Daily Archives

November 7, 2019

ଭୀଷଣ ସାମୁଦ୍ରିକ ଝଡର ରୂପ ନେଲା ବାତ୍ୟା ବୁଲବୁଲ । ୨୭ କିଲୋମିଟର ବେଗରେ ମାଡି ଆସୁଛି ସ୍ଥଳଭାଗକୁ ।

କନକ ବ୍ୟୁରୋ : ଭୀଷଣ ସାମୁଦ୍ରିକ ଝଡର ରୂପ ନେଲା ବାତ୍ୟା ବୁଲବୁଲ । କାୟା ମେଲାଇ ସ୍ଥଳଭାଗ ଆଡକୁ କ୍ଷୀପ୍ର ଗତିରେ ମାଡି ଆସୁଛି ବୁଲବୁଲ । ଘଣ୍ଟାପ୍ରତି ୨୭ କିଲୋମିଟର ବେଗରେ ବାତ୍ୟା ବୁଲବୁଲ ମାଡି ଆସୁଥିବା ବେଳେ ଏହା ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶରେ ଲ୍ୟାଣ୍ଡଫଲ କରିବ ବୋଲି ଆଶଙ୍କା…

ତୁଳସୀ ଗଛରେ ସଞ୍ଜନା ଜୀବନ ! ଗୁଣିଆ କହିଛି, ଗଛ ବଞ୍ଚିଲେ ସଞ୍ଜନା ବଞ୍ଚିବ, ଗଛ ମରିଗଲେ ଜୀବନ ଦୀପ ଲିଭିଯିବ……

କନକ ବ୍ୟୁରୋ: ଘର ଅଗଣାରେ ତୁଳସୀ, ଘର ବାରଣ୍ଡାରେ ସଞ୍ଜନା । ତୁଳସୀ ବଞ୍ଚିଲେ ସଞ୍ଜନା ବଞ୍ଚିବ । ତୁଳସୀ ମରିଗଲେ ସଞ୍ଜନାର ଜୀବନ ଦୀପ ଲିଭିଯିବ । କ୍ୟାନସର ପୀଡିତା ଝିଅକୁ ବଞ୍ଚଇବାକୁ ବିଶ୍ୱାସ-ଅନ୍ଧବିଶ୍ୱାସ ମଝିରେ ଛିଡା ହୋଇଥିବା ବାପାମାଆ ଏ ତୁଳସୀ ଗଛ ଲଗାଇଛନ୍ତି । ଆଉ ଗଛକୁ ବଞ୍ଚାଇ…

ରାଜକୋଟରେ ରୋହିତ ରାଜ । ବାଂଲାଦେଶକୁ ୮ ୱିକେଟରେ ମାତ୍ ଦେଇ ଦ୍ୱିତୀୟ ଟି-୨୦ ଜିତିଲା ଟିମ୍ ଇଣ୍ଡିଆ ।

କନକ ବ୍ୟୁରୋ : ଅଧିନାୟକ ରୋହିତଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦ୍ୱିତୀୟ ଟି-୨୦ରେ ବାଂଲାଦେଶକୁ ୮ ୱିକେଟରେ ମାତ୍ ଦେଇଛି ଟିମ୍ ଇଣ୍ଡିଆ । ଆଉ ଏହି ବିଜୟ ସହ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଏବେ ୧-୧ ବରାବର ରହିଛି । ତେଣୁ ନାଗପୁରରେ ହେବାକୁ ଥିବା ଅନ୍ତିମ ମ୍ୟାଚ ଉପରେ ଏବେ ସମସ୍ତଙ୍କ ନଜର…

କଳା ହୀରାକୁ ନେଇ ଝାରସୁଗୁଡାରେ ଚାଲିଛି ଗ୍ୟାଙ୍ଗୱାର, କଥା କଥାକେ ଫୁଟୁଛି ଗୁଳି । ପୋଲିସ କହିଲା, ମୂଳପୋଛ ହେବ ଅପରାଧ…

କନକ ବ୍ୟୁରୋ : ଝାରସୁଗୁଡ଼ା ବ୍ରଜରାଜନଗରରେ ଚାଲିଛି ମାଫିଆଙ୍କ ଉତ୍ପାତ । କଥା କଥାରେ ଗୁଳି ଫୁଟୁଛି, ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ ଦେଇ ମୁଣ୍ଡ ଗଡାଇ ଚାଲିଛନ୍ତି ଅପରାଧୀ । ବ୍ରଜରାଜନଗରରେ ପଏଂଟ ବ୍ଲାଙ୍କରୁ ଗୁଳିକରି ଜଣଙ୍କୁ ହତ୍ୟା କରିବା ପରେ ସାମନାକୁ ଆସିଛି ଏହି ଗ୍ୟାଙ୍ଗୱାରର…

ବାତ୍ୟା ଆସିବନି, କିନ୍ତୁ ବର୍ଷା ଛେଚିବ । ୮ ଅପରାହ୍ନରୁ ନିର୍ଦ୍ଧୁମ ଛେଚିବ, ୧୦ ଜିଲ୍ଲାକୁ ସତର୍କ ସୂଚନା । ବୁଲବୁଲର…

କନକ ବ୍ୟୁରୋ : ବାତ୍ୟା ବୁଲବୁଲ୍ ଓଡ଼ିଶାରେ ଲ୍ୟାଣ୍ଡଫଲ୍ କରିବନି କିନ୍ତୁ ଏହାର ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଆଉ ଏଭଳି ସ୍ଥିତିର ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ହେବାକୁ…

ବୁଲବୁଲକୁ ନେଇ ବଡ ଖବର । ୯ ତାରିଖରେ ୯ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା, ସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତ…

କନକ ବ୍ୟୁରୋ : ଓଡିଶା ଉପରୁ ଟଳିଛି ବାତ୍ୟା ବିପଦ । ବାତ୍ୟା ବୁଲବୁଲ ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ଆଡକୁ ମୁହାଁଇବ । ତେବେ ଏହାର ପ୍ରଭାବରେ ଓଡିଶାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । ଆସନ୍ତାକାଲିଠାରୁ ତିନି ଦିନ ଯାଏ ଉପକୂଳ ଓ ଉତର ଓଡିଶାରେ ପ୍ରବଳ ବର୍ଷା ହେବ । ଏହି ସମୟରେ ୮୦ରୁ ୯୦…