Daily Archives

November 6, 2019

୫-ଟି ରାସ୍ତାରେ ଡାକ୍ତର ! ଅଙ୍ଗନୱାଡି ତଦାରଖ କଲେ, ପିଲାଙ୍କ ସହ ତଳେ ବସି ମଧ୍ୟାହ୍ନ ଭୋଜନ ଖାଇଲେ ।

କନକ ବ୍ୟୁରୋ : ସରକାର ଯୋଜନା ଓ କାର୍ଯ୍ୟକ୍ରମକୁ ଲୋକଙ୍କ ନିକଟରେ ପହଂଚାଇବା ସହ ସରକାରୀ କଳକୁ କ୍ରିୟାଶୀଳ କରିବା ଲାଗି ୫-ଟି ଓ ମୋ ସରକାର କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ସରକାରଙ୍କ ଏହି କାର୍ଯ୍ୟକ୍ରମ ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । ଏଥିରେ ମନ୍ତ୍ରୀ, ସଚିବ, ଜିଲ୍ଲାପାଳ,…

ରେଳ ଷ୍ଟେସନରେ ଅମ୍ବାନୀ ପରିବାରର ବୋହୂ । କାନ୍ଥକୁ ରଙ୍ଗ କଲେ ଶ୍ଲୋକା, ଭାଇରାଲ ହେଲା ଫଟୋ ।

କନକ ବ୍ୟୁରୋ : ଅମ୍ବାନୀ ପରିବାରର ବୋହୂ ଶ୍ଲୋକା ମେହ୍‌ତା ଅନେକ ସମୟରେ ବିିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ନିଜ ସ୍ୱାମୀ ଆକାଶ ଅମ୍ବାନୀଙ୍କ ସହ ତାଙ୍କର ଫଟୋ ହେଉ ବା ସେ କରୁଥିବା କାମ ପାଇଁ ତାଙ୍କୁ ନେଇ ଚର୍ଚ୍ଚା ହୋଇଥାଏ । ସେ ସେୟାର କରୁଥିବା ପ୍ରତିଟି ଫଟୋ ଆଲୋଚନାର ବିଷୟ…

ମହାରାଷ୍ଟ୍ରରେ କିଏ ଗଢିବ ସରକାର ? ନିଜ ନିଜ ବାଟରେ ଅଙ୍କ କଷୁଛନ୍ତି ସବୁ ରାଜନୈତିକ ଦଳ, ଭିନ୍ନ ଭିନ୍ନ ସମୀକରଣକୁ ନେଇ…

କନକ ବ୍ୟୁରୋ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଥିଲେ ଦୁଇଟି ମେଂଟ । ବିଜେପି-ଶିବସେନା ଏନଡିଏ ମେଂଟ ଓ ଏନସିପି-କଂଗ୍ରେସ ୟୁପିଏ ମେଂଟ । କିନ୍ତୁ ନିର୍ବାଚନ ଫଳାଫଳ ଆସିବା ପରେ ଲାଗୁଛି ୪ଟି ଯାକ ପ୍ରମୁଖ ରାଜନୈତିକ ଦଳ ନିଜ ନିଜ ବାଟରେ ଅଙ୍କ କଷୁଛନ୍ତି । ତେଣୁ ସରକାର ଗଠନ ପାଇଁ ଭିନ୍ନ…

ମହାରାଷ୍ଟ୍ରରେ ଚାଲିଛି ମହାଡ୍ରାମା । ବିରୋଧୀ ଆସନରେ ବସିବ ଏନସିପି । କେମିତି ସରକାର ଗଢିବ ଶିବସେନା ?

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଚାଲିଛି ମହାଡ୍ରାମା । ବିରୋଧୀ ଆସନରେ ବସିବ ଏନସିପି । କେମିତି ସରକାର ଗଢିବ ଶିବସେନା ? ମହାରାଷ୍ଟ୍ର ମହାନାଟକରେ ପୁଣି ଆସିଛି ନୂଆ ମୋଡ । କାରଣ ଶିବସେନାକୁ ସମର୍ଥନ କରି ଏନସିପି ସରକାରରେ ବସିବ ବୋଲି ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ଟାଣିଛନ୍ତି ପାୱାର ।…

ଧନୁଯାତ୍ରା ପୂର୍ବରୁ ବରଗଡରେ ବଢୁଛି ବିବାଦ: କିଏ ହେବ ମଥୁରାର ମହାରାଜ ? କଂସକୁ ନେଇ କଳି !

କନକ ବ୍ୟୁରୋ: ଧନୁଯାତ୍ରା ପୂର୍ବରୁ ପୁଣି ଜୋର ଧରିଲା କଂସ ଚରିତ୍ର ବିବାଦ । ଚଳିତ ବରଗଡ ଧନୁଯାତ୍ରାରେ ପୁଣିଥରେ କଂସ ଚରିତ୍ର ବଛାଯିବାକୁ ନେଇ ବିବାଦ ଉପୁଜିଛି । ବର୍ତ୍ତମାନ କଂସ ଚରିତ୍ରରେ ଅଭିନୟ କରୁଥିବା କଳାକାରଙ୍କ କାର୍ଯ୍ୟକାଳ ୩ ବର୍ଷ ଥିବା ବେଳେ ଗୋଟିଏ ବର୍ଷ ପୂର୍ବରୁ ପୁଣିଥରେ କଂସ…

ଓଡ଼ିଶା ଛୁଇଁବ ନାହିଁ ‘ବୁଲବୁଲ୍’ ! ୨୪ ଘଣ୍ଟାରେ ବାତ୍ୟାର ରୂପ ନେଇପାରେ ଗଭୀର ଅବପାତ, ଏସଆରସି କହିଲେ, ସମସ୍ତ…

କନକ ବ୍ୟୁରୋ : ବାତ୍ୟାକୁ ନେଇ ଭୟ ଧୀରେ ଧିରେ କମିବାରେ ଲାଗିଛି । ବଙ୍ଗୋପସାଗରରେ ଥିବା ଅବପାତ ଗଭୀର ଅବପାତରେ ପରିଣତ ହୋଇଛି । ଏହା ଆସନ୍ତା ୨୪ ଘଂଟା ମଧ୍ୟରେ ବାତ୍ୟାର ରୂପ ନେଇ ଉତର-ଉତରପଶ୍ଚିମ ଦିଗରେ ଗତି କରିବ । ଏହା ଫଳରେ ବାତ୍ୟା ବୁଲବୁଲର କୌଣସି ପ୍ରଭାବ ଓଡିଶା ଉପରେ ପଡିବ ନାହିଁ ।…