Daily Archives

November 8, 2019

ସମୟ ଗଡୁଛି, ସ୍ଥାନାନ୍ତର ଚାଲିଛି: ‘ବୁଲବୁଲ’ ନୁହେଁ ଓଡିଶା ଛାତିରେ ବର୍ଷାର ଛନକା । ପବନ ବଢିବା ପୂର୍ବରୁ ପ୍ରଶାସନର…

କନକ ବ୍ୟୁରୋ: ବାତ୍ୟା ‘ବୁଲବୁଲ’ ମୁକାବିଲା ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ବାତ୍ୟା ଯେତେ ଯେତେ ସକ୍ରିୟ ହୋଇ ପଶ୍ଚିମବଙ୍ଗ ଆଡକୁ ମୁହାଁଉଛି ଓଡିଶାର ଏହାର ପ୍ରଭାବ ସେତେ ସେତେ ପଡୁଛି । ତେବେ ୯ ତାରିଖ ମଧ୍ୟରାତ୍ରୀରେ ସୁନ୍ଦରବନରେ ବୁଲବୁଲ ଲ୍ୟାଣ୍ଡପଲ କରିବାକୁ ଥିବା ବେଳେ ଏହା…

ଅଯୋଧ୍ୟା ଆଉ ଅଳ୍ପ ବାଟ: କାଲି ସକାଳ ସାଢ଼େ ୧୦ଟାରେ ସୁପ୍ରିମକୋର୍ଟ କରିବେ ଅଯୋଧ୍ୟା ଶୁଣାଣି, ରାୟ ପୂର୍ବରୁ ସାରା…

କନକ ବ୍ୟୁରୋ : ରାତି ପାହିଲେ ଆସିବ ଅଯୋଧ୍ୟା ରାୟ । ବହୁ ପ୍ରତୀକ୍ଷିତ ଅଯୋଧ୍ୟା ବିବାଦର ରାୟ ଆସନ୍ତାକାଲି ଆସିବ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇଙ୍କ ସହ ୫ ଜଣିଆ ଖଣ୍ଡପୀଠ ଶୁଣାଣି କରିବେ । ଆଉ ରାୟ ପୂର୍ବରୁ କୌଣସି ଅପ୍ରିତୀକର ପରିସ୍ଥିତିକୁ ଏଡ଼ାଇବା ପାଇଁ କେନ୍ଦ୍ର…

‘ବୁଲବୁଲ’ ପାଇଁ ବିଦ୍ୟାଳୟରେ ରହିବେ ଶିକ୍ଷକ । ଚାବି ଧରି ସମସ୍ତ ଶିକ୍ଷକ ରହିବାକୁ ଖୋର୍ଦ୍ଧା ଡିଇଓଙ୍କୁ ଜିଲ୍ଲାପାଳଙ୍କ…

କନକ ବ୍ୟୁରୋ: ବାତ୍ୟା ବୁଲବୁଲ ପାଇଁ ସାରା ରାଜ୍ୟ ପ୍ରସ୍ତୁତ ଥିବା ବେଳେ ଏହାର ମୁକାବିଲା ପାଇଁ ବିଭିନ୍ନ ଜିଲ୍ଲାର ପ୍ରଶାସନ ସଜାଗ ରହିଛନ୍ତି । ଓଡିଶାକୁ ବାତ୍ୟା ଭୟ ନଥିବା ବେଳେ ବର୍ଷା, ପବନର ଭୟ ସାଙ୍ଘାତିକ ଘାରିଛି । ବର୍ଷା ପାଇଁ ସତର୍କ କରାଯାଇଥିବା ଜିଲ୍ଲାମାନେ ସମ୍ପୂର୍ଣ୍ଣ…

ମଝି ଆକାଶରେ ବିମାନରେ ନିଆଁ: ଭୁବନେଶ୍ୱରରୁ ମୁମ୍ବାଇ ଉଡ଼ାଣ ଭରିଥିବା ଏୟାର ଇଣ୍ଡିଆ ବିମାନରେ ଲାଗିଲା ନିଆଁ, ଅଳ୍ପକେ…

କନକ ବ୍ୟୁରୋ: ଏୟାର ଇଣ୍ଡିଆ ବିମାନରେ ନିଆଁ । ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ନିଆଁ ଲାଗିବାରୁ ରାୟପୁରରେ ଜରୁରୀ ଅବତରଣ କରାଯାଇଛି । ତେବେ ବିମାନରେ ଯାତ୍ରା କରୁଥିବା ୮୯ ଜଣ ଯାତ୍ରୀଙ୍କ ସମେତ କ୍ର୍ୟୁ ମେମ୍ବର ସୁରକ୍ଷିତ ଅଛନ୍ତି । ଏନେଇ ସୂଚନା ଦେଇଛନ୍ତି…

ହନିଟ୍ରାପରେ ଓଡିଆ ଯବାନ: ଦେଶର ଗୁପ୍ତ ତଥ୍ୟ ଲିକ୍ କରିବା ଅଭିଯୋଗରେ ଗଂଜାମ ଜିଲ୍ଲା ଆଙ୍କରୋଡା ଗାଁର ବିଚିତ୍ର ବେହେରା…

କନକ ବ୍ୟୁରୋ :ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଦେଶର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇ ଗିରଫ ହେଲେ ଓଡିଆ ଯବାନ ବିଚିତ୍ର ବେହେରା । ମଙ୍ଗଳବାର ରାଜସ୍ଥାନର ଯୋଧପୁର ରେଲୱେ ଷ୍ଟେସନରୁ ବିଚିତ୍ରଙ୍କୁ ଗିରଫ କରିଛି ପୋଲିସ । ବିଚିତ୍ରଙ୍କ ନାଁରେ ଅଭିଯୋଗ ହେଲା, ଦେଶର ତଥ୍ୟ ଚୋରି କରିବା ସହିତ…

ଦେବେନ୍ଦ୍ରଙ୍କ ଇସ୍ତଫା ପରେ ମଧ୍ୟ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ରହିଛି ଦୁଇଟି ବିକଳ୍ପ ବ୍ୟବସ୍ଥା । ଜାଣନ୍ତୁ କଣ…

ମହାରାଷ୍ଟ୍ରରେ ସରକାର ଗଠନ ନେଇ ବାଟ ଫିଟୁନଥିବା ବେଳେ କାମଚଳା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଦେବେନ୍ଦ୍ର ଫଡନଭିସ୍ । ବିଧାନସଭା କାର୍ଯ୍ୟକାଳ ପୂରିବାର ଗୋଟିଏ ଦିନ ପୂର୍ବରୁ ନିଜ ପଦରୁ ଇସ୍ତଫା ଦେଇ ଫଡନବିଶ୍ ମହାରାଷ୍ଟ୍ର ଅଙ୍କକୁ ଗୋଳମାଳିଆ କରିଛନ୍ତି । କୁହାଯାଉଛି, ଫଡନବିଶ…