Daily Archives

October 21, 2019

କୋଇଲା ମାଫିଆଙ୍କ ଆତଙ୍କରାଜ । ବନବିଭାଗ କର୍ମଚାରୀଙ୍କୁ କଟୁରୀ ଧରି ଗୋଡାଇଲେ, ଗାଡିକୁ ଢେଲା ମାରି ଭାଙ୍ଗିଲେ ।

କନକ ବ୍ୟୁରୋ : ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ମହାଲକ୍ଷ୍ମୀପୁର ଠାରେ ଖୁଣ୍ଟୁଣୀ ରେଞ୍ଜ ବନ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ। ଚୋରା କାଠ କୋଇଲା ଜବତ କରିବାକୁ ଯାଇଥିବା ବେଳେ ଗାଡି ଭାଙ୍ଗିବା ସହ ମାରଣାସ୍ତ୍ରରେ ଆକ୍ରମଣ କଲେ କୋଇଲା ମାଫିଆ। ଏହି ଘଟଣାରେ ଖୁଣ୍ଟୁଣୀ ରେଞ୍ଜରଙ୍କ ସମେତ ୪ ଜଣ ବନ…

ଡାକ୍ତରଙ୍କ ଦାଦାଗିରିର ଭିଡିଓ ହେଲା ଭାଇରାଲ । ସାମ୍ନାକୁ ଆସିଲା ବୁର୍ଲା ମେଡିକାଲ ପରିସରରେ ରୋଗୀଙ୍କ ସମ୍ପର୍କୀୟଙ୍କୁ…

କନକ ବ୍ୟୁରୋ : ଡାକ୍ତର ଓ ରୋଗୀ ସମ୍ପର୍କୀୟଙ୍କ ମଧ୍ୟରେ ଗଣ୍ଡଗୋଳକୁ ନେଇ ପୁଣି ବୁର୍ଲା ମେଡିକାଲରେ ଉତ୍ତେଜନା । ଭିମସାରର ପ୍ରଫେସରଙ୍କୁ ମାଡ ମାରିଥିବା ଅଭିଯୋଗରେ ପୋଲିସ ରୋଗୀଙ୍କ ୨ ଜଣ ସମ୍ପର୍କୀୟଙ୍କୁ ଗିରଫ କରିଛି । ସେପଟେ ରୋଗୀ ସମ୍ପର୍କୀୟ ଅଭିଯୋଗ କରିଛନ୍ତି ଯେ, ଡାକ୍ତର, ଘରୋଇ…

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ । ୧୦ଟି ପ୍ରସ୍ତାବକୁ ମିଳିଲା ଗ୍ରୀନ୍ ସିଗନାଲ, ଜଗଦଗୁରୁ…

କନକ ବ୍ୟୁରୋ : ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି । ଖାସକରି…

ଲାଞ୍ଚ ନେଉଥିବା ବେଳେ କ୍ୟାମେରାରେ ଧରା ପଡିଥିଲେ ବାବୁଙ୍କ ସହ କିରାଣି । ହେଲେ ବାବୁ ଖସିଗଲେ, କିରାଣି ଫସିଗଲେ ।

କନକ ବ୍ୟୁରୋ : ବଲାଙ୍ଗୀର ଶ୍ରମ କାର୍ଯ୍ୟାଳୟରେ ଲାଇସେନ୍ସ ପାଇଁ ଲାଂଚ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଭାଗ । ଏହି ଘଟଣାରେ ଶ୍ରମ କାର୍ଯ୍ୟାଳୟର କିରାଣୀ ବଲ୍ଲଭ ନାଗଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି । ହେଲେ କ୍ୟାମେରା ସାମ୍ନାରେ ସେହି ସମାନ ଲାଂଚ ନେଇଥିଲେ ସୁଦ୍ଧା ଆଂଚଳିକ…

କନକ ନ୍ୟୁଜରେ ଖବର ପ୍ରସାରଣ ପରେ ବାଟକୁ ଆସିଲା ଏସପ୍ଲାନେଡ୍ । ନୋଟିସ ଜାରିକଲା ବିଡିଏ, ବନ୍ଦ ହେଲା ବେଆଇନ୍ ପାର୍କିଂ…

କନକ ବ୍ୟୁରୋ : କନକ ନ୍ୟୁଜରେ ବାରମ୍ବାର ଖବର ପ୍ରସାରଣ ପରେ ଭୁବନେଶ୍ୱରର ଏସପ୍ଲାନେଡ୍ ମଲକୁ ନୋଟିସ୍ ଜାରି କରିଛି ବିଡିଏ । ଏବଂ ନୋଟିସ ପରେ ପାର୍କିଂ ଫାସିଲିଟେସନ୍ ଚାର୍ଜ ନାଁରେ ଟଙ୍କା ନେବା ବନ୍ଦ କରିଛି ଏସପ୍ଲାନେଡ୍ । ସେପଟେ ଆଜି ଏସପ୍ଲାନେଡ୍ ସମେତ ୧୪ଟି ମଲ୍ ଓ ହସ୍ପିଟାଲକୁ ନୋଟିସ୍…