Daily Archives

November 4, 2019

ବଙ୍ଗୋପସାଗରରେ ଡିପ୍ ଡିପ୍ରେସନ୍ ବାତ୍ୟାର ରୂପ ନେଲେ ନାଁ ରହିବ ‘ବୁଲବୁଲ’ । ପାଣିପାଗ ସଂସ୍ଥା ସ୍କାଇମେଟ ୱେଦରର ଆକଳନ,…

କନକ ବ୍ୟୁରୋ : ବଙ୍ଗୋପସାଗରରୁ ଆସିବ କି ‘ବୁଲବୁଲ’? ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବୁଧବାର ଅବପାତର ରୂପ ନେଇପାରେ ବୋଲି ପୂର୍ବାନୁମାନ କରାଯାଉଛି । ଆଉ ଏହି ସମୟରେ ଏହା କେନ୍ଦ୍ରୀୟ ବଙ୍ଗୋପସାଗରରେ ପ୍ରବେଶ କରିବ । ଏହାପରେ ଏହା ଆହୁରି ଶକ୍ତିଶାଳୀ ହେବା ସହ ପଶ୍ଚିମ ଓ…

ପବଜୀ ଖେଳାଳୀଙ୍କ ପାଇଁ ଖୁସି ଖବର । ନଭେମ୍ବର ୯ରୁ ପବଜୀ ମୋବାଇଲ ସିଜିନ-୧୦ । ଖେଳାଳୀ ନେବେ ନୂଆ ମିଶନର ମଜା

କନକ ବ୍ୟୁରୋ: ପବଜୀ ଖେଳାଳୀଙ୍କ ପାଇଁ ଖୁସି ଖବର । ପବଜୀ ମୋବାଇଲ ସିଜିନ-୧୦ର ଆରମ୍ଭ ହେବା ନେଇ ଘୋଷଣା ହୋଇଛି ତାରିଖ । ଆସନ୍ତା ନଭେମ୍ବର ୯ରେ ଏହାକୁ ରିଲିଜ କରାଯିବ ବୋଲି ଖବର ମିଳିଛି । ରିଲିଜର ତାରିଖ ଘୋଷଣା ସହ ଏହି ନୂଆ ସିଜିନରେ କ’ଣ ସବୁ ଭିନ୍ନ ରହିବ, ତାହା ମଧ୍ୟ ଜଣା ପଡ଼ିଛି ।…

ଭରା ପାଣିରେ ଭାସୁଛି ମଣିଷ: ପେଟରେ ପବନ ରଖି ଘଣ୍ଟା ଘଣ୍ଟା ପାଣିରେ ପଡି ରହୁଛନ୍ତି, ପାଣି ଭିତରେ କଥା ହେଉଛନ୍ତି କଟକର…

କନକ ବ୍ୟୁରୋ: ପାଣିରେ ଭାସୁଛି ଜୀଅନ୍ତା ମଣିଷ । ଭରା ନଦୀର ଗଭୀର ପାଣିରେ ଘଣ୍ଟା ଘଣ୍ଟା ଭାସୁଛି ମଣିଷ । ପାଣି ଭିତରେ କଥା ହେଉଛି, ଆଖି ଖୋଲି ଆକାଶକୁ ଚାହୁଁଛି ଆଉ ଉଛୁଳା ଜଳରେ ଯୋଗାସନ ବି କରୁଛି ଜୀଅନ୍ତା ମଣିଷ । ଶରୀର ଭିତରେ ନିଶ୍ୱାସ- ପ୍ରଶ୍ୱାସକୁ ଆୟତ୍ତ କରି ପାଣିରେ ଭାସୁଛନ୍ତି…

AIRTELର ବଡ ଘୋଷଣା । ୫୯୯ ପ୍ଲାନର ପ୍ରିପେଡ ରିଚାର୍ଜ କଲେ ଗ୍ରାହକଙ୍କୁ ମିଳିବ ୪ ଲକ୍ଷ ଟଙ୍କାର ଇନସ୍ୟୁରାନ୍ସ ।…

ଏୟାରଟେଲ ଗ୍ରାହକଙ୍କ ପାଇଁ ବଡ ଖବର । ଏୟାରଟେଲ ଗ୍ରାହକଙ୍କ ପାଇଁ ବଡ ଘୋଷଣା କରିଛି କମ୍ପାନି । ଏଣିକି ଗ୍ରାହକଙ୍କୁ ପ୍ରିପେଡ ପ୍ଲାନ୍ ସହ ଜୀବନବୀମା ମଧ୍ୟ ମିଳିବ । ଏଥିପାଇଁ କମ୍ପାନି ଭାରତୀ ଏକ୍ସା ସହ ପାର୍ଟନରସିପ୍ ଭାବେ ଯୋଡି ହୋଇଛି । ଏୟାରଟେଲ ପକ୍ଷରୁ କୁହାଯାଇଛି ଯେ, ଦେଶରେ ସମସ୍ତ…

ଓଡ଼ିଶା ପାଇଁ ସତର୍କ ଘଣ୍ଟି । ତାପମାତ୍ରା ବୃଦ୍ଧି ଯୋଗୁଁ ୨୧୦୦ ମସିହା ସୁଦ୍ଧା ବର୍ଷକୁ ଅଧିକ ୪୨ ହଜାର ଲୋକ ପଡିବେ…

କନକ ବ୍ୟୁରୋ : ତାପମାତ୍ରା ବୃଦ୍ଧି ଯୋଗୁଁ ଓଡ଼ିଶାରେ ୨୧୦୦ ମସିହା ସୁଦ୍ଧା ବର୍ଷକୁ ଅଧିକ ୪୨ ହଜାର ଲୋକ ମୃତ୍ୟୁ ମୁଖରେ ପଡ଼ିବେ । ବିଶ୍ୱର ୨୦ରୁ ଅଧିକ ଗବେଷକ ଓ ପ୍ରଫେସରଙ୍କୁ ନେଇ ଗଠିତ “କ୍ଲାଇମେଟ୍ ଇମ୍ପାକ୍ଟ ଲାବ୍”ର ଏଭଳି ପୂର୍ବାନୁମାନ ଏବେ ସମସ୍ତଙ୍କ ନିଦ ହଜେଇ ଦେଇଛି । ସିକାଗୋ…