Daily Archives

October 18, 2019

ନିଅଣ୍ଟ ହେଲା ଖାଦ୍ୟ, ନିଲମ୍ବିତ ହେଲେ ଶିକ୍ଷକ: ସେବାଶ୍ରମ ସ୍କୁଲର ୩ ଶିକ୍ଷକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମାନିଗାଁ ଓ ଧନଶୁଲି ସେବାଶ୍ରମ ବିଦ୍ୟାଳୟରେ ଅନ୍ତେବାସୀଙ୍କୁ ଖାଦ୍ୟ ନିଅଣ୍ଟ ଘଟଣାରେ ୩ ଜଣ ଶିକ୍ଷକଙ୍କୁ ନିଳମ୍ବନ କଲେ ଜିଲ୍ଲାପାଳ। ଶିକ୍ଷକମାନେ ହେଲେ ମାନିଗାଁ ସେବାଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସୁବାଷିନି କରକରା ଓ ସହକାରୀ…

ଆଉ ରହିବନି ଜଳ ସମସ୍ୟା । ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା, ପାନୀୟ ଜଳ ଓ ଜଳସେଚନ ପାଇଁ ଆଗାମୀ ୫ ବର୍ଷରେ ୩.୫ ଲକ୍ଷ କୋଟି…

କନକ ବ୍ୟୁରୋ : ଆସନ୍ତା ୫ ବର୍ଷ ମଧ୍ୟରେ ସରକାର ପାନୀୟ ଜଳ ଯୋଗାଣ ଓ ଜଳସେଚନ ପାଇଁ ୩.୫ ଲକ୍ଷ କୋଟି ଟଙ୍କା ନିବେଶ କରାଯିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଘୋଷଣା କରିଛନ୍ତି। ‘ଜଳ ଜୀବନ ମିସନ’ ଅଧୀନରେ ଦେଶର ମାଆ, ଉଭଣୀ ଓ ଚାଷୀ ଭାଇମାନଙ୍କ ଜଳ ସମସ୍ୟାକୁ ଦୂରେଇ ଦେବାକୁ…

୫-ଟି ବ୍ୟବସ୍ଥା ସଂପ୍ରସାରିତ କରିବାକୁ ସବୁ ବିଭାଗର ସଚିବ ଓ ଜିଲ୍ଲାପାଳଙ୍କ ସାଧାରଣ ପ୍ରଶାସନ ବିଭାଗର ଚିଠି ।

କନକ ବ୍ୟୁରୋ : ଓଡ଼ିଶା ସରକାରଙ୍କ ପକ୍ଷରୁ ୫-ଟି ଚାର୍ଟର ଓ ମୋ ସରକାର ପଦକ୍ଷେପକୁ ଅନ୍ୟ ବିଭାଗମାନଙ୍କୁ ସଂପ୍ରସାରିତ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଏ ନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ ବିଭାଗୀୟ ସଚିବ, ଆରଡିସି ଓ ଜିଲ୍ଲାପାଳ ମାନଙ୍କୁ ପତ୍ର ଲେଖି ଏହି ନିର୍ଦ୍ଦେଶ…

ରାହୁଲଙ୍କ ନିଆରା ଅନ୍ଦାଜ । ଯୁବକଙ୍କ ସହ ମିଶି କ୍ରିକେଟ ଖେଳିଲେ ରାହୁଲ, ଜୋରଦାର ଭାଇରାଲ ହେଉଛି ଭିଡିଓ ।

କ୍ରିକେଟ ଖେଳିଲେ ରାହୁଲ ଗାନ୍ଧି । ହରିୟାଣା ବିଧାନସଭା ନିର୍ବାଚନ ପ୍ରଚାରରୁ ଫେରୁଥିବା ବାଟରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥିଲା । ରାହୁଲ ଗାନ୍ଧି ନିର୍ବାଚନ ସଭାକୁ ସମ୍ବୋଧିତ କରି ଦିଲ୍ଲୀ ଫେରୁଥିବା ବେଳେ ଖରାପ ପାଗ ଯୋଗୁଁ ରେବାଡି…

କେମିତି ହେଲା ଭିଏଲଡବ୍ଲୁ ସ୍ମିତାରାଣୀଙ୍କ ମୃତ୍ୟୁ । ଫିଟୁନି ରହସ୍ୟ, ବାଟ ପାଉନି ପୋଲିସ । ହତ୍ୟା ଅଭିଯୋଗ ଆଣିଲେ…

କନକ ବ୍ୟୁରୋ : ଧର୍ମଶାଳାରେ ମହିଳା ଭିଏଲଡବ୍ଲୁ ସ୍ମିତାରାଣୀଙ୍କ ମୃତ୍ୟୁ ଉପରୁ ଏବେ ବି ପରଦା ହଟିନି । ପୋଲିସ ଷଡଯନ୍ତ୍ରର ନକ୍ସା ଖୋଜୁଛି । ସ୍ମିତାରାଣୀଙ୍କ ପରିବାର ଅଭିଯୋଗ କରିଛନ୍ତି, ତାଙ୍କୁ ହତ୍ୟା କରାଯାଇଛି । ଇନ୍ଦିରା ଆବାସ ଦୁର୍ନୀତି ନେଇ କିଛି ଖବର ସେ ଜାଣିଥିବାରୁ ତାଙ୍କୁ ହତ୍ୟା…