Daily Archives

November 10, 2019

ଉଦ୍ଧବ ଠାକରେ ହୋଇପାରନ୍ତି ମହାରାଷ୍ଟ୍ର ମହାରାଜା ! ସରକାର ଗଢିବାକୁ ଶିବସେନାକୁ ନିମନ୍ତ୍ରଣ ପରେ ମୁଖ୍ୟମନ୍ତ୍ରୀ ପାଇଁ…

କନକ ବ୍ୟୁରୋ: ମହାରାଷ୍ଟ୍ରରେ ସରକାର ଗଢ଼ିବାକୁ ବିଜେପି ମନା କରିଦେବା ପରେ ଦ୍ୱିତୀୟ ବୃହତମ ଦଳ ଭାବେ ଶିବସେନାକୁ ସରକାର ଗଠନ ପାଇଁ ନିମନ୍ତ୍ରଣ ଦେଇଛନ୍ତି ରାଜ୍ୟପାଳ । ଆଉ ରାଜ୍ୟପାଳ ଆମନ୍ତ୍ରଣ କରିବା ପରେ ମହାରାଷ୍ଟ୍ରର ରାଜନୀତି ଜୋରଦାର ଧରିଛି। ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା…

ବାଂଲାଦେଶକୁ ଚକମା ଦେଲେ ଚହର । ରୋମାଞ୍ଚକର ମ୍ୟାଚରେ ଦମ୍ ଦେଖାଇଲା ରୋହିତ ବାହିନୀ, ୨-୧ରେ ହାତେଇଲା ଟି-୨୦ ସିରିଜ୍ ।

କନକ ବ୍ୟୁରୋ : ନାଗପୁରରେ ନାକେଦମ୍ ହେଲା ବାଂଲାଦେଶ । ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚରେ ଦମଦାର ପ୍ରଦର୍ଶନ କଲା ଟିମ୍ ଇଣ୍ଡିଆ । ଦୀପକ ଚହରଙ୍କ ଜବରଦସ୍ତ ବୋଲିଂ ଆଗରେ ଘାଇଲା ହୋଇଛି ବାଂଲାଦେଶ । ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଯୋଗୁଁ ମହମ୍ମଦ ନଇମ (୮୧ ରନ୍‌, ୪୮ ବଲ, ୧୦ ଚୌକା, ୨ ଛକା)…

ସୋରରେ ସାଇଁ ସାଇଁ ଗଡୁଛି ଜୀବନଙ୍କ ସାଇକେଲ: ପରିବେଶକୁ ପ୍ରଦୂଷଣ ମୁକ୍ତ କରିବାକୁ ଛାତ୍ର ଜୀବନ ଜ୍ୟୋତି ତିଆରି କଲେ…

କନକ ବ୍ୟୁରୋ: ସାକାର ହେଲା ପିଲା ବେଳର ସ୍ୱପ୍ନ । ପରିବେଶକୁ ନେଇ ଦେଖିଥିବା ସ୍ୱପ୍ନକୁ ସାକାର କଲେ ଛାତ୍ର । ପରିବେଶକୁ ପ୍ରଦୂଷଣ ମୁକ୍ତ କରିବାକୁ ପିଲାଟି ବେଳରୁ ଯେଉଁ ପଣ କରିଥିଲେ ପାଠ ପଢି ତାହା କରି ଦେଖାଇଲେ ଜୀବନ  । ବ୍ୟାଟେରୀ ଚାଳିତ ସାଇକେଲ ନିର୍ମାଣ କରି ଏବେ ସାରା ବାଲେଶ୍ୱର…

ମହାରାଷ୍ଟ୍ର ମହାନାଟକ: ହାତ ଟେକିଦେଲା ବିଜେପି, ସରକାର ଗଢିବାକୁ ଶିବସେନାକୁ ଆମନ୍ତ୍ରଣ କଲେ ରାଜ୍ୟପାଳ

କନକ ବ୍ୟୁରୋ: ଗତ ଦୁଇ ସପ୍ତାହ ଧରି ମହାରାଷ୍ଟ୍ରରେ ସରକାର ଗଠନ ନେଇ ଶିବସେନା ଓ ବିଜେପି ମଧ୍ୟରେ ଛକାପଞ୍ଝା ଚାଲିଛି । ତେବେ ଏହି ଛକାପଞ୍ଝା ମଧ୍ୟରେ ମହାରାଷ୍ଟ୍ର ମହାନାଟକରେ ନୂଆ ମୋଡ ଦେଇଛି ବିଜେପି । ମହାରାଷ୍ଟ୍ରରେ ବିଜେପି ସରକାର ଗଢିବନି ବୋଲି ହାତ ଟେକି ଦେଇଛି । ଏନେଇ ରାଜ୍ୟପାଳଙ୍କୁ…

ଲୋକସେବା ଭବନରେ ‘ବୁଲବୁଲ୍’ ସମୀକ୍ଷା । ବାତ୍ୟାରେ ବେହାଲ ହୋଇଛି ୬ଟି ଜିଲ୍ଲା, ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ବିଦ୍ୟୁତ୍…

କନକ ବ୍ୟୁରୋ: ସାମୁଦ୍ରିକ ବାତ୍ୟା ‘ବୁଲବୁଲ’ର ପରବର୍ତ୍ତୀ ସ୍ଥିତି ନେଇ ଲୋକସେବା ଭବନରେ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ । ରାଜ୍ୟର ୬ଟି ଜିଲ୍ଲା ବାତ୍ୟା ‘ବୁଲବୁଲ୍’ରେ ପ୍ରଭାବିତ ହୋଇଛି । ଏହି ଜିଲ୍ଲା ଗୁଡ଼ିକରେ ରହିଛି- ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା,…