Daily Archives

October 21, 2019

ମତଦାନ କେନ୍ଦ୍ରରୁ ଆସିଲା ଅଭାବନୀୟ ଦୃଶ୍ୟ । ଭୋଟିଂ ବେଳେ ବିଦ୍ୟୁତ କାଟ୍, ମହମବତି ଆଲୁଅରେ ପଡିଲା ଭୋଟ୍ ।

କନକ ବ୍ୟୁରୋ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ଚାଲିଥିବାବେଳେ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି । ପୁଣେ ଶିବାଜୀନଗରରେ ଭୋଟିଂ ସମୟରେ ଲାଇଟ୍ ଚାଲିଥିବାରୁ କ୍ୟାଣ୍ଡେଲ ଆଲୁଅରେ ଲୋକେ ମତଦାନ କରିଥିବାର ଦେଖିବାକୁ ମିଳିଛି । ମତଦାନ କେନ୍ଦ୍ରରେ ଭୋଟିିଂରେ ଯେମିତି କିିଛି…

ପୁଣିଥରେ ଚର୍ଚ୍ଚାରେ ପୋଲିଂ ଅଫିସର ରୀନା ଦ୍ୱିବେଦୀ । ପୋଲିଂ ଷ୍ଟେସନରେ ପହଞ୍ଚି  ରୀନାଙ୍କ ସହ ସେଲଫି ଉଠାଇଲେ ଭୋଟର ।

ପୁଣିଥରେ ଚର୍ଚ୍ଚାରେ ମହିଳା ପୋଲିଂ ଅଫିସର ରୀନା ଦ୍ୱିବେଦୀ । ଗତ ୨୦୧୯ ସାଧାରଣ ନିର୍ବାଚନ ସମୟରେ ସୋସିଆଲ ମିଡିଆର ସେନସେସନ ପାଲଟିଥିବା ରୀନା ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ଏପରିକି ରୀନାଙ୍କ ସହ ସେଲଫି ନେବା ପାଇଁ ଭୋଟରଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ ଦେଖିବାକୁ ମିଳିଛି । ରୀନାଙ୍କ…

କ୍ରିକେଟକୁ ନଟରାଜଙ୍କ ଅଲବିଦା ! ଅବସର ନେଲେ ଓଡିଶା ରଣଜୀ ଖେଳାଳୀ ନଟରାଜ ବେହେରା ।

କନକ ବ୍ୟୁରୋ : ଓଡ଼ିଶା ରଣଜୀ ଖେଳାଳି ନଟରାଜ ବେହେରା ସୋମବାର ଘରୋଇ କ୍ରିକେଟରୁ ଅବସର ନେଇଥିବା ଘୋଷଣା କରିଛନ୍ତି । ନିଜ ଅବସର ନେଇ ସେ ଓଡ଼ିଶା କ୍ରିକେଟ ଆସୋସିଏସନ୍‌ (ଓସିଏ) ସମ୍ପାଦକଙ୍କୁ ପତ୍ର ଲେଖିଛନ୍ତି । ସୂଚନାଯୋଗ୍ୟ ନଟରାଜ ବେହେରା ୫୪ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୩୦୩୧ ରନ୍‌…

ପିଲାଙ୍କୁ ପାଠ ପଢ଼ାଇବାର ନୂଆ ଫଣ୍ଡା । ନାଚୁଛନ୍ତି ଗୀତ ଗାଉଛନ୍ତି, ସହଜ ଉପାୟରେ ଦେଶର ଆଗାମୀ ଭବିଷ୍ୟତ ଗଢୁଛନ୍ତି…

କନକ ବ୍ୟୁରୋ: ଶିକ୍ଷା ଯାହା ମଣିଷକୁ ସମାଜର ସ୍ରୋତରେ ପ୍ରକୃତ ପରିଚୟ ଦେଇଥାଏ । ଶିକ୍ଷାର ସାଧନାକୁ ସାର୍ଥକ କରିବା ଓ ରାଷ୍ଟ୍ରର ବାସ୍ତବିକ ନିର୍ମାତା ଭାବେ ସହାୟକ ହୋଇଥାନ୍ତି ଗୁରୁ । ଆଜିର ଦୁନିଆରେ ‘ଗୁରୁ’ର ପ୍ରକୃତ ସଂଜ୍ଞା ବୁଝାଉଛନ୍ତି ଜଗତସିଂହପୁର ଜିଲ୍ଲାର ଶିକ୍ଷୟତ୍ରୀ ମିନାରାଣୀ…

ପରିବେଶ ପ୍ରେମରେ ପୋଲିସ୍, କେବଳ ସ୍ୱଚ୍ଛତା ପାଇଁ ସଂକଳ୍ପ ନେଇଛନ୍ତି ସନ୍ଧ୍ୟାରାଣୀ, ଡ୍ୟୁଟି ସରିବା ପରେ ନିଜ ଟ୍ରାଫିକ…

କନକ ବ୍ୟୁରୋ: ପରିବେଶକୁ ସ୍ୱଚ୍ଛ କରିବା, ସୁସ୍ଥ ରହିବା ଏଭଳି ନାରାକୁ ସଂକଳ୍ପ କରି ଦେଶର କୋଣ ଅନୁକୋଣରେ ସ୍ୱଚ୍ଛ ଭାରତ ଗଢୁଛନ୍ତି ଅନେକ । ଏପରିକି ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସମାଜର ସଚେତନ ନାଗରିକମାନେ ସଂକଳ୍ପ ନେଇ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରୁଛନ୍ତି । ଆଉ ଏହାରି ଭିତରେ…

କଲେଜ କ୍ୟାମ୍ପସରେ କଡା ନିୟମ । ମୋବାଇଲ୍ ଆଣିଲେ ବହିଷ୍କାର ହେବେ ଛାତ୍ରଛାତ୍ରୀ, ପିନ୍ଧି ପାରିବେନି ରଙ୍ଗୀନ ଓ ଚିପା…

କନକ ବ୍ୟୁରୋ : କଲେଜ କ୍ୟାମ୍ପସକୁ ମୋବାଇଲ୍ ମନା । ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ କରିବା ଦିଗରେ କିଛି ଏଭଳି କଡା ପଦକ୍ଷେପ ନେଇଛନ୍ତି ବାଲୁଗାଁ ମହାବିଦ୍ୟାଳୟ କର୍ତ୍ତୃପକ୍ଷ । ଆଉ ସବୁଠାରୁ ବଡ କଥା ହେଉଛି, କଲେଜରେ ଯେଉଁ ଛାତ୍ରଛାତ୍ରୀମାନେ ମୋବାଇଲ୍ ଫୋନ୍ ବ୍ୟବହାର କରିବେ, ସେମାନଙ୍କୁ…