧାର ହୋଇଗଲା ବାପାମାଆଙ୍କ ଆଶା । ତୁଳସୀ ଗଛ ବଞ୍ଚିଲା ହେଲେ…

କନକ ବ୍ୟୁରୋ: ଆଉ ଉଠିବନି... ଯେତେ ଡାକିଲେ ବି ଜମା ଉଠିବନି... ମାଆର କୋହଭରା କାନ୍ଦ ତା କାନରେ ପଡିବନି କି ଛାତି ଫଟା ଚିକ୍ରାରରେ ସେ ଉଠି ବସିବନି । କାରଣ ସେ ଶୋଇ ଯାଇଛି, ନିଘୋଡ ନିଦରେ ଶୋଇଯାଇଛି । କର୍କଟ ସହ ଯୁଦ୍ଧ କରି ହାରିଯିବା ପରେ ସବୁଦିନ ପାଇଁ ଶେଷ ଶଯ୍ୟାରେ ଶୋଇପଡିଛି କୁନି…

‘ଆସ ମିଳିମିଶି ଶପଥ ନେବା, ଗଛ ଲଗାଇବା’ । ପରିବେଶକୁ ସବୁଜ ସୁନ୍ଦର ରଖିବାକୁ ରସୁଲଗଡ ଦୁର୍ଗାପୂଜା କମିଟିର ବଡ ପ୍ରୟାସ…

କନକ ବ୍ୟୁରୋ : ପରିବେଶ ଦିନକୁ ଦିନ ପ୍ରଦୂଷିତ ହେଉଥିବା ବେଳେ ଏଥିପ୍ରତି ସମସ୍ତେ ସଚେତନ ହେବା ନିହାତି ଆବଶ୍ୟକ । ଆଉ ସମାଜକୁ ସ୍ୱଚ୍ଛ ଏବଂ ସବୁଜ କରିବା ଲକ୍ଷ୍ୟ ନେଇ ଆଗେଇ ଆସିଛି ରସୁଲଗଡ ଦୁର୍ଗାପୂଜା କମିଟି । ‘ଆସ ମିଳିମିଶି ଶପଥ ନେବା, ଗଛ ଲଗାଇବା ।’ ଏଭଳି ନାରା ଦେଇ ଆଜି ରାଜଧାନୀ…

ମହାରାଷ୍ଟ୍ର ରାଜନୀତି: ଘଡ଼ିକେ ଘୋଡ଼ା ଛୁଟୁଛି, ସରକାର ଗଢ଼ିବନି ବିଜେପି, ରାଜ୍ୟପାଳଙ୍କୁ ଭେଟି ମତ ସ୍ପଷ୍ଟ କଲା…

କନକ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ନୂଆ ମୋଡ଼ । ସରକାର ଗଢ଼ିବାକୁ ମନା କଲା ବିଜେପି । ଏକୁଟିଆ ସରକାର ଗଢ଼ି ପାରିବୁନି ବୋଲି ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟି ମତ ସ୍ପଷ୍ଟ କରିଛି ମହାରାଷ୍ଟ୍ର ବିଜେପି । ଗତକାଲି ମହାରାଷ୍ଟ୍ର ରାଜ୍ୟପାଳ ବିଜେପିକୁ ସରକାର ଗଢ଼ିବାକୁ ଆମନ୍ତ୍ରଣ କରିଥିଲେ ।…

ଆଉ କିଛି ସମୟ ପରେ ଭାରତ-ବାଂଲାଦେଶ ମଧ୍ୟ କଡ଼ା ମୁକାବିଲା । ନାଗପୁରରେ ଖେଳାଯିବ ନିର୍ଣ୍ଣାୟକ ‘ଟି-୨୦’, କିଏ ହାତେଇବ…

କନକ ବ୍ୟୁରୋ: କିଏ ହାତେଇବ ଟି-ଟ୨୦ ସିରିଜ୍ । ଆଉ କିଛି ସମୟ ପରେ ମୁହାଁମୁହିଁ ହେବେ ଭାରତ ଓ ବାଂଲାଦେଶ । ଶୃଙ୍ଖଳାର ୩ୟ ତଥା ଅନ୍ତିମ ଟି-୨୦ ମ୍ୟାଚ୍ ପାଇଁ ନାଗପୁରସ୍ଥିତ ବିସିଏ ଷ୍ଟାଡିୟମରେ ହାଇଭୋଟେଜ୍ ଲଢ଼େଇ । ପ୍ରଥମ ଟ୍ୱି-୨୦ ମୁକାବିଲାରେ ବାଂଲାଦେଶ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ…

ଏମିତି ନିର୍ମାଣ ହେବ ରାମ ମନ୍ଦିର । ସାମ୍ନାକୁ ଆସିଲା ମନ୍ଦିରର ନକ୍ସା । କିଏ ଏହି ବ୍ୟକ୍ତି ? ଯିଏ ଆଙ୍କିଛନ୍ତି…

କନକ ବ୍ୟୁରୋ: ରାୟ ଆସିଲା, ରାମମନ୍ଦିର ପାଇଁ ରାସ୍ତା ଫିଟିଲା । ଗତକାଲି ସୁପ୍ରିମକୋର୍ଟରେ ବହୁପ୍ରତୀକ୍ଷିତ ଅଯୋଧ୍ୟା ମାମଲାର ଶୁଣାଣି ପରେ ଏବେ କେମିତି ଏବଂ କେଉଁ ଢ଼ାଞ୍ଚାରେ ନିର୍ମାଣ ହେବ ଏହାକୁ ନେଇ ଉତ୍କଣ୍ଠା ବଢ଼ୁଥିବାବେଳେ ଏହାର ନକ୍ସା ଚନ୍ଦ୍ରକାନ୍ତ ଭାଇ ସୋମପୁରାଙ୍କ ପାଖରେ ରହିଛି ।…

ଚୀନ ହ୍ରଦରେ ବୁଲୁଛି ବିରଳ ମାଛ । ମଣିଷର ମୁହଁ ଭଳି ଦେଖବାକୁ ମାଛର ମୁହଁ । ସୋସିଆଲ୍ ମିଡିଆରେ ଭାଇରାଲ୍

କନକ ବ୍ୟୁରୋ: ମାଛର ମୁହଁ ଦେଖବାକୁ ମଣିଷର ମୁହଁ ଭଳି । କଥାଟି ଅଡୁଆ ଲାଗୁଥିଲେ ମଧ୍ୟ ସତ । ଏବେ ସୋସିଆଲ ମିଡିଆରେ ମଣିଷ ମୁହଁ ଭଳି ମୁହଁ ଥିବା ମାଛର ଭିଡିଓ ଭାଇରାଲ ହେବାରେ ଲାଗିଛି । ପ୍ରାୟ ୩୦ ସେକେଣ୍ଡର ଭିଡିଓରେ ମାଛଟି ପାଣି ଭିତରୁ ମୁଣ୍ଡ ଟୁଙ୍ଗାରି ପାଟି ପାକୁ ପାକୁ କରୁଥିବା…