Daily Archives

October 28, 2019

କାଲି ଜାମ୍ମୁକାଶ୍ମୀର ଯିବେ ୟୁରୋପୀୟ ସଂଘର ପ୍ରତିନିଧି ଦଳ । ଧାରା ୩୭୦ ହଟିବା ପରେ ପ୍ରଥମ ବିଦେଶୀ ଦଳର ଗସ୍ତ, ଆଜି…

କନକ ବ୍ୟୁରୋ : ଆସନ୍ତାକାଲି ଜାମ୍ମୁକାଶ୍ମୀର ଗସ୍ତ କରିବେ ୟୁରୋପିୟ ସଂଘ ସାଂସଦ । ୨୮ସଦସ୍ୟ ବିଶିଷ୍ଠ ଦଳ ଆଜି ପ୍ରଧାନମନ୍ତ୍ରୀ ମୋଦି ଓ ଏନଏସଏ ଡୋଭାଲଙ୍କୁ ଭେଟି କାଶ୍ମୀର ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଧାରା ୩୭୦ ହଟିବା ପରେ ପ୍ରଥମ ବିଦେଶୀ ପ୍ରତିନିଧି ମଣ୍ଡଳ ଭାବେ ଏହି ଦଳ ଘାଟି ଗସ୍ତ…

ଦୀପାବଳୀ ରାତିରେ ରାଜଧାନୀରେ ଭୟଙ୍କର ହତ୍ୟାକାଣ୍ଡ । ଯୁବକଙ୍କୁ ଗୋଡାଇ ଗୋଡାଇ ହତ୍ୟାକଲେ ୧୫ରୁ ୨୦ ଦୁର୍ବୃତ୍ତ । ଥାନା…

କନକ ବ୍ୟୁରୋ : ଦୀପାବଳିର ଅନ୍ଧାରରାତିରେ ଆଲୋକର ଉତ୍ସବ ପାଳନ ହେଉଥିବା ବେଳେ ଭୁବନେଶ୍ୱର କପିଳପ୍ରସାଦ ଅଂଚଳରେ ଘଟୁଥିଲା ଏକ ବିଭତ୍ସ ହତ୍ୟାକାଣ୍ଡ । ଜଣେ ଯୁବକକୁ ଗୋଡାଇ ଗୋଡାଇ ଆକ୍ରମଣ କରୁଥିଲେ ୧୫ରୁ ୨୦ ଯୁବକ । ଆଉ ଏହି ଆକ୍ରମଣରେ ଅମରେଶ ନାୟକ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଲା ।…

ଆଣ୍ଡାମାନରୁ ଓଡିଶା, ସମୂଦ୍ର ଭିତରେ ୨୮ ଦିନର ସଂଘର୍ଷ । ଆଣ୍ଡାମାନରୁ ଭାସି ଆସି ପୁରୀରେ ଲାଗିଲେ ନାବିକ ଅମିତ କୁଜୁର ।…

କନକ ବ୍ୟୁରୋ : ଆଜି ଆମେ ଆପଣଙ୍କୁ ଯେଉଁ ଘଟଣା କହିବାକୁ ଯାଉଛୁ ତାହା କୌଣସି ରୋମାଂଚକର ସିନେମା କାହାଣୀଠୁ କମ୍ ନୁହେଁ । ସାମୁଦ୍ରିକ ଝଡରେ ଫସିଯିବା ପରେ ନାବିକ କେମିତି ଦିନ ଦିନ ଧରି ଜୀବନ ସଂଗ୍ରାମ କରିଛନ୍ତି ତାହା ଆପଣ ସହଜରେ ବିଶ୍ୱାସ କରିପାରିବେ ନାହିଁ । ଏହାରି ଭିତରେ ଜଣେ…

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ମୋ ସରକାର କାର୍ଯ୍ୟକ୍ରମ ମାଧ୍ୟମରେ ୪ ହସ୍ପିଟାଲର ହେବ ଉନ୍ନତିକରଣ, ରୋଗୀ କଲ୍ୟାଣ ପାଇଁ…

କନକ ବ୍ୟୁରୋ : ମୋ ସରକାର କାର୍ଯ୍ୟକ୍ରମର ସମୀକ୍ଷା ପରେ ୩ ଜିଲ୍ଲାର ମୁଖ୍ୟ ଡାକ୍ତରଖାନା ସମେତ ରାଉରକେଲା ସରକାରୀ ହସ୍ପିଟାଲର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କର ବଡ ଘୋଷଣା । ରକ୍ତଦାନ ପାଇଁ ପୋତ୍ସାହିତ କରିବା ପାଇଁ ସୁନ୍ଦରଗଡ, ରାଉରକେଲା, ମୟୂରଭଞ୍ଜ ଏସପିଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ…

ନିଲମ୍ବିତ ହେଲେ ମହିଳା ସବ୍ ଇନ୍ସପେକ୍ଟର । ଯୌତୁକ ନିର୍ଯ୍ୟାତନା ଘଟଣାରେ ତଦନ୍ତରେ ଅବହେଳା କରିଥିବା ଅଭିଯୋଗ ।

କନକ ବ୍ୟୁରୋ : ତଦନ୍ତରେ ଅବହେଳା କରିଥିବା ନେଇ ଅନୁଗୁଳ କୋଲିଆରି ଥାନାର ଜଣେ ମହିଳା ଏସ୍‌ଆଇଙ୍କୁ ସୋମବାର ନିଲମ୍ବିତ କରାଯାଇଛି । ସୁମିତ୍ରା ପାତ୍ର କୋଲିଆରି ଥାନାର ସବଇନ୍ସପେକ୍ଟର ଥିଲେ । ସୂଚନାଯୋଗ୍ୟ, ଜଣେ ମହିଳା କୋଲିଆରି ଥାନାର ସବଇନ୍ସପେକ୍ଟର ସୁମିତ୍ରା ପାତ୍ରଙ୍କ ନିକଟରେ ଯୌତୁକ…