Daily Archives

October 27, 2019

କିଏ ହେବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ । ଛିଡୁନି ଅଙ୍କ, ଶିବସେନା କହିଲା, ଦଳ ହାତରେ ରହିଛି ରିମୋଟ୍ କଂଟ୍ରୋଲ । ବିଜେପି…

କନକ ବ୍ୟୁରୋ : ମହାରାଷ୍ଟ୍ରରେ କିଏ ହେବ ମୁଖ୍ୟମନ୍ତ୍ରୀ, ଛିଡୁନି ଗଣିତ । ୫୦-୫୦ ଫର୍ମୁଲାରେ ସରକାର ଗଢ଼ିବା ପାଇଁ ଦାବିରେ ଅଟଳ ରହିଥିବା ଶିବସେନା ସ୍ୱରକୁ ଆହୁରି ଟାଣ କରିଛି । ଆଉ କହିଛି ମହାରାଷ୍ଟ୍ରରେ ସରକାର ଗଢ଼ିବା ପାଇଁ ଶିବସେନା ନିକଟରେ ରହିଛି ରିମୋର୍ଟ । ଅନ୍ୟପଟେ ବିଜେପି କହିଛି…

ସୀମାରେ ସେନା ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ । ମିଠା ଖୁଆଇଲେ, ଯବାନଙ୍କ ମନୋବଳ ବଢାଇଲେ ମୋଦି ।

କନକ ବ୍ୟୁରୋ : ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସୀମାରେ ଯବାନଙ୍କ ସହ ଦୀପାବଳି ପାଳିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଘର ପରିବାର ଛାଡି ଦେଶ ପାଇଁ ସୁରକ୍ଷାର କବଚ ସାଜିଥିବା ଯବାନଙ୍କୁ ମିଠା ଖୁଆଇ ସେମାନଙ୍କ ମନୋବଳ ବଢ଼ାଇଛନ୍ତି ମୋଦି । ଆଉ ଦେଇଛନ୍ତି ଭିନ୍ନ ସନ୍ଦେଶ ।…

ନବୀନ ପାଳିଲେ ନିଆରା ଦୀପାବଳି । କୁନି ପିଲାଙ୍କୁ ଉପହାର ଦେଲେ, ସାଥୀ ହୋଇ ବାଣ ଫୁଟାଇଲେ । ଫଟୋରେ ଫଟୋରେ ଦେଖନ୍ତୁ…

କନକ ବ୍ୟୁରୋ : ନିଆରା ଢଙ୍ଗରେ ଦୀପାବଳି ପାଳିଲେ ନବୀନ । ଭୁବନେଶ୍ୱରର ଏସଓଏସ ଭିଲେଜ ଚାଇଲ୍ଡ କେୟାରର ନିରାଶ୍ରୟ ପିଲାଙ୍କ ସହ ଦୀପାବଳି ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଦୀପାବଳି ପାଳନ ସହ କୁନି ପିଲାଙ୍କ ସହ ସମୟ ବିତାଇଛନ୍ତି ନବୀନ କାହାକୁ ଚକଲୋଟ ତ ପୁଣି କାହାକୁ ଉପହାର ଦେଇ କୁନି…

ନିପାତ ହେଲା ଆତଙ୍କୀ ନମ୍ବର ୧ । ଆଇଏସ ମୁଖ୍ୟ ଅବୁ ବକର ଅଲ-ବାଗଦାଦି ମୃତ, ବୋମା ମାଡ଼ରେ ମଲା ମୃତ୍ୟୁର ସୌଦାଗର, ସ୍ପଷ୍ଟ…

କନକ ବ୍ୟୁରୋ : ବୋମା ମାଡ଼ରେ ମଲା ମୃତ୍ୟୁର ସୌଦାଗର । ଆଇଏସ ମୁଖ୍ୟ ଅବୁ ବକର ଅଲ-ବାଗଦାଦି ମୃତ । ସାରା ବିଶ୍ୱକୁ ଆତଙ୍କର କଳା ଚାଦରରେ ଢାଙ୍କି ଦେଇଥିବା ଇସଲାମିକ ଷ୍ଟେଟର ମୁଖ୍ୟ ଅବୁ ବକର ଅଲ-ବାଗଦାଦିର ମୃତ୍ୟୁ ଖବର ନେଇ ସ୍ପଷ୍ଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପ ।…

ନବୀନ ପାଳିଲେ ନିଆରା ଦୀପାବଳି । କୁନି କୁନି ପିଲାଙ୍କ ମୁହଁରେ ହସ ଫୁଟାଇଲେ, ଉପହାର ଦେଇ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବାଟ…

କନକ ବ୍ୟୁରୋ: ସାରା ଦେଶରେ ଦୀପାବଳିର ମାହୋଲ । ଏହି ଆଲୋକର ଦିନରେ ସମସ୍ତଙ୍କ ମୁହଁ ହସଫୁଟାଇବାକୁ ବାର୍ତ୍ତା ଆସୁଥିବାବେଳେ, ଏହାକୁ ବାସ୍ତବରେ ପରିଣତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱସ୍ଥିତ ଏସଓଏସ୍ ଭିଲେଜ୍ ଚାଇଲ୍ଡ କେୟାରରେ ନିରାଶ୍ରୟ ପିଲାଙ୍କ ସହ ଦୀପାବଳି…