Daily Archives

October 20, 2019

ମୋଦି ସରକାରଙ୍କୁ କଂଗ୍ରେସର କଟାକ୍ଷ ! କହିଲା ମୋଦି ସରକାରଙ୍କ ଅଧୀନରେ ନିର୍ବାଚନ ପୂର୍ବରୁ ସବୁବେଳେ ହୋଇଥାଏ ସର୍ଜିକାଲ…

କନକ ବ୍ୟୁରୋ : ଅକ୍ଟୋବର ୨୧ରେ ହରିୟାଣା ଓ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାର ଗୋଟେ ଦିନ ପୂର୍ବରୁ ଭାରତୀୟ ସେନା ପାକ୍‌ ଅଧିକୃତ କଶ୍ମୀରରେ ଥିବା ଆତଙ୍କୀ କ୍ୟାମ୍ପ ଉପରେ ଆକ୍ରମଣ କରିଥିବା ବେଳେ ପ୍ରାୟ ୨୨ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣା ପଡ଼ିଛି । ଏହା ସହ…

ଏବେ ବି ଖୋଲାଖୋଲି ଆଦାୟ ହେଉଛି ବେଆଇନ ପାର୍କିଂ ଫି’, ହେଲେ ବିଏମସି ଖାତାକୁ ଆସୁନି ରାଜସ୍ୱ । କ୍ରମାଗତ ଭାବେ କମୁଛି…

କନକ ବ୍ୟୁରୋ : ସପିଂ ମଲ, ହସପିଟାଲ ଓ ଅନ୍ୟ ବହୁ ତଳ ଅଟ୍ଟାଳିକା ତଳେ ପାର୍କିଂ ଫି ଆଦାୟ ବେଆଇନ ବୋଲି ବିଡିଏ ବିଜ୍ଞପ୍ତି ଜାରି କରିଥିବା ବେଳେ ଏବେ ସାମନାକୁ ଆସିଛି ବେଆଇନ ପାର୍କିଂ ଫି ଆଦାୟର ଆଉ ଏକ ଦୃଶ୍ୟ । ଭୁବନେଶ୍ୱର ମହାନଗର ଅଂଚଳର ଅନେକ ସ୍ଥାନରେ ବିନା ଲାଇସେନ୍ସରେ ପାର୍କିଂ ଫି…

ପାକିସ୍ତାନକୁ ଭାରତୀୟ ସେନାର ମୁହଁତୋଡ଼ ଜବାବ । ପିଓକେରେ ଧୁଳିସାତ୍ ହେଲା ଆତଙ୍କୀ ଠିକଣା, ୪ଲଂଚ ପ୍ୟାଡ ଧ୍ୱଂସ, ୫ ପାକ୍…

କନକ ବ୍ୟୁରୋ : ସୀମାରେ ଉସୁକାଇ ପାନେ ପାଇଲା ପାକିସ୍ତାନ । ଦୁଇ ଯବାନଙ୍କ ମୃତ୍ୟୁର ପ୍ରତିଶୋଧ ନେଇଛି ଭାରତୀୟ ସେନା । ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନର କଡା ଜବାବ ଦେଇଛି । ନିୟନ୍ତ୍ରଣ ରେଖା ଆରପଟେ ପିଓକେରେ ପ୍ରବଳ କ୍ଷୟକ୍ଷତି ଘଟାଇଛି ସେନା । ପାକ୍ ଅଧିକୃତ କାଶ୍ମୀରରେ ୪ଟି ଆତଙ୍କୀ…

ସ୍ମିତାରାଣୀଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ରହସ୍ୟ, ତେଜୁଛି ରାଜନୀତି । କାଲି ବିଜେପିର ଯାଜପୁର ବନ୍ଦ ଡାକରା, ବିଜେଡି…

କନକ ବ୍ୟୁରୋ : ଧର୍ମଶାଳା ଭିଏଲଡବ୍ଲୁ ସ୍ମିତାରାଣୀଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟୁନି । ରହସ୍ୟ ବଢୁଛି ଆଉ ରାଜନୀତି ବି । ବିରୋଧୀ ବିଜେପି, ଆତ୍ମହତ୍ୟା ଥିଓରୀକୁ ସହଜରେ ଗ୍ରହଣ କରିପାରୁନି । ଅନ୍ୟପକ୍ଷରେ ବିଜେଡି କହିଛି, ତଦନ୍ତ ନସରିବା ଯାଏଁ ଏପରି ବୟାନବାଜି ନ ହେଉ । ଏସବୁ ଭିତରେ…

କାଲି ଭୋଟ୍ ଦେବ ବିଜେପୁର, ବିଧାୟକ ବାଛିବେ ଜନତା । ବିଜେଡ଼ି ପାଇଁ ସମ୍ମାନର ପ୍ରଶ୍ନ, ଆସନ କବଜା କରିବାକୁ ବିଜେପି ଓ…

କନକ ବ୍ୟୁରୋ : ରାତି ପାହିଲେ ବିଜେପୁର ନିର୍ବାଚନ । ମତଦାନ ପାଇଁ ପ୍ରସ୍ତୁତ ବିଜେପୁର । ବିଜେଡିର ରୀତା ସାହୁ, ବିଜେପିର ସନତ ଗଡ଼ତିଆ ନା’ କଂଗ୍ରେସର ଦିଲ୍ଲୀପ ପଣ୍ଡା କାହାକୁ ଭରସା କରିବେ ଲୋକେ । ଏହି ଆସନ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ଏହାକୁ କବଜା କରିବା ପାଇଁ…

ପିଓକେରେ ବଡ ବଦଲା: ଇଟାର ଜବାବ ପଥରରେ ଦେଲା ଭାରତ । ୧୦ ଆତଙ୍କୀଙ୍କ ମୁଣ୍ଡ ଗଡାଇ ଯବାନଙ୍କ ବଳିଦାନର ବଦଲା ନେଲା ସେନା

କନକ ବ୍ୟୁରୋ: ପୁଣି ପାକିସ୍ତାନକୁ ପାନେ ଚଖାଇଛି ଭାରତ । ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନର ଉଚିତ ଜବାବ ଦେଇଛି ଭାରତ । ଆକ୍ରମଣର ଜବାବ ଦେବାକୁ ଯାଇ ଭାରତୀୟ ସେନା ୧୦ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି । ଏଥିସହ ଭାରତର ଜବାବି ହମଲାରେ ୬ରୁ ୧୦ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଥିବା…