Daily Archives

October 27, 2019

ବାଲେଶ୍ୱରର ବିଷ୍ଣୁପଦଙ୍କ ମୁହଁରେ ଫୁଟିଲା ହସ । କନକ ନ୍ୟୁଜର ଖବର ପ୍ରସାରଣ ପରେ ସହଯୋଗର ହାତ ବଢ଼ାଇଲେ ସୁବର୍ଣ୍ଣ…

କନକ ବ୍ୟୁରୋ : ଦୀପାବଳି ଦିନ ବାଲେଶ୍ୱରର ବିଷ୍ଣୁପଦଙ୍କ ମୁହଁରେ ଫୁଟିଛି ହସ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ବିଷ୍ଣୁପଦଙ୍କ ଆଡକୁ ସହଯୋଗର ହାତ ବଢ଼ାଇଛନ୍ତି ସୁବର୍ଣ୍ଣ ସମ୍ପର୍କ ପରିବାର ସଦସ୍ୟ । ପରିବାରର ସମସ୍ତଙ୍କୁ ମିଠା ଖୁଆଇ ଦୀପାବଳି ପାଳିଛନ୍ତି । ଏହାସହ ସମସ୍ତଙ୍କ ପାଇଁ ନୂଆ…

ଜୁନିୟର ମୟୂର ମଣିଷ । ଯାହାଙ୍କ ଡାକ ଶୁଣିଲେ ନରାଜ ଜଙ୍ଗଲ ମଧ୍ୟରୁ ଧାଇଁ ଆସନ୍ତି ମୟୂର, ଜେଜେଙ୍କ ପରେ ଏବେ ନାତି…

କନକ ବ୍ୟୁରୋ : ସେ ଆ କହିଲେ ଆସୁଛନ୍ତି, ଯା କହିଲେ ଯାଉଛନ୍ତି । ଆଉ ଖାଇବା ଦେଲେ ହାତରୁ ଖାଉଛନ୍ତି । ମୟୂରଙ୍କ ଅନ୍ନଦାତା ସାଜିଥିବା ଏ ମଣିଷ ଜଣଙ୍କ ହେଉଛନ୍ତି କାହ୍ନୁ ବେହେରା । ପିକକ୍ ଭ୍ୟାଲିର ଜୁନିୟର ମୟୁର ମଣିଷ । ଯିଏ ସକାଳରୁ ସଞ୍ଜ ମୟୂରଙ୍କ ସାଙ୍ଗେ ରୁହନ୍ତି, ମୟୂରଙ୍କ ସେବା…

ଜନ୍ମଦିନରେ ୱାର୍ନରଙ୍କ ଦମଦାର ସୋ । ଟି-୨୦ କ୍ୟାରିୟରରେ ହାସଲ କଲେ ପ୍ରଥମ ଅନ୍ତର୍ଜାତୀୟ ଶତକ ।

କନକ ବ୍ୟୁରୋ : ଆଜି ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ନରଙ୍କ ଜନ୍ମଦିନ । ଆଉ ଦିନରେ ଏକ ନୂତନ କୀର୍ତ୍ତିମାନ୍ ହାସଲ କରିଛନ୍ତି ଅଷ୍ଟ୍ରେଲିଆର ଏହି ଓପନର ବ୍ୟାଟ୍ସମ୍ୟାନ୍ । ଡେଭିଡ ଓ୍ଵାର୍ଣ୍ଣର ନିଜ କ୍ୟାରିୟରର ପ୍ରଥମ ଅନ୍ତର୍ଜାତୀୟ ଶତକ ରବିବାର ହାସଲ କରିଛନ୍ତି ।…

ଦୀପାବଳିରେ ଆସିଲା ଦୁଃଖ ଖବର । ବାସୁଦେବପୁରରେ ଲିଚୁ ଲଗାଉଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ,…

କନକ ବ୍ୟୁରୋ : ଦୀପାବଳିରେ ଆସିଲା ଦୁଃଖ ଖବର । ଭଦ୍ରକ ଗ୍ରାମାଂଚଳ ଥାନା ବଗମରା ଗାଁରେ ଅଘଟଣ । ସ୍ଥାନୀୟ ମୋହନ ମଲ୍ଲିକଙ୍କ ଘରେ ପିଲାମାନେ ବାଣ ଫୁଟାଉଥିବା ବେଳେ ତାଙ୍କର ତିନି ବର୍ଷର ପୁଅ ଗୁରୁତର ଆହତ ହୋଇଛି । ନିଆଁ ଲଗାଇଲା ବେଳେ ବାଣ ଫୁଟିଯିବାରୁ ପିଲାଟିର ତିନିଟି ଆଙ୍ଗୁଠି ନଷ୍ଟ…

ମାଡି ଆସୁଛି ‘ଫୋନି’ଠୁ ଆହୁରି ଭୟଙ୍କର ବାତ୍ୟା ! ଓମାନ୍ ଆଡକୁ ମୁହାଁଉଛି ଘୂର୍ଣ୍ଣିବାତ୍ୟା ‘କ୍ୟାର୍’, ଆସନ୍ତା ୨୪…

କନକ ବ୍ୟୁରୋ : ଓମାନ ଆଡକୁ ମୁହାଁଉଛି ପୂର୍ବ-କେନ୍ଦ୍ର ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା କ୍ୟାର । ଆସନ୍ତା ୨୪ ଘଂଟା ଭିତରେ ଏହା ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେବାକୁ ଯାଉଛି । ଆଉ ଏହାର ପ୍ରଭାବରେ ଭାରତର କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ରରେ ପ୍ରବଳ ବର୍ଷା ସାଙ୍ଗକୁ ବହୁଛି ପବନ…

୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ନିଆରା ଦୀପାବଳି ପାଳନ । ସ୍ପୋଟର୍ସ ହଷ୍ଟେଲ ଅନ୍ତେବାସୀଙ୍କ ସହ ଦୀପାବଳି ପାଳିଲେ,…

କନକ ବ୍ୟୁରୋ : ଦୀପାବଳିରେ ମନ ଜିଣିଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍ । ଆଲୋକର ପର୍ବ ଦୀପାବଳିରେ କୁନି ପିଲାଙ୍କ ମୁହଁରେ ହସ ଫୁଟାଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ । ଅସହାୟ ଓ କୁନି କୁନି ପିଲାଙ୍କ ସହ ଦୀପାବଳି ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେବା ପରେ ଆଜି କଳିଙ୍ଗ…