Daily Archives

October 23, 2019

ଗାଙ୍ଗୁଲିଙ୍କ ନିଆରା ଅନ୍ଦାଜ । ବିସିସିଆଇ ସଭାପତି ଭାବେ ଦାୟିତ୍ୱ ନେବା ପରେ ୨୦ ବର୍ଷ ତଳର ପୁରୁଣା ବ୍ଲେଜର ପିନ୍ଧି…

କନକ ବ୍ୟୁରୋ : ବିସିସିଆଇର ୩୯ତମ ସଭାପତି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି । ନିଆରା ଅନ୍ଦାଜରେ ଏହି ପଦ ଗ୍ରହଣ କରିଛନ୍ତି ଗାଙ୍ଗୁଲି । ବିସିସିଆଇ ସଭାପତି ପଦ ଭାର ଗ୍ରହଣ ପରେ ସାମ୍ବାଦିକ ସମ୍ମିଳନୀ କରିଥିଲେ ସୌରଭ । ତେବେ ଏହି ସାମ୍ବାଦିକ…

କଷ୍ଟ ଦେଉଛି କର୍କଟ ରୋଗ: ଜୀବନ ହାରିବାକୁ ବାଧ୍ୟ କରୁଛି ଯନ୍ତ୍ରଣା । ଇଚ୍ଛାମୃତ୍ୟୁ ମାଗୁଛନ୍ତି ଅକ୍ଷୟ

କନକ ବ୍ୟୁରୋ: ମୁଁ ଆଉ ପାରୁନି, ଏ କଷ୍ଟ ଆଉ ସହି ପାରୁନି... ବହୁତ ସହିଲି ଆଉ ନୁହଁ, ଏବେ ମତେ ମୁକ୍ତି ଦରକାର । ଜୀବନ ଯନ୍ତ୍ରଣାରୁ ଶାନ୍ତି ଦରକାର... ମତେ ମୃତ୍ୟୁ ଦିଅ ସରକାର ମତେ ମୃତ୍ୟୁ ଦିଅ... ଅସହ୍ୟ ଯନ୍ତ୍ରଣାରେ ଆଉଟପାଉଟୁ ହେଉଥିବା ଅକ୍ଷୟ ମୃତ୍ୟୁ ଅପେକ୍ଷାରେ ଅଛନ୍ତି । ଜିଇଁ ଥାଉ…

ବାର ଆସୋସିଏସନ ସଭ୍ୟ ପଦରୁ ଶିବଶଙ୍କର ସସପେଣ୍ଡ । ଆଇନଜୀବୀଙ୍କ ସ୍ୱାର୍ଥ ବିରୋଧରେ ଏବଂ ହାଇକୋର୍ଟରେ ଅଚଳାବସ୍ଥା ନେଇ…

କନକ ବ୍ୟୁରୋ: ଆଇନଜୀବୀଙ୍କ ଆନ୍ଦୋଳନ ମାମଲାରେ ସୁପ୍ରିମକୋର୍ଟ କଠୋର ହେବା ପରେ ବସିଥିବା ହାଇକୋର୍ଟ ବାର ଆସୋସିଏସନ ବୈଠକ ଶେଷ ହୋଇଛି । ବୈଠକରେ ଆଇନଜୀବୀ ଶିବଶଙ୍କରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବାର ଆସୋସିଏସନ ସଭ୍ୟ ପଦରୁ ଶିବଶଙ୍କରଙ୍କୁ ସସପେଣ୍ଡ କରାଯାଇଛି ।…

ଚୋରକୁ ଧରାଇଲା ଚପଲ । ଘରେ ପଶି ଚୋରି କରି ଚମ୍ପଟ୍ ମାରିଥିଲା ଚୋର । ଛାଡିଯାଇଥିବା ଚପଲ ଦେଲା ଚୋରର ଠିକଣା, ଗିରଫ କଲା…

କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଧିନ ତେଲକୋଇରେ ଜଣେ ଚୋର ଚୋରି କରିବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ତେବେ ଦୁର୍ଭାଗ୍ୟବଶତଃ ଚୋର ଛାଡ଼ି ଯାଇଥିବା ଚପଲ ପାଇଁ ପୁଲିସ ହାତରେ ଧରାପଡ଼ି ଯାଇଛି । ଗିରଫ ଚୋରର ନାମ  ଧର୍ମେନ୍ଦ୍ର ପଲେଇ ଓ ତା’ର  ଘର ତେଲକୋଇ ଭୁୟାଁସାହିରେ…

କେନ୍ଦ୍ରାପଡାରୁ ଧରାପଡିଲେ ମାପ ଓ ଓଜନ ବିଭାଗର ୨ ନକଲି ଅଧିକାରୀ । ଇଲେକ୍ଟ୍ରୋନିକ୍ସ ଓଜନ ଯନ୍ତ୍ର ଯାଞ୍ଚ ପାଇଁ…

କନକ ବ୍ୟୁରୋ : କେନ୍ଦ୍ରାପଡାରେ ମାପ ଓ ଓଜନ ବିଭାଗର ୨ ନକଲି ଅଧିକାରୀ ଗିରଫ । ନିଜକୁ ଏହି ବିଭାଗର ଅଧିକାରୀ କହି ଦୋକାନୀଙ୍କୁ ଠକୁଥିବା ବେଳେ ପୋଲିସ ପଞ୍ଝାରେ ପଡିଛନ୍ତି ଦୁଇ ଠକ । ଦୁଇ ଠକ ପଟ୍ଟାମୁଣ୍ଡାଇ ଅଞ୍ଚଳର ହୋଇଥିବା ବେଳେ ଉଭୟଙ୍କୁ ଗିରଫ କରି ପଚରାଉଚରା କରୁଛି ପୋଲିସ । ସୂଚନା…

ନଈ ଏପଟେ ଗାଁ ସେପଟେ ସ୍କୁଲ । ନଦୀ ଭିତରେ ପିଲାଙ୍କ ଲମ୍ବା ଧାଡ଼ି, ପାଠ ପଢିବା ପାଇଁ ପ୍ରତିଦିନ ପାଣି ପାରି ହେଉଛନ୍ତି…

କନକ ବ୍ୟୁରୋ : ପାଣି ପାରିହେଲେ ପାଠପଢା । କାରଣ ନଈ ଏପଟେ ଗାଁ ସେପଟେ ସ୍କୁଲ । ଦିନେ କି ୨ ଦିନ ନୁହେଁ ବର୍ଷ ବର୍ଷ ଧରି ୩ଟି ପଚାଂୟତବାସୀଙ୍କ ଉପରେ ଦାଉ ସାଧୁଛି କୁଲୁ ନଦୀ । ଖରା ହେଉ କି ବର୍ଷା, ନଦୀ ପାର ହେଲେ ପିଲାଙ୍କୁ ମିଳୁଛି ଶିକ୍ଷା । ନିଜର କାମ ଧନ୍ଧା ଛାଡ଼ି ପ୍ରତି ଦିନ ବାପା ମାଆ…