ବିଏସଏନଏଲକୁ ବଳ: ଗାଁ ଗହଳି ସହ ପୁଣି ଯୋଡି ହେବ ବିଏସଏନଏଲ । ଅନ୍ୟ କମ୍ପାନୀଙ୍କୁ ଦେବ କଡା ଟକ୍କର
କନକ ବ୍ୟୁରୋ: ପୁଣି ସକ୍ରିୟ ହେବ ବିଏସଏନଏଲ । ଟେଲିକମ ସେବା କ୍ଷେତ୍ରରେ ବଡ ଧରଣର ପରିବର୍ତ୍ତନ କରି ବଜାରକୁ ଆସିବ ବିଏସଏନଏଲ । ନିଜ ସେବା ପାଇଁ ଲୋକଙ୍କ ବିଶ୍ୱାସ ଜିତି ପାରୁନଥିବା ବିଏସଏନଏଲକୁ ଅଧିକ ସକ୍ରିୟ କରିବାକୁ ଆଜି କେନ୍ଦ୍ର କ୍ୟାବିନେଟ ବଡ ନିଷ୍ପତ୍ତି ନେଇଛି । ତେବେ ବିଏସଏନଏଲ…