Daily Archives

October 25, 2019

ଜମ୍ମୁ-କାଶ୍ମୀରର ପ୍ରଥମ ଉପ-ରାଜ୍ୟପାଳ ହେଲେ ଓଡିଆ ପୁଅ । ମୋଦିଙ୍କ ଗୁଡବୁକରେ ଥିବା ମୟୂରଭଞ୍ଜର ଗିରୀଶଙ୍କୁ ମିଳିଲା ବଡ…

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ନୂଆ ଉପ-ରାଜ୍ୟପାଳ ହେଲେ ଓଡ଼ିଆ ପୁଅ । ୧୯୮୫ ମସିହା ବ୍ୟାଚର ଗୁଜୁରାଟ ଆଇଏଏସ କ୍ୟାଡର ଗୀରିଶ ଚନ୍ଦ୍ର ମୁର୍ମୁଙ୍କୁ ଜମ୍ମୁ-କାଶ୍ମୀରର ଉପ-ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି । ଗିରୀଶଙ୍କ ଘର ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଅଞ୍ଚଳରେ ହୋଇଥିବା ବେଳେ…

ଜନମତ ମିଳିଲା କିନ୍ତୁ ଅଙ୍କ ଛିଡିଲାନି । ମହାରାଷ୍ଟ୍ରରେ କିଏ ହେବ ମୁଖ୍ୟମନ୍ତ୍ରୀ । ୫୦-୫୦ ଫର୍ମୁଲାରେ ସରକାର ଗଢିବାକୁ…

କନକ ବ୍ୟୁରୋ : ମହାରାଷ୍ଟ୍ରରେ କିଏ ହେବ ମୁଖ୍ୟମନ୍ତ୍ରୀ? ଶିବସେନାର ଯୁବ ଆଇକନ୍ ତଥା ବାଲାସାହେବ ଠାକରେଙ୍କ ତୃତୀୟ ପିଢ଼ି ନେତା ଆଦିତ୍ୟ ଠାକରେ ମୁଖ୍ୟମନ୍ତ୍ରୀ ହେବେ ନା’ ପୁଣିଥରେ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ଦେବେନ୍ଦ୍ର ଫଡନବିସ୍ । ଶିବସେନା ଦାବି କରୁଛି - ନିର୍ବାଚନୀ ମେଣ୍ଟର ଅଧାର…

ମଧ୍ୟାହ୍ନ ଭୋଜନ ଖାଇ ୫୦ରୁ ଉଦ୍ଧ୍ୱର୍ ସ୍କୁଲ ପିଲା ଅସୁସ୍ଥ । ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି ।

କନକ ବ୍ୟୁରୋ: ମଧ୍ୟାହ୍ନ ଭୋଜନ ଖାଇ ୫୦ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହେବା ପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଲୋକାପଡ଼ା ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ପିଲାମାନଙ୍କୁ ଆଜି ମଧ୍ୟାହ୍ନ ଭୋଜନ ଦିଆଯାଇଥିଲା । ମଧ୍ୟାହ୍ନ ଭୋଜନ…

ପାକିସ୍ତାନକୁ ନେଇ ସେନାମୁଖ୍ୟ ବିପିନ୍ ରାୱତଙ୍କ ବଡ ବୟାନ । ପିଓକେ ଓ ଗିଲଗିଟ୍ ଅଞ୍ଚଳ ଭାରତର, ପାକିସ୍ତାନ ଏହାକୁ ଅବୈଧ…

କନକ ବ୍ୟୁରୋ : ସେନାମୁଖ୍ୟ ଜେନେରାଲ ବିପିନ୍ ରାୱତଙ୍କ ବଡ ବୟାନ । ପିଓକେ ଓ ଗିଲଗିଟ୍ ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ଭାରତର, ଯାହାକୁ ପାକିସ୍ତାନ ଅବୈଧ ଭାବେ କବଜା କରି ରଖିଛନ୍ତି । ଯେତେବେଳେ ଆମେ ଜମ୍ମୁ-କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ଭାବେ କହୁଛୁ ସେତେବେଳେ ଏଥିରେ ପିଓକେ ଓ ଗିଲଗିଟ୍…

କେମିତି ଚାଲିଛି ସ୍କୁଲ ? ଶିକ୍ଷକ କେତେବେଳେ ଆସୁଛନ୍ତି, ପିଲା କେତେ ଉପସ୍ଥିତ ଅଛନ୍ତି ? ସବୁ ଜଣାଇବ ଅନଲାଇନ ଉପସ୍ଥାନ

କନକ ବ୍ୟୁରୋ: ଏଣିକି ସ୍କୁଲରେ ଲାଗୁ ହେବ ଅନଲାଇନ ଉପସ୍ଥାନ ବ୍ୟବସ୍ଥା । ସ୍କୁଲ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ପାଇଁ ଲାଗୁ ହେବ ଏହି ବ୍ୟବସ୍ଥା । ପାଇଲଟ୍ ପ୍ରକଳ୍ପ ଜରିଆରେ ଏହି ଉପସ୍ଥାନ ପ୍ରକ୍ରିୟା ପ୍ରଥମେ ଗୋଟାଏ ଜିଲ୍ଲାର ଗୋଟିଏ ସ୍କୁଲ୍ରୁ ଲାଗୁ ହେବ । ତେବେ ଖୁବ୍ ଶୀଘ୍ର ଅନଲାଇନ୍…

ଗାଁ ପାଇଁ ଗୌରବ ରାମକୃଷ୍ଣ ସାର୍…ଅନ୍ଧାରୀ ମୂଲକରେ ଭରିଛନ୍ତି ଶିକ୍ଷାର ଆଲୋକ…ସୁପର ଥାର୍ଟି ଆୱାର୍ଡରେ…

କନକ ବ୍ୟୁରୋ: ନା ଥିଲା ଶିକ୍ଷାଗତ ଯୋଗ୍ୟତାର ଅଭାବ,ନା ଥିଲା ସରକାରୀ ଚାକିରୀର ଅଭାବ। କେବଳ ଅଭାବ ଥିଲା ନିଜ ଜନ୍ମ ମାଟିରେ ଗୋଟିଏ ସ୍କୁଲର । ଆଉ ସେଇଥି ପାଇଁ ସବୁ ବଡ ବଡ ସରକାରୀ ଚାକିରୀକୁ ପ୍ରତ୍ୟାଖ୍ୟାନ କରି ଆଦିବାସୀ ବହୁଳ ନିଜ ଜନ୍ମ ମାଟିରେ ପ୍ରତିଷ୍ଠା କଲେ ଏକ ହାଇସ୍କୁଲ । ତାଙ୍କର…