Daily Archives

November 2, 2019

ବାଲେଶ୍ୱରରେ ମାତିଲେ ସେବାଶ୍ରମ ଅନ୍ତେବାସୀ : ପ୍ରଧାନଶିକ୍ଷକ ଓ ସୁପରିଟେଣ୍ଟେଂଟଙ୍କ ଅନୈତିକ ସଂପର୍କ କଥା ଉଠାଇ ମାଡ…

କନକ ବ୍ୟୁରୋ : ବାଲେଶ୍ୱରରେ ହସନପୁର ସେବାଶ୍ରମରେ ତୀବ୍ର ହୋଇଛି ଛାତ୍ର ଅସନ୍ତୋଷ । ପ୍ରଧାନଶିକ୍ଷକ ଓ ସୁପରିଟେଣ୍ଡେଂଟ ବଦଳି ଦାବିରେ ଗେଟରେ ତାଲା ପକାଇ ପ୍ରତିବାଦ କରିଛନ୍ତିି ଛାତ୍ରଛାତ୍ରୀ । ଉଭୟ ଅନୈତିକ ସଂପର୍କରେ ମାତି ଛାତ୍ରଛାତ୍ରୀଙ୍କୁ ଅବହେଳା କରୁଥିବା ଅଭିଯୋଗ ଆଣି ପରୀକ୍ଷା ନଦେଇ…

ମୋ ଫୋନ୍ ଟ୍ୟାପିଂ କରୁଛନ୍ତି ମୋଦି ସରକାର । ପ୍ରଧାନମନ୍ତ୍ରୀଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଦିଦି

କନକ ବ୍ୟୁରୋ: ମୋ ଫୋନ୍ ଟ୍ୟାପିଂ କରୁଛନ୍ତି ମୋଦି ସରକାର । ପ୍ରଧାନମନ୍ତ୍ରୀଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପଶ୍ଚମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନିର୍ବାଚନ ସମୟରୁ ମୋଦିଙ୍କୁ ବିଭିନ୍ନ ପ୍ରସଙ୍ଗ ନେଇ ଟାର୍ଗେଟ କରିଆସିଛନ୍ତି । ଆଉ ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ…

ଟୋକିଓ ଅଲମ୍ପିକ୍ସ ପାଇଁ ଟିକେଟ ହାତେଇଲା ମହିଳା ହକି ଟିମ୍ । ଗୋଲ ବ୍ୟବଧାନରେ ଆମେରିକାକୁ ଦେଲା ମାତ୍, ତୃତୀୟ ଥର ପାଇଁ…

କନକ ବ୍ୟୁରୋ : ଟୋକିଓ ଅଲମ୍ପିକ୍ସ ଟିକେଟ ହାତେଇଲା ଟିମ୍ ଇଣ୍ଡିଆ । ଟୋକିଓ ଅଲମ୍ପିକ୍ସ ଖେଳିବ ଭାରତୀୟ ମହିଳା ହକି ଟିମ୍ । ଅଲମ୍ପିକ ହକି ଯୋଗ୍ୟତା ପର୍ଯ୍ୟାୟର ଦ୍ୱିତୀୟ ମ୍ୟାଚରେ ଆମେରିକା ଠାରୁ ୪-୧ ଗୋଲରେ ପରାସ୍ତ ହେବା ସତ୍ତେ୍ୱ ମଧ୍ୟ ଟୋକିଓ ଅଲମ୍ପିକ୍ସ ଟିକେଟ ହାତେଇଛି ଭାରତୀୟ ମହିଳା…

ସ୍ମିତାରାଣୀ ମୃତ୍ୟୁ ବିବାଦକୁ ନେଇ ଥମୁନି ରାଜନୀତି : ତୁରନ୍ତ କାର୍ଯ୍ୟାନୁଷ୍ଠାନ ନହେଲେ ବିଧାନସଭା ଅଚଳ କରିବାକୁ ଧମକ…

କନକ ବ୍ୟୁରୋ : ସ୍ମିତାରାଣୀ ମୃତ୍ୟୁ ମାମଲାକୁ ନେଇ ରାଜନୀତି ଥମିବାର ନା ନେଉନି । ତୁରନ୍ତ ହତ୍ୟା ମାମଲା ଦାଏର କରି  ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେଲେ ବିଧାନସଭାକୁ ଚଳାଇ ନଦେବା ପାଇଁ ଧମକ ଦେଇଛି ବିଜେପି । ମୃତ ମହିଳାଙ୍କ ଚରିତ୍ର ସଂହାର କରିଥିବାରୁ ଏସପିଙ୍କ…

କେବେ ମୁକ୍ତ ହେବ ୧୬ ଏକରର ବିଶାଳ ସ୍ୱର୍ଗଦ୍ୱାର? ଜମି ମାଡି ବସିଥିବା ବ୍ୟବସାୟୀ ଓ ପ୍ରଭାବଶାଳୀଙ୍କ ଉପରେ ପଡିବ ତ…

କନକ ବ୍ୟୁରୋ : କୋଟି କୋଟି ଓଡିଆଙ୍କ ଭାବାବେଗ ସହ ଜଡିତ ସ୍ୱର୍ଗଦ୍ୱାରରୁ ବିଜୁ ବାବୁଙ୍କ ସମାଧି ହଟିବା ନେଇ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର । ହେଲେ ଏବେ ପ୍ରଶ୍ନ ଉଠୁଛି ସରକାରଙ୍କ ଏହି ନିଷ୍ପତି ପରେ କେବେ ହଟିବ ଜବରଦଖଲ । ୧୬ ଏକରରୁ ଅଧିକ ଜମିରେ ସ୍ୱର୍ଗଦ୍ୱାର ନିର୍ମିିତ ହୋଇଥିବାବେଳେ…

ମୋବାଇଲ ପ୍ରେମରୁ ଗଣଦୁଷ୍କର୍ମର ଶିକାର ହେଲେ ଆଦିବାସୀ ଯୁବତୀ : ତିନି ଅଭିଯୁକ୍ତ ଥାନାରେ ଅଟକ

କନକ ବ୍ୟୁରୋ : ମୋବାଇଲ ପ୍ରେମରୁ ଦୁଷ୍କର୍ମର ଶିକାର ହେଲେ ଜଣେ ଆଦିବାସୀ ଯୁବତୀ । ଖାଲି ଦୁଷ୍କର୍ମ ନୁହେଁ ତାହା ପୁଣି ଗଣଦୁଷ୍କର୍ମ । ପ୍ରେମିକ ଏବଂ ତାର ଦୁଇ ସାଙ୍ଗ ଏଭଳି କାଣ୍ଡ ଘଟାଇଥିବାର ଅଭିଯୋଗ ହୋଇଛି । ଏହି ମାମଲାରେ ପୁଲିସ ତିନି ଅଭିଯୁକ୍ତଙ୍କୁ ବି ଥାନାରେ ଅଟକ ରଖିଥିବା ଜଣାଯାଇଛି…