Daily Archives

October 26, 2019

ଦୀପାବଳି ପୂର୍ବରୁ ଅଯୋଧ୍ୟାରେ ରାମଲୀଳା । ସାଢ଼େ ୫ ଲକ୍ଷ ଦୀପ ଜାଳି ପାଳନ ହେଉଛି ଦୀପଦାନ ଉତ୍ସବ, ଆଲୋକମାଳରେ ଝଲସୁଛି…

କନକ ବ୍ୟୁରୋ : କାଲି ଦୀପାବଳି । ଆଜି ସଜେଇ ହୋଇଛି ଉତ୍ତରପ୍ରଦେଶର ଅଯୋଧ୍ୟା । ପାଳନ ହେଉଛି ଦୀପଦାନ ମହୋତ୍ସବ । ସରଜୁ ନଦୀର ୧୨ଟି ଘାଟରେ ୫ ଲକ୍ଷ ୫୧ ହଜାର ଦୀପ ପ୍ରଜ୍ୱଳନ ହୋଇଛି । ଏ ନେଇ ବ୍ୟାପକ ଆୟୋଜନ କରିଛନ୍ତି ଉତ୍ତରପ୍ରଦେଶ ସରକାର । ଏହି ମହୋତ୍ସବରେ ରାଜ୍ୟପାଳ ଆନନ୍ଦୀ ବେନ୍ ପଟେଲ ଓ…

ଗଞ୍ଜାମ ପୋଲସରାରେ ସିରିଜ୍ ବୋମାମାଡ । ୨ ଗୁରୁତର, ପୋଲିସର ଛାନଭିନ୍ ।

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲାର ପୋଲସରା ବସ୍‌ ଷ୍ଟାଣ୍ଡରେ ଶନିବାର ରାତି ଦୁର୍ବୃତ୍ତମାନଙ୍କ ଉତ୍ପାତ ଦେଖିବାକୁ ମିଳିଛି । ଲୋକେ ବସ୍‌ରେ ଘରକୁ ଯିବା ପାଇଁ ବ୍ୟସ୍ତ ଥିବା ବେଳେ ଦୁର୍ବୃତ୍ତମାନେ ବାଇକ୍‌ରେ ଆସି ବୋମା ମାଡ଼ କରିଛନ୍ତି । ସୂଚନା ଅନୁସାରେ ପୋଲସରାସ୍ଥିତ ବଜାର ଛକ ଓ ରାଣିପଡ଼ା…

ରାତି ପାହିଲେ ଆଲୋକର ପର୍ବ ଦୀପାବଳି । ଉତ୍ସବମୁଖର ପୂରପଲ୍ଲୀ , ବଜାରରେ ଜମୁଛି ଗ୍ରାହକଙ୍କ ଭିଡ ।

କନକ ବ୍ୟୁରୋ : ରାତି ପାହିଲେ ଆଲୋକର ପର୍ବ ‘ଦୀପାବଳି’। ଏଥିପାଇଁ ବାଲେଶ୍ୱର ସହରରେ ବାଣଦୋକାନ, ମାଟି ଦୀପ, ପୟାକାଠି (କାଉଁରିଆ କାଠି), ମହମବତୀ, ଓ କଇଁ ଫୁଲର ପସରା ବସିଛି । ବିଭିନ୍ନ ଗ୍ରାମାଞ୍ଚଳରୁ ବେପାରୀମାନେ ଆସି ସହରର ଫାଣ୍ଡି ଛକ, ମୋତିଗଂଜ ଏବଂ ନୂଆବଜାର ଅଞ୍ଚଳରେ ବିକ୍ରି କରୁଥିବା…

ଧୋନିଙ୍କୁ ନେଇ ବଡ଼ ବୟାନ ରଖିଲେ କୋଚ ରବିଶାସ୍ତ୍ରୀ । କହିଲେ, ଧୋନିଙ୍କୁ ଜଣାଅଛି କେବେ ଖେଳରୁ ନେବେ ସନ୍ୟାସ, ନିଜ…

କନକ ବ୍ୟୁରୋ : କେବେ ମୈଦାନରେ ଧୋନିଙ୍କ ଜଲୱା ଦେଖିବେ ପ୍ରଶଂସକ । ଧୋନି ପଡ଼ିଆକୁ କେବେ ଫେରିବେ । ଏସବୁ କଳ୍ପନାଜଳ୍ପନା ଭିତରେ ଧୋନିଙ୍କୁ ନେଇ ବଢ଼ିଛି ସସପେନ୍ସ । ବିସିସିଆଇର ଚୟନକର୍ତା ଏମଏସକେ ପ୍ରସାଦ ତାଙ୍କ ବୟାନ ସ୍ପଷ୍ଟ କରିଥିବା ବେଳେ କୋଚ ରବିଶାସ୍ତ୍ରୀ କିନ୍ତୁ କିଛି ଭିନ୍ନ ବୟାନ…

କାଲି ଆଲୋକର ପର୍ବ ଦୀପାବଳି । ସୀମାକୁ ଯାଇ ସେନା ସହ ଦୀପାବଳି ପାଳନ କରିପାରନ୍ତି ପ୍ରଧାନମନ୍ତ୍ରୀ ।

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ନିୟନ୍ତ୍ରଣ ରେଖାକୁ ଯାଇ ଦୀପାବଳି ପାଳନ କରିପାରନ୍ତି । ପାକିସ୍ତାନ ଓ ଚୀନ୍‌ ସୀମାକୁ ଲାଗିଥିବା ନିୟନ୍ତ୍ରଣ ରେଖାକୁ ଯାଇ ସେଠାରେ ମୁତୟନ ଥିବା ଯବାନଙ୍କ ସହ ଦୀପାବଳି ପାଳନ କରିପାରନ୍ତି ବୋଲି ସୂଚନା ଆସିଛି । ଏହା ସହ ସେ…

ଦୀପୁଙ୍କ ମୁହଁରେ ଫୁଟିଲା ହସ । ସହାୟତାର ହାତ ବଢ଼ାଇଲେ ସାମାଜିକ ସଂଗଠନ । ଦୀପୁଙ୍କ କାହାଣୀକୁ ବାଣ ନୁହେଁ ହସ ଫୁଟାଇବା…

କନକ ବ୍ୟୁରୋ : କନକ ନ୍ୟୁଜର ସ୍ୱତନ୍ତ୍ର ଅଭିଯାନ-ବାଣ ନୁହେଁ ହସ ଫୁଟାଇବା ଅଭିଯାନରେ ଦିନକୁ ଦିନ ସାମିଲ ହେଉଛନ୍ତି ଅନେକ ସଂଗଠନ ଏବଂ ବ୍ୟକ୍ତି । ସେମାନଙ୍କର ସହଯୋଗକୁ କେବଳ ଆମେ ନୁହେଁ ସାରା ଓଡ଼ିଶାରୁ ସ୍ୱାଗତ କରାଯାଉଛି । ଏହି କ୍ରମରେ ଆଜି ଆପଣଙ୍କ ସାମ୍ନାରେ ରଖିବୁ ଏକ କାହାଣୀ । ଯାହା…