Monthly Archives

October 2019

୧୬ ବର୍ଷ ପରେ ମାଆ ଫେରିଲା ପୁଅ ପାଖକୁ । ମାଆକୁ ପାଖରେ ପାଇ ଭାବବିହ୍ୱଳ ହେଲା ପୁଅ, ସ୍ୱାମୀର ମୃତ୍ୟୁ ପରେ ମାନସିକ…

କନକ ବ୍ୟୁରୋ : ମାନସିକ ସନ୍ତୁଳନ ହରାଇ ନିଖୋଜ ହୋଇଯାଇଥିଲେ ମାଆ । ଏବେ ୧୬ ବର୍ଷ ପରେ ପୁଅ ପାଖକୁ ଫେରିଆସିଛନ୍ତି । ଆଉ ମାଆକୁ ପାଖରେ ପାଇ ଭାବବିହ୍ୱଳ ହୋଇଯାଇଛି ପୁଅ । ତେବେ କେମିତି ନିଖୋଜ ହୋଇଯାଇଥିଲେ ମାଆ ଆଉ କିପରି ପୁଅ ପାଖକୁ ଫେରିଆସିଲେ ତାହା ଜାଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ ।…

ମାଡି ଆସୁଛି ସମୁଦ୍ର । ବୁଡିଯିବ ଉପକୂଳବର୍ତୀ ଜିଲ୍ଲା, ଭାସିଯିବ ମାୟାନଗରୀ ମୁମ୍ବାଇ! ୨୦୫୦ ସୁଦ୍ଧା ୭ ଦେଶର ୩୦ କୋଟି…

କନକ ବ୍ୟୁରୋ: ୨୦୫୦ ମସିହା ସୁଦ୍ଧା ଓଡିଶାର ଉପକୂଳବର୍ତୀ ଜିଲ୍ଲା ସମୁଦ୍ରରେ ବୁଡିଯାଇପାରେ । ବିଶ୍ୱ ପାଣିପାଗ ପରିବର୍ତନ ଉପରେ ପ୍ରକାଶ ପାଇଥିବା ଏକ ଅନ୍ତର୍ଜାତୀୟ ରିପୋର୍ଟରୁ ଏଭଳି କିଛି ଆଶଙ୍କା ପ୍ରକାଶ ପାଇଛି । ଭାରତ ସମେତ ୭ଟି ଦେଶର ଉପକୂଳବର୍ତୀ ସହର ସବୁ ସମୁଦ୍ରରେ ଲୀନ ହୋଇଯିବା ନେଇ…

ସାଦା ପୋଷାକରେ ଏସପି ଆସିଲେ, ଆରଟିଓ ଅଫିସରୁ ଦଲାଲକୁ ଉଠାଇନେଲେ । ଜବତ ହେଲା ବିଡା ବିଡା ଟଙ୍କା ଓ କାଗଜପତ୍ର ।

କନକ ବ୍ୟୁରୋ : ନୟାଗଡ ଆରଟିଓ ଅଫିସ ସାମନାରେ ଖୁଲମଖୁଲା ଦଲାଲି ଚାଲିଥିଲା । ଆଉ ଏତିକିବେଳେ ସାଦା ପୋଷାକରେ ଅଚାନକ ଚଢାଉ କଲେ ଏସପି । ସଂପୃକ୍ତ ଦଲାଲକୁ ଗିରଫ କରାଯାଇଥିବା ବେଳେ ତାଠାରୁ ୫୦ ହଜାରରୁ ଅଧିକ ଟଙ୍କା ଜବତ କରାଯାଇଛି । ତେବେ ବଡ କଥା ହେଉଛି, ଦଲାଲକୁ ଧରିବାକୁ ନିଜେ ଏସପି…

ବଦଳିଲା ଜମ୍ମୁ-କାଶ୍ମୀରର ଭୂଗୋଳ । ଆଜି ଠାରୁ ଜମ୍ମୁ-କାଶ୍ମୀରରେ ବଦଳିଗଲା ଏହି ୧୦ଟି ନିୟମ ।

ଆଜି ଠାରୁ ବଦଳିଲା ଜମ୍ମୁ-କାଶ୍ମୀରର ଭୂଗୋଳ । ଭାଗ ହେଲା ଜମ୍ମୁ-କାଶ୍ମୀର ରାଜ୍ୟ ଓ ବିଧିବଦ୍ଧ ଭାବେ ଜନ୍ମ ନେଲା ଦୁଇ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କାଶ୍ମୀର ଓ ଲଦାଖ । ଭାରତ ଇତିହାସରେ ଏହା ପ୍ରଥମ ଘଟଣା , ଯେବେ କୌଣସି ରାଜ୍ୟକୁ ଭାଙ୍ଗି ଦୁଇଟି କେନ୍ଦ୍ର ଶାସିତ ଅଂଚଳ କରାଯାଇଛି । ଆଜିଠାରୁ…

ଜେ-ପଲ୍-ରାଜ୍ୟ ସରକାରଙ୍କ ମଧ୍ୟରେ ସ୍ୱାକ୍ଷରିତ ହେଲା ବୁଝାମଣା ପତ୍ର । ବିଭିନ୍ନ ସମସ୍ୟା ଦିଗରେ ଗବେଷଣା କରି ସମାଧାନ…

କନକ ବ୍ୟୁରୋ: ଜେ-ପଲ୍ ଦକ୍ଷିଣ ଏସିଆ ସହ ରାଜ୍ୟ ସରକାରଙ୍କ ବୁଝାମଣା ପତ୍ର ସ୍ୱାକ୍ଷରିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଖାରବେଳ ଭବନଠାରେ ସ୍ବାକ୍ଷରିତ ହେଲା ଏହି ବୁଝାମଣା ପତ୍ର । ରାଜ୍ୟରେ ମହିଳା ସଶକ୍ତିକରଣ, କୃଷି ଉତ୍ପାଦନ ବୃଦ୍ଧି, ଦାଦନ ଶ୍ରମିକ ସମସ୍ୟା,…

ଆଶା ବାଡି ଧରିଛି ‘ପରିବାରର ଆଶା’: ଗୋଡ କଟିଯିବା ପରେ ବିଛଣାରେ ଶୋଇଛି ରୋଜଗାରିଆ ପୁଅ । କୃତ୍ରିମ ଗୋଡଟିଏ ମିଳିଲେ…

କନକ ବ୍ୟୁରୋ: ବିଛଣାରେ ପଡିଛି ପରିବାରର ଏକମାତ୍ର ରୋଜଗାରିଆ ପୁଅ । ଘରର ଭରସା ସାଜିଥିବା ଜୁଆନ ପୁଅ ଅକର୍ମଣ୍ୟ ହୋଇ ବିଛଣାରେ ଶୋଇଛି । ଦିନେ କାନ୍ଧରେ ଯିଏ ପରିବାରର ଭାର ବୋହି ଚାଲୁଥିଲା ଆଜି ସେ ପରିବାର ପାଇଁ ବୋଝ ପାଲଟିଛି । ଦୁର୍ଘଟଣାରେ ଗୋଟିଏ ଗାଡ କଟିଯିବା ପରେ କିଛି କାମଧନ୍ଦା ନକରି…