Daily Archives

October 20, 2019

କେମିତି ଅଛନ୍ତି ଅପହଞ୍ଚ ଇଲାକାର ଆଦିବାସୀ ମଣିଷ ? ବଣପାହାଡ ଡେଇଁ, ନଈ ପାରି ହୋଇ ଲୋକଙ୍କ ଗୁହାରୀ ଶୁଣିଲେ ମହିଳା…

କନକ ବ୍ୟୁରୋ: କେମିତି ଅଛନ୍ତି ଅପହଞ୍ଚ ଇଲାକାର ଲୋକେ ? କେମିତି ଚଳୁଛନ୍ତି ନଈ ଆରପଟେ ଜୀବନ ବିତାଉଥିବା ଆଦିବାସୀ ଲୋକେ? ଲୋକଙ୍କୁ ମୌଳିକ ସୁବିଧା ମିଳୁଛି ନା ଗାଁରେ ବିକାଶ ପହଞ୍ଚିବାରେ କେଉଁଠି ବାଧା ସୃଷ୍ଟି ହେଉଛି ? ଏ ସବୁ ପ୍ରଶ୍ନର ଉତ୍ତର ପାଇବାକୁ ନଈ ପାରି ହୋଇ ଲୋକଙ୍କ ପାଖରେ…

ଟ୍ରାଫିକ ପୋଲିସଙ୍କ ନିଆରା ଅନ୍ଦାଜ । ଦଲେର ମେହେନ୍ଦୀଙ୍କ ‘ବୋଲୋ ତାରାରାରା’ ଗୀତ ଗାଇଲେ, ଲୋକଙ୍କୁ ଟ୍ରାଫିକ୍ ନିୟମ…

କନକ ବ୍ୟୁରୋ : ରାସ୍ତାରେ ସୁରକ୍ଷିତ ଭାବେ ଯାନବାହାନ ଯିବା ଆସିବା କରିବାକୁ ନେଇ ସରକାର ଟ୍ରାଫିକ ନିୟମ ବନାଇଛନ୍ତି । କିନ୍ତୁ ଲୋକେ ଏହାକୁ ମାନିବାକୁ ନାରାଜ । ସେପ୍ଟେମ୍ବର ୧ରେ ମୋଟରଯାନ ଆଇନରେ ପରିବର୍ତ୍ତନ ଅଣାଯାଇଥିବା ବେଳେ ଏହାକୁ ନେଇ ଲୋକେ ସଚେତନ ହୋଇଥିଲେ ସତ, କିନ୍ତୁ ଏବେ ପୁଣି…

ହସ୍ପିଟାଲ ବାଉନ୍ସରଙ୍କ ଦାଦାଗିରି । ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ ମାରିଲେ, ଲହୁ ଲୁହାଣ କଲେ । 

କନକ ବ୍ୟୁରୋ : ହସ୍ପିଟାଲ ବାଉନ୍ସରଙ୍କ ଦାଦାଗିରି । ରୋଗୀଙ୍କୁ ଦେଖା କରିବାକୁ ଯାଇଥିବାବେଳେ ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ ମାରିବା ସହ ଲହୁ ଲୁହାଣ କରିଦେଇଛନ୍ତି ବାଉନ୍ସର । ଏଭଳି ଏକ ଅଭିଯୋଗ ଆସିଛି ଭୁବନେଶ୍ୱର ନୟାପଲ୍ଳୀ ଅଂଚଳରେ ଥିବା ଗ୍ୟାଷ୍ଟ୍ରୋ ଏଣ୍ଡ କିଡନି କେଆର ହସ୍ପିଟାଲର…

ସରକାରୀ ଚାକିରି କରିବାରୁ ଗାଁରୁ ବାସନ୍ଦ ହେଲେ ମହିଳାଙ୍କ ପରିବାର । ଭିଡିଓ ଭାଇରାଲ ପରେ ସାମ୍ନାକୁ ଆସିଲା ଘଟଣା,…

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅର୍ନ୍ତଗତ ବଡ଼ଖଣ୍ଡି ଗ୍ରାମରୁ ଏପରି ଭିଡିଓ ଭାଇରାଲ ହୋଇଛି, ଯାହା ସମାଜର ଏକ ସାଂଘାତିକ ଚିତ୍ରକୁ ଦର୍ଶାଉଛି । ଗୋଟିଏ ଭିଡିଓରେ ଏକ ପରିବାରକୁ ଗାଁ ବାସନ୍ଦ ପାଇଁ ପ୍ରଚାର କରାଯାଉଛି । ଅନ୍ୟ ଭିଡିଓରେ ବୃଦ୍ଧ ଦମ୍ପତି ଅଭିଯୋଗ କରିଛନ୍ତି,…

ବିଶ୍ୱକୁ ସବୁଜମୟ କରିବାକୁ ଅନ୍ତର୍ଜାତୀୟ ସବୁଜ ବାହିନୀର ଅଭିଯାନ । ଶ୍ରୀମନ୍ଦିର ସମ୍ମୁଖରେ ମହାସଂକଳ୍ପ, ସାମିଲ ହେଲେ…

କନକ ବ୍ୟୁରୋ : ଅମ୍ଲଜାନ ଅଭାବରେ ଏବେ ବିଶ୍ୱ ପରିସ୍ଥିତି ଭୟାବହ । ବିଭିନ୍ନ କାରଣରୁ ପରିବେଶ ପ୍ରଦୂଷିତ ହୋଇଛି । ଆଉ ଏଭଳି ପରିସ୍ଥିତିରେ ବିଶ୍ୱକୁ ସବୁଜମୟ କରିବାକୁ ସଙ୍କଳ୍ପ ନେଇ ଅନ୍ତର୍ଜାତୀୟ ସବୁଜ ବାହିନୀ ଆଜିଠାରୁ ଆରମ୍ଭ କରିଛି ସବୁଜ ସଂଗ୍ରାମ । ସ୍ୱେଚ୍ଛାସେବୀ ସଙ୍ଗଠନ ପ୍ରେରଣା ଓ…