Daily Archives

November 9, 2019

ଆକାଶେ କି ରଙ୍ଗ ଲାଗିଲା… ‘ବୁଲବୁଲ’ ପାଇଁ ବଦଳିଗଲା ସାରା ଆକାଶର ରଙ୍ଗ । ଆଙ୍କି ହୋଇଗଲା ଗୋଲାପୀ ଗୋଲାପୀ ଚିତ୍ର

କନକ ବ୍ୟୁରୋ: ପ୍ରେମର ରଙ୍ଗ ଗୋଲାପି... ପୀରତିର ରଙ୍ଗ ଗୋଲାପି । ଗୋଲାପି ଗୋଟେ ଆକର୍ଷଣର ନାଁ, ନିଜ ମନର କଥାକୁ ଅନ୍ୟକୁ କହିବାର ଏକ ସୁନ୍ଦର ବାହାନା । ଗୋଲାପି ଫଗୁଣରେ ଖୋଜାପଡେ, ଶ୍ରାବଣରେ ବି ଖୋଜାପଡେ... ଶୀତୁଆ ସଞ୍ଜର ଚାଦର ଘୋଡା ଆକାଶ ବି କେବେ କେବେ ଗୋଲାପି ଗୋଲାପି ଦିଶେ । ଏଇ…

ସ୍ଥଳଭାଗ ଛୁଇଁଲା ‘ବୁଲବୁଲ୍’ । ପଶ୍ଚିମବଙ୍ଗ ଗଙ୍ଗେୟ ଡେଲଟାରେ କଲା ଲ୍ୟାଣ୍ଡଫଲ୍, ୧୫୦ରୁ ୧୬୦ କିଲୋମିଟର ବେଗରେ ବହୁଛି…

କନକ ବ୍ୟୁରୋ : ଅତି ଭୀଷଣ ସାମୁଦ୍ରିକ ବାତ୍ୟା ବୁଲବୁଲର ଲ୍ୟାଣ୍ଡଫଲ ବା ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ପଶ୍ଚିମବଙ୍ଗର ଗଙ୍ଗେୟ ଡେଲଟା ନିକଟରେ ଏହାର ଲ୍ୟାଣ୍ଡଫଲ ଆରମ୍ଭ ହୋଇଛି । ଏହାର ବାହାର ଭାଗ ସ୍ଥଳଭାଗ ଛୁଇଁବା ଆରମ୍ଭ କରିଛି ଓ ଏହାର କେନ୍ଦ୍ରସ୍ଥଳ ବା ଆଇ ସ୍ଥଳଭାଗ…

ଦିଲ୍ଲୀରେ ଉଠିଲା ‘5-T’ କଥା: କେନ୍ଦ୍ରୀୟ ଯୋଜନା ଓ ବକେୟା ପାଣ୍ଠି ନେଇ ମୁଖ୍ୟମନ୍ତ୍ରୀ କଲେ ସମୀକ୍ଷା ।

କନକ ବ୍ୟୁରୋ: ଦିଲ୍ଲୀରେ ‘ପାଇଭ୍-ଟି’ ସମୀକ୍ଷା । ବିଭିନ୍ନ କେନ୍ଦ୍ରୀୟ ଅନୁଦିତ ଯୋଜନା (ସିଏସଏସ୍) ଏବଂ କେନ୍ଦ୍ରୀୟ ପାଣ୍ଠିର ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀ ଓଡ଼ିଶା ଭବନ ଠାରେ ହୋଇଥିବା ବୈଠକରେ ‘ଫାଇଭ୍-ଟି’କୁ ଗୁରୁତ୍ୱ ଦେଇ କେନ୍ଦ୍ରର…

ଟିମ୍ ଇଣ୍ଡିଆକୁ ଅଡୁଆ ରିସଭ ପନ୍ତ ! ଚିନ୍ତା ବଢାଉଛି ଖରାପ ପ୍ରଦର୍ଶନ, ସେପଟେ ମିଳିଲା କ୍ୟାପଟେନଙ୍କ ସମର୍ଥନ, ରୋହିତ…

କନକ ବ୍ୟୁରୋ : ଟିମ୍ ଇଣ୍ଡିଆକୁ ଘାରିଲାଣି ରିଷଭ ପନ୍ତଙ୍କ ଚିନ୍ତା । ଆଗକୁ କଣ ହେବ ତାଙ୍କର ଭାଗ୍ୟ । ବାଂଲାଦେଶ ବିପକ୍ଷ ଟି ୨୦ ସିରିଜରେ ପନ୍ତଙ୍କ ଦୁର୍ବଳ ପ୍ରଦର୍ଶନ କ୍ୟାପଟେନଙ୍କ ଚିନ୍ତା ବଢାଇ ଦେଇଛି । ଏପରି ସ୍ଥିତିରେ ଆଗକୁ ପନ୍ତ ଟିମରେ ରହିବେ ନା ନାହିଁ ତାକୁ ନେଇ ଜୋର ଧରିଲାଣି…

ଭକ୍ତ-ଭଗବାନଙ୍କ ନିଆରା କାହାଣୀ । ଶ୍ରୀମନ୍ଦିରକୁ ନିଜ ଉପାର୍ଜିତ ସବୁ ଟଙ୍କା ଦାନ କରି ଦେଲେ ଡାଳିମ୍ବ ସାହୁ । କହିଲେ,…

କନକ ବ୍ୟୁରୋ : ସବୁ ତ ଭଗବାନଙ୍କର, କଣ ବା ନିଜର ? ମହାପ୍ରଭୁଙ୍କ ପାଦ ତଳେ ସବୁ କିଛି ଅଜାଡି ଦେଇ ଯେମିତି ଆତ୍ମହରା ହୋଇ ପଡୁଛନ୍ତି ଏହି ମହିଳା ଜଣକ । ଏ ହେଉଛନ୍ତି ଡାଳିମ୍ବ ସାହୁ । ଆନ୍ଧ୍ର ପ୍ରଦେଶର ବଇରିବଙ୍କା ଗାଁରେ ଉଠା ଦୋକାନଟିଏ କରି ଜୀବନ ଅତିବାହିତ କରୁଛନ୍ତି ବୃଦ୍ଧା ଜଣକ । ନିଜ…