ଚର୍ଚ୍ଚାରେ ଭାରତୀୟ ବଂଶୋଦ୍ଭବ ଡାକ୍ତର । ଫେସବୁକ ଲାଇଭ କରି ଦେଖାଇଲେ ମସ୍ତିଷ୍କ ସର୍ଜରୀ
ଏବେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ସୋସିଆଲ ମିଡିଆ ଏକ ବଡ଼ ମାଧ୍ୟମ ପାଲଟିଛି । ଖାସ୍ କରି ଫେସବୁକ୍ ଜରିଆରେ ଲୋକେ ଦେଶର କୋଟି କୋଟି ଲୋକଙ୍କ ପାଖରେ ନିଜର କଥା ପହଞ୍ଚାଇ ପାରୁଛନ୍ତି । ଆଉ ଏହି ସୋସିଆଲ ମିଡିଆରେ ଜଣେ ଭାରତୀୟ ବଂଶୋଦ୍ଭବ ଡାକ୍ତର ଯାହା କରି ଦେଖାଇଛନ୍ତି ତାହା…