Daily Archives

November 1, 2019

ବଢୁଛି ବାଲି ମାଫିଆଙ୍କ ଆତଙ୍କରାଜ । ମନଇଚ୍ଛା ଚୋରା ଚାଲାଣକୁ ବିରୋଧ କଲେ ମିଳୁଛି ହତ୍ୟା ଧମକ

କନକ ବ୍ୟୁରୋ: ବଢୁଛି ବାଲି ମାଫିଆଙ୍କ ଦାଦାଗିରି । ନଦୀ ପଠାରୁ ଟନ ଟନ ବାଲି ମନଇଚ୍ଛା ଉଠାଇ ନେଉଛନ୍ତି ବାଲି ମାଫିଆ । ଆଉ ବାଲି ମାଫିଆଙ୍କୁ ବିରୋଧ କଲେ ମିଳୁଛି ହତ୍ୟା ଧମକ । ସେମାନଙ୍କ କାରବାରରେ କେହି ମୁଣ୍ଡ ପୂରାଇଲେ ଗାଡି ଚଢାଇ ମାରିଦେବାକୁ ଖୁଲମଖୁଲା ଧମକାଉଛନ୍ତି ମାଫିଆ । ତେବେ…

ମଧ୍ୟପ୍ରଦେଶରେ ‘ଅଣ୍ଡା’ ରାଜନୀତି । ଅଙ୍ଗନବାଡିରେ ମଧ୍ୟାହ୍ନ ଭୋଜନରେ ଅଣ୍ଡା ଦେବା ନେଇ ବିଜେପି ଉଠାଇଲା ପ୍ରଶ୍ନ,…

କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ଅଙ୍ଗନବାଡ଼ି କେନ୍ଦ୍ରରେ ଅଣ୍ଡାକୁ ନେଇ ଦେଖାଦେଇଛି ବିବାଦ । ପିଲାଙ୍କ ଖାଦ୍ୟରେ ଅଣ୍ଡା ଦେବାନେଇ ମଧ୍ୟପ୍ରଦେଶ ସରକାର ଚିନ୍ତା କରୁଥିବା ବେଳେ ଏହାକୁ ବିରୋଧ କରିଛି ବିଜେପି । ଧାର୍ମିକ ବିଶ୍ୱାସର ଦ୍ୱାହି ଦେଇ ସ୍କୁଲ ପିଲାଙ୍କୁ ଅଣ୍ଡା ଦେବା ପ୍ରସ୍ତାବକୁ ବିରୋଧ…

ଏମିତି ହେଲା ଏକକ ଷାଣ୍ମାସିକ ପରୀକ୍ଷା । କେଉଁଠି ପ୍ରଶ୍ନପତ୍ର ପହଞ୍ଚିପାରିଲାନି, ତ ପୁଣି କେଉଁଠି ରକ୍ଷା କରିଦେଲା…

କନକ ବ୍ୟୁରୋ : ଆରମ୍ଭରୁ ଅବ୍ୟବସ୍ଥା । ଆଜିଠାରୁ ରାଜ୍ୟରେ ଏକକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ସାରା ରାଜ୍ୟରୁ ଆସିଛି ଅବ୍ୟବସ୍ଥାର ଭିନ୍ନ ଭିନ୍ନ ଚିତ୍ର । ପ୍ରଶ୍ନପତ୍ର ଅଭାବ ଯୋଗୁଁ ରାଜ୍ୟର ବିଭିନ୍ନ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଷାଣ୍ମାସିକ ପରୀକ୍ଷାରେ ସମସ୍ୟା ସୃଷ୍ଟି ହୋଇଛି…

ବିଦ୍ରୋହ ପରେ ବୁଝାମଣା: ବୁଲି ପଡିଲେ ନିରଞ୍ଜନ ବିରୋଧୀ । ଶରଣ ପଶିଲେ, ଭୀଷ୍ମ ସଜାଇଲେ । କହିଲେ ଦଳକୁ ଦରକାର ଅର୍ଜୁନ

କନକ ବ୍ୟୁରୋ: ରାଜ୍ୟ କଂଗ୍ରେସରେ ଘଡିକେ ଘୋଡା ଛୁଟୁଛି । ପୁରୁଣା ରୋଗ ବାହାରିବା ପରେ କିଛି ନେତା ବିଳିବିଳେଇଥିଲେ ଆଉ ପିସିସି ହଟାଅ ଅଭିଯାନରେ ବାହାରିଥିଲେ । ତେବେ ୨ ଦିନ ତଳେ ପିସିସି ସଭାପତି ହଟାଅ ଅଭିଯାନରେ ଯେଉଁ ନେତାମାନେ ମେଳି ବାନ୍ଧିଥିଲେ, ବିରୋଧ କରୁଥିଲେ ଆଜି ସେହି ନେତାମାନେ…

ନବୀନଙ୍କ ବଡ ନିଷ୍ପତି, ପୁରୀ ସ୍ୱର୍ଗଦ୍ୱାରରୁ ହଟିବ ବିଜୁଙ୍କ ସମାଧି ।

କନକ ବ୍ୟୁରୋ : ପୁରୀ ସ୍ୱର୍ଗଦ୍ୱାରରୁ ହଟିବ ବିଜୁ ପଟ୍ଟନାୟକଙ୍କ ସମାଧି । ସ୍ୱର୍ଗଦ୍ୱାର ବିକାଶ ପାଇଁ ହୋଇଥିବା ସମୀକ୍ଷା ବୈଠକ ପରେ ଏଭଳି ନିଷ୍ପତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ବିଜୁ ବାବୁ କୋଟି କୋଟି ଓଡ଼ିଆଙ୍କ ହୃଦୟରେ ଅଛନ୍ତି । ସ୍ୱର୍ଗଦ୍ୱାରରେ…

ସ୍ୱର୍ଗଦ୍ୱାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ସ୍ୱର୍ଗଦ୍ୱାରର ବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ୫ କୋଟି ଘୋଷଣା,…

କନକ ବ୍ୟୁରୋ : ସ୍ୱର୍ଗଦ୍ୱାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ପୁରୀ ସ୍ୱର୍ଗଦ୍ୱାରର ବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ୫ କୋଟି ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଏହି ଖର୍ଚ୍ଚ ଭରଣା କରାଯିବ । ଲୋକସେବା ଭବନରେ ବସିଥିବା…