Daily Archives

November 5, 2019

ବାତ୍ୟା ମୁକାବିଲା ନେଇ ସାବାସୀ ଦେଲେ ଶାହା । ଏସସିଓ ଭଳି ଅର୍ନ୍ତଜାତୀୟ ମଞ୍ଚରେ ଓଡ଼ିଶାର ବାତ୍ୟା ମୁକାବିଲା ଏବଂ…

କନକ ବ୍ୟୁରୋ : ଅନେକ ଥର ଝଡ ଆସିଛି ଆଉ ଓଡିଶାର ପିଠିରେ ମାଡ କରି ଫେରି ଯାଇଛି । ଝଡ ମାଡରେ କ୍ଷତାକ୍ତ ହୋଇ ବି, ସଫଳ ମୁକାବିଲା କରି ସାରା ବିଶ୍ୱରେ ଓଡିଶା ପ୍ରଶଂସା ସାଉଁଟିଛି । ପୂର୍ବରୁ ଚାରି ଚାରିଟି ବାତ୍ୟାର ସଫଳ ମୁକାବିଲା କରିଥିବା ରାଜ୍ୟ ସରକାର ଆସୁଥିବା ସମ୍ଭାବ୍ୟ ବାତ୍ୟାକୁ ବି…

ଥାନାରେ କେମିତି ଚାଲିଛି ମୋ ସରକାର ଅଭିଯାନ । ସୂଚନା କେନ୍ଦ୍ରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ ରାଜ୍ୟ ଅପରାଧ ରେକର୍ଡ…

କନକ ବ୍ୟୁରୋ : କେମିତି ଚାଲିଛି ଫାଇଭ୍-ଟି । ଡାକ୍ତରଖାନା ଓ ଥାନା ଉପରେ ଏବେ ସରକାରଙ୍କ ନଜର । ଆଉ ପୁଲିସ ବାବୁଙ୍କ ଉପରେ ଫାଇଭ-ଟିର ଖଣ୍ଡା ଝୁଲୁଛି । ଥାନାକୁ ଆସୁଥିବା ଲୋକଙ୍କ ମତାମତ ଅନୁସାରେ କଡା କାର୍ଯ୍ୟାନୁଷ୍ଠାର ବି ସାମ୍ନା କରିବାକୁ ପଡୁଛି । ମିଳିଥିବା ସୂଚନା ଅନୁସାରେ, ଫାଇଭ୍-ଟି…

ଚର୍ଚ୍ଚା ହେଲା, ମାସ ମାସ ଧରି ନ୍ୟୁଜ୍ ପ୍ରସାରଣ ହେଲା । କିନ୍ତୁ ବଦଳିଲାନି ନଗଡାର ଚିତ୍ର, ଏବେ ବି ନଗଡ଼ା ଶିଶୁ ଦେହରେ…

କନକ ବ୍ୟୁରୋ : ୩ ବର୍ଷ ତଳେ ଓଡିଶା ଗଣମାଧ୍ୟମରେ ନଗଡାକୁ ନେଇ ଚର୍ଚ୍ଚା ହେବା ପରେ ସରକାର ତତ୍ପର ହୋଇ ଉଠିଲେ । ନଗଡାର ବିକାଶ ପାଇଁ ସରକାର ସ୍ୱତନ୍ତ୍ର ପାଣ୍ଠି ବି ଘୋଷଣା ହେଲା । ଉଦ୍ଦେଶ୍ୟ ଥିଲା ରାଜ୍ୟର ଏହି ପଛୁଆ ଇଲାକାର ବିକାଶ । କିନ୍ତୁ ଇତି ମଧ୍ୟରେ ପୁଣି ଗଣମାଧ୍ୟମରେ ରିପୋର୍ଟ…

ଓଡ଼ିଶା ଉପକୂଳକୁ ଛୁଇଁନପାରେ ସମ୍ଭାବ୍ୟ ବାତ୍ୟା! ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ମୁହାଁଇଛି ବାତ୍ୟା ବୁଲବୁଲ । ୨୪ ଘଂଟା…

କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍ରେସନରେ ପରିଣତ ହୋଇ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । ଏବେ ଏହା ପାରାଦୀପଠାରୁ ୮୯୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ରହିଛି । ଆସନ୍ତା ୧୨ ଘଣ୍ଟାରେ ଏହା ଡିପ ଡିପ୍ରେସନରେ ପରିଣତ ହେବ ଓ ପରବର୍ତ୍ତି ୨୪ ଘଣ୍ଟାରେ ଅର୍ଥାତ ୭ ତାରିଖ…

ଓଡ଼ିଶାରେ ଅଟୋମୋବାଇଲ ସେକ୍ଟରରେ ପଡିନି ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ, ଗତବର୍ଷ ଅପେକ୍ଷା ଅଧିକ ରାଜସ୍ୱ ଆଦାୟ କଲା…

କନକ ବ୍ୟୁରୋ : ଓଡ଼ିଶା ଉପରେ ପଡିନି ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ । ସାରା ଦେଶରେ ଯେତେବେଳେ ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ଅଟୋମୋବାଇଲ ସେକ୍ଟରରେ ହାହାକାର ପଡିଛି ସେତେବେଳେ ଓଡ଼ିଶା କରିଛି ନୂଆ ରେକର୍ଡ । ଆର୍ଥିକ ମାନ୍ଦାବସ୍ଥା ସତ୍ତେ୍ୱ ମଧ୍ୟ ପରିବହନ ବିଭାଗ ପୂର୍ବବର୍ଷ ଅପେକ୍ଷା ଅଧିକ…