Daily Archives

October 29, 2019

ଟିଟଲାଗଡ ଷ୍ଟେସନରୁ ୨ ମୃତଦେହ ଉଦ୍ଧାର । ଯାତ୍ରୀଙ୍କ ସୂଚନା ପରେ ଉଦ୍ଧାର କଲା ରେଳବାଇ ପୋଲିସ ।

କନକ ବ୍ୟୁରୋ : ଅହମଦାବାଦ-ପୁରୀ ଏକ୍ସପ୍ରେସ ଟ୍ରେନରୁ ମଙ୍ଗଳବାର ରାତି ଟିଟିଲାଗଡ଼ ଷ୍ଟେସନରେ ଟ୍ରେନରୁ ୨ ଜଣ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ପ୍ରାଥମିକ ସୂଚନା ଅନୁସାରେ ମୃତକଙ୍କ ମଧ୍ୟରୁ ଜଣେ ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ହରିପୁର ଗ୍ରାମର ବାଲାଜୀ ନାଏକ। ମୃତ…

ଏମିତି ଏକ ଆହାର କେନ୍ଦ୍ର । ଯେଉଁଠି ପ୍ଲାଷ୍ଟିକ ଦେଲେ ମିଳୁଛି ପେଟପୁରା ଖାଇବା, ଜାଣନ୍ତୁ କେଉଁଠି ଅଛି ଏଭଳି ଆହାର…

କନକ ବ୍ୟୁରୋ : ଶାଢ଼ୀକୁ ନେଇ ସାରା ଦେଶରେ ଚର୍ଚ୍ଚାରେ ଥାଏ କୋରାପୁଟର କୁନି ସହର କୋଟପାଡ଼ । ଏବେ କିନ୍ତୁ ଏହି ସହର କିଛି ବିଶେଷ ଅଭିଯାନ ପାଇଁ ଚର୍ଚ୍ଚା ପରିସରକୁ ଆସିଛି । କାରଣ ଆରମ୍ଭ ହୋଇଛି ପ୍ଲାଷ୍ଟିକ ଦିଅ, ପେଟେ ଖାଅ ଭଳି ସ୍ୱତନ୍ତ୍ର ଅଭିଯାନ। କୋଟପାଡ଼ ଏନଏସି ପକ୍ଷରୁ ଏଭଳି ନିଆରା…

ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କାଶ୍ମୀରରେ ବଡ ଆତଙ୍କୀ ହମଲା । ପେଟପାଟଣା ପାଇଁ କାଶ୍ମୀରରେ କାମ କରୁଥିବା ଶ୍ରମିକଙ୍କ…

ଜମ୍ମୁ-କାଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ । ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କାଶ୍ମୀରରେ ବଡ ଧରଣର ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଆଉ ଆତଙ୍କବାଦୀଙ୍କ ଆକ୍ରମଣର ଶିକାର ହୋଇଛନ୍ତି ନିରୀହ ଶ୍ରମିକ । ଆତଙ୍କବାଦୀଙ୍କ ଆକ୍ରମଣରେ ୫ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତରଙ୍କୁ…

୧୦୦ ଫୁଟ୍ ଗଭୀର ଗାତରେ ୮୦ ଘଣ୍ଟାର ଆଶା । ବୋରୱେଲର କିଟିମିଟି ଅନ୍ଧାର ଭିତରେ ଅଟକି ଗଲା କୁନି ପୁଅର କାନ୍ଦ, ତୁନି…

କନକ ବ୍ୟୁରୋ: ଆଉ ଶୁଭିବନି ସେ କୁଆଁ କୁଆଁ କାନ୍ଦ କି ଶୁଭିବନି ସେ ଅଳି ଅର୍ଦ୍ଦଳି । କାରଣ ୧୦୦ ଫୁଟ୍ ଗଭୀର ବୋରୱେଲ ଭିତରେ ଫସିଥିବା ୨ ବର୍ଷର ସୁଜିତ୍ ସବୁଦିନ ପାଇଁ ଶୋଇପଡ଼ିଛି । ଦୀର୍ଘ ୪ ଦିନ ଧରି ପାତାଳି ପାଦରେ ଚିତ୍କାର କରୁଥିବା କୁନି ପୁଅର ପାଟି ତୁନି ହୋଇଯାଇଛି । ତାମିଲନାଡୁର…

ଉଜୁଡି ଯାଇଛି ଉର୍ମିଳାଙ୍କ ସଂସାର: ସ୍ୱାମୀ ଗଲା ପରେ ୭ ପିଲାଙ୍କ ପେଟରେ ଦାନା ଗଣ୍ଡେ ଦେବାକୁ ଏକାଏକା ସଂଘର୍ଷ…

କନକ ବ୍ୟୁରୋ: ପିଣ୍ଡା ଉପରେ ପିଲା, ପିଲାଙ୍କ ପେଟରେ ଭୋକ । ଆଉ ଭୋକର ଭଙ୍ଗା କାନ୍ଥକୁ ଭରସା କରି ନିଜ ଭୋକିଲା ପିଲାଙ୍କ ଭବିଷ୍ୟତ କଥା ଭାବୁଛି ଅସହାୟ ମାଆ । ନା ପିଲାଙ୍କ ପେଟ ପୂରା କରିପାରୁଛି, ନା କଅଁଳା ଛୁଆଙ୍କୁ ଛାଡି କୁଆଡେ କାମଧନ୍ଦା ପାଇଁ ଯାଇପାରୁଛି । ଦାରିଦ୍ର‌୍ୟତା ଓ ଭୋକର…