Daily Archives

October 19, 2019

ଆଇପିଏଲରେ ଆଉ ଜଣେ ଓଡିଆ କ୍ରିକେଟରଙ୍କୁ ମିଳିପାରେ ସୁଯୋଗ । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଓଡ଼ିଆ ଖେଳାଳି ପପୁ ରାୟଙ୍କୁ…

କନକ ବ୍ୟୁରୋ : ଆଇପିଏଲରେ ପୁଣି ଜଣେ ଓଡ଼ିଆ କ୍ରିକେଟରଙ୍କୁ ମିଳିପାରେ ସୁଯୋଗ । ଆଗାମୀ ଆଇପିଏଲ ସିଜିନରେ ଓଡ଼ିଶାର କ୍ରିକେଟର ପପୁ ରାୟ ସାମିଲ ହେବାର ସମ୍ଭାବନା ରହିଛି । ଚାମ୍ପିୟନ ମୁମ୍ବାଇ ଟିମ୍ ପକ୍ଷରୁ ଖେଳାଳି ଚୟନ କରାଯାଉଥିବା ବେଳେ ପପୁଙ୍କୁ ମଧ୍ୟ ଏଥିପାଇଁ ଡାକରା ଆସିଛି । ମୁମ୍ବାଇ…

ଗମ୍ଭୀରଙ୍କ ବଡପଣ । ଭାରତରେ ହୃତପିଣ୍ଡ ଅପରେସନ ପାଇଁ ପାକିସ୍ତାନର କୁନି ଝିଅକୁ ମିଳୁନଥିଲା ଭିସା, ବୈଦଶିକ…

ଗମ୍ଭୀରଙ୍କ ବଡପଣ । ସୀମା ସେପାରିର କୁନି ଝିଅର ଚିକିତ୍ସା ପାଇଁ ଚିଠି ଲେଖିଲେ ଦିଲ୍ଲୀ ସାଂସଦ ଗୌତମ ଗମ୍ଭୀର । ପାକିସ୍ତାନର କୁନି ଝିଅର ଚିକିତ୍ସା ପାଇଁ ସହଯୋଗର ହାତ ବଢାଇଛନ୍ତି ଗମ୍ଭୀର । ଆଉ ଏଭଳି ପ୍ରୟାସ ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି ଗୌତମ । କୁନି ଝିଅର କଷ୍ଟ ସହିପାରିଲେନି…

ଦେଶର ଅର୍ଥନୀତି ବିତର୍କକୁ ପୁଣି ଫେରିଲା ପକୋଡ଼ା ପ୍ରସଙ୍ଗ । ନୋବେଲ ବିଜେତା ଅଭିଜିତ୍ ବାନାର୍ଜୀ କହିିଲେ, ପକୋଡା…

କନକ ବ୍ୟୁରୋ : ଦେଶରେ ବେକାରୀ ସମସ୍ୟା ବଢ଼ି ଚାଲିଥିବାବେଳେ ଓ ଅର୍ଥନୈତିକ ମାନ୍ଦାବସ୍ଥା ଲାଗି ରହିଥିବାବେଳେ ପୁଣି ଥରେ ଚର୍ଚ୍ଚାକୁ ଫେରିଛି ପକୋଡା ବିକ୍ରି ପ୍ରସଙ୍ଗ । ଦେଶରୁ କେମତି ହଟିବ ନିଯୁକ୍ତି ଓ ବେକାରୀ ସମସ୍ୟାର ସମାଧାନ ନେଇ ଜାତୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ଏକ ପ୍ରଶ୍ନର ଉତରରେ…

ବିରଳ ବ୍ଲଡ ଗ୍ରୁପ । ଓଡ଼ିଶାରେ ୭,୫୦୦ ଜଣଙ୍କ ମଧ୍ୟରୁ ଜଣଙ୍କ ପାଖରେ ଥାଏ ଏଭଳି ବ୍ଲଡ ଗ୍ରୁପ ।

କନକ ବ୍ୟୁରୋ : ରକ୍ତଦାନ ଓ ରକ୍ତ ଗ୍ରୁପ ସଂପର୍କରେ ଆପଣ ଅନେକ କିଛି ଜାଣିଥିବେ । କିନ୍ତୁ ଆମେ ଆପଣଙ୍କୁ ଏମିତି ଏକ ବ୍ଲଡ ଗ୍ରୁପ ବିଷୟରେ ଯାହା ବିଷୟରେ ବୋଧହୁଏ ଆପଣ କେବେ ଶୁଣିନଥିବେ କି ଜାଣିନଥିବେ । ଆଉ ଏହି ବିରଳ ବ୍ଲଡ ଗ୍ରୁପ ହେଉଛି ବମ୍ବେ ଗ୍ରୁପ । ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ…

ସ୍ମିତାରାଣୀ ମୃତ୍ୟୁ ମାମଲାର ରହସ୍ୟ ଖୋଲିଲା ପୁଲିସ । ଏସପି କହିଲେ, ସରପଂଚଙ୍କ ସ୍ୱାମୀ ରୁପେଶ ଭଦ୍ର ସହ ଥିଲା…

କନକ ବ୍ୟୁରୋ : ଧର୍ମଶାଳା ବ୍ଲକ୍ ଭିଏଲଡବବ୍ଲ୍ୟୁ ସ୍ମିତାରାଣୀ ମୃତ୍ୟୁ ମାମଲାର ପର୍ଦ୍ଦାଫାସ କରିଛନ୍ତି ଯାଜପୁର ଏସପି । ପ୍ରେସମିଟ୍ କରି କହିଛନ୍ତି ସ୍ମିତାରାଣୀ ଆତ୍ମହତ୍ୟା କରିଛନ୍ତି । ସରପଂଚଙ୍କ ସ୍ୱାମୀଙ୍କ ସହ ସ୍ମିତାରାଣୀଙ୍କ ସଂପର୍କ ଥିଲା । ଗତ କିଛି ଦିନ ହେବ ସେମାନଙ୍କ ସମ୍ପର୍କରେ…