Daily Archives

November 3, 2019

ଦିଲ୍ଲୀ ପରେ ଓଡିଶା: ୬ଟି ସହରକୁ ନେଇ ଭାରତ ସରକାରଙ୍କ ରିପୋର୍ଟ ପରେ ଚିକାଗୋ ବିଶ୍ୱବିଦ୍ୟାଳୟର ରିପୋର୍ଟ । ଟ୍ୱିନ୍…

କନକ ବ୍ୟୁରୋ: ଦେଶରେ ଏବେ ଚିନ୍ତା ବଢାଇଛି ପ୍ରଦୂଷଣ । ଦିଲ୍ଲୀର ସ୍ଥିତି ଅସମ୍ଭାଳ ହୋଇ ପଡିଥିବା ବେଳେ ରାଜ୍ୟରେ ବି ଏହି ବାୟୁ ପ୍ରଦୂଷଣ ସ୍ଥିତି ଦେଖାଦେଇଛି । ତେବେ ପ୍ରଦୂଷିତ ତାଲିକାରେ ରାଜ୍ୟର ୬ଟି ସହର ରହିଛି । ଭାରତ ସରକାରଙ୍କ ଜାତୀୟ ବିଶୁଦ୍ଧ ବାୟୁ କାର୍ଯ୍ୟକ୍ରମ - ନ୍ୟାସନାଲ…

ଦୁର୍ଘଟଣାରେ ବାଇକ୍‌ ଆରୋହୀ ଗୁରୁତର । ଉତ୍ତ୍ୟକ୍ତ ଲୋକେ ଜାଳିଦେଲେ ବସ୍‌, ଚାଳକ ଅଟକ ।

କନକ ବ୍ୟୁରୋ : ଦୁର୍ଘଟଣା ଘଟାଇଥିବା ବସ୍‌କୁ ଉତ୍ତେଜିତ ଲୋକେ ଜାଳି ଦେଇଛନ୍ତି । କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ଥାନା ନିକଟରେ ରବିବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି । ସୂଚନା ଅନୁସାରେ କେନ୍ଦ୍ରାପଡ଼ାରୁ କଟକ ଅଭିମୁଖେ ଯାଉଥିବା ବସ୍‌ ‘ପପୁ’ ନିଶ୍ଚିନ୍ତକୋଇଲି ଥାନା ଠାରୁ ମାତ୍ର ଅଧ…

ଭୀମସେନଙ୍କ ଆକାଉଣ୍ଟରୁ ୮୦ ହଜାର ଟଙ୍କା ଗାଏବ କରିଦେଇଥିଲେ ସାଇବର ଲୁଟେରା । ୧୦ ମାସ ପରେ ଫେରିପାଇଲେ ଟଙ୍କା ।

କନକ ବ୍ୟୁରୋ : ୧୦ ମାସ ପରେ ମିଳିଲା ସାଇବର ଠକେଇ ଟଙ୍କା । ଆକାଉଂଟକୁ ଆସିଗଲା ୮୦ ହଜାର ଟଙ୍କା । ବଡବିଲର ଭୀମସେନ ବେହେରାଙ୍କ ଆକାଉଂଟରୁ ଗତ ଜାନୁଆରୀ ୨୨ ତାରିଖରେ ଦୁଇଟି ପର୍ଯ୍ୟାୟରେ ୪୦ ହଜାର ଟଙ୍କା ଉଠାଯାଇଥିଲା । ପର ଦିନ ସକାଳୁ ପୁଣି ଥରେ ଆଉ ଦୁଇଟି ପର୍ଯ୍ୟାୟରେ ଆଉ ୪୦ ହଜାର ଟଙ୍କା…

ଭରସା ଭାଙ୍ଗିଲା, ଭୟ ବଢିଲା: ପୋଲିସ ପାଖରୁ ମିଳିଲାନି ନ୍ୟାୟ, ଭୟରେ ଗାଁ ଛାଡିଲେ ସ୍ମିତାରାଣୀଙ୍କ ପରିବାର ।…

କନକ ବ୍ୟୁରୋ: ଗାଁ ଛାଡିଲେ ସ୍ମିତାରାଣୀଙ୍କ ପରିବାର । ଜୀବନ ପ୍ରତି ଭୟ ଥିବାରୁ ଭୟରେ ଘର ଛାଡିଲେ ସମସ୍ତେ । ଘର ଛାଡି ସମସ୍ତେ ରାଜ୍ୟ ବାହାରକୁ ପଳାଇଥିବା ସୂଚନା ମିଳୁଛି । ତେବେ ଯାଜପୁର ଧର୍ମଶାଳା ଚୋରମୁହାଁ ଗାଁରେ ଥିବା ସ୍ମିତାରାଣୀଙ୍କ ଘରେ ତାଲା ଝୁଲୁଛି । ଜୀବନ ପ୍ରତି ବିପଦ ଥିବା…

ଭାରତୀୟଙ୍କ ହ୍ୱାଟ୍ସଆପ୍ ଆକାଉଣ୍ଟ ଉପରେ ରହିଛି ଗୁଇନ୍ଦାର ନଜର । ଗୁଇନ୍ଦାଗିରି ନେଇ ସରକାରଙ୍କୁ ରିପୋର୍ଟ ଦେଲା…

କନକ ବ୍ୟୁରୋ : ଭାରତୀୟଙ୍କ ହ୍ୱାଟ୍ସଆପ୍ ଆକାଉଂଟ ଉପରେ ରହିଛି ଗୁଇନ୍ଦାର ନଜର । ସୋସିଆଲ ମିଡିଆ ହ୍ୱାଟ୍ସଆପର ଏହି ସୂଚନା ପରେ ଦେଶରେ ହଇଚଇ ଖେଳିଯାଇଛି । ସେପ୍ଟେମ୍ବରରେ ଭାରତୀୟଙ୍କ ସୋସିଆଲ ଆକାଉଂଟ ଜରିଆରେ ଗୁଇନ୍ଦାଗିରି କରାଯାଉଥିବା ନେଇ କେନ୍ଦ୍ର ସରକାରଙ୍କୁ ଜଣାଇଦେଇଥିବା କହିଛି…