କନଫ୍ୟୁଜ୍ କରୁଛି କଂଗ୍ରେସର ବିଜେପୁର ବୟାନ ? ହାର-ଜିତ ନେଇ ତାରା-ସୁରଙ୍କ କଥାରେ ରହୁନି ତାଳମେଳ !
କନକ ବ୍ୟୁରୋ: ସୁର ଯେଉଁଆଡେ ତାରା ସେଇଆଡେ । ସୁରଙ୍କ ଭଳି କଥା କହି ଭୁଲେଇ ଦେଲେ ତାରା । ବିଜେପୁର ନେଇ କାଲି ଦେଇଥିବା ବୟାନକୁ ଆଜି ବୁଲେଇଦେଲେ ବିଧାୟକ ତାରା ବାହିନୀପତି । କାଲି ବିଜେପୁରରେ ମତଦାନ ଚାଲିଥିବା ବେଳେ କଂଗ୍ରେସର ପରାଜୟ ନେଇ ସଂକେତ ଦେଇଥିଲେ ତାରା । ଆଉ କହିଥିଲେ ବିଜେପୁରରେ…