Daily Archives

October 16, 2019

ଗିରଫ ହେଲେ ପଶୁ ଚମଡା ଚୋରା ଚାଲାଣ କରୁଥିବା ଦୁଇ ଅଭିଯୁକ୍ତ । ଜବତ ହେଲା ବାଘ ଛାଲ ଓ ହାଡ ।

କନକ ବ୍ୟୁରୋ: ପଶୁ ଚମଡା ଚୋରା ଚାଲାଣ ବେଳେ ଗିରଫ ହେଲେ ଦୁଇ ଅଭିଯୁକ୍ତ । ଏମାନଙ୍କ ପାଖରୁ ବାଘ ଚମଡା ସ ବାଘର ହାଡ ଜବତ କରାଯାଇଛି । ଆସାମର ହସିମରା ଅଞ୍ଚଳରୁ ଦୁଇ ଜଣ ଅନ୍ତରାଷ୍ଟ୍ରୀୟ ପଶୁ ଚମଡା ବେପାରୀଙ୍କୁ ଗିରଫ କରିଛି ବନ ବିଭାଗର ସ୍ପେଶାଲ ଟାସ୍କ ଫୋର୍ସ । ଏମାନଙ୍କ ନିକଟରୁ ମହାବଳ…

ଦୁଃଖର ଚକ୍ରବ୍ୟୁହରେ ଚାପି ହୋଇଛନ୍ତି ଚମ୍ପା: ନା ମୁଣ୍ଡ ଉପରେ ଛପର ଅଛି ନା ରହିବାକୁ ଘର । ବାତ୍ୟାରେ ଘର ଭାଙ୍ଗିଯିବା…

କନକ ବ୍ୟୁରୋ: ଦୂରରୁ ଦିଶୁଥିବା ଏ ଭଙ୍ଗା ଚାଳ ଘରେ ଜଣେ ବିଧବା ମହିଳା ରହନ୍ତି ଆଉ ତାଙ୍କ ସହ ରୁହେ ଦୁଃଖର ଦାନବ । ଦିନେ ନୁହେଁ କି ଦୁଇ ଦିନ ନୁହେଁ ଦୀର୍ଘ ୫ ବର୍ଷ ହେବ ଏମିତି ଜୀବନ-ଯନ୍ତ୍ରଣା ସହ ଯୁଝିଯୁଝି ଦୁଃଖରେ ଦିନ କାଟୁଛନ୍ତି ଢେଙ୍କାନାଳ ପରଜଙ୍ଗ ବ୍ଲକ ମୁକ୍ତାପଶି ଗାଁର ଗରିବ…

ରେଳ ଧାରଣାରେ ପାର ହେଉଥିଲା ହାତୀ, ଆଉ ଟ୍ରାକରେ ହାତୀକୁ ଦେଖି ହଠାତ୍ ବ୍ରେକ ମାରି ଟ୍ରେନ୍ ଅଟକାଇ ଦେଇଥିଲେ ଚାଳକ ।…

କିଛି ଦିନ ତଳେ ପଶ୍ଚିମବଙ୍ଗରେ ଏକ ହାତୀ କ୍ଷତାକ୍ତ ଅବସ୍ଥାରେ ରେଳ ଧାରଣାରେ ପଡ଼ିଥିବାର ଦେଖାଯାଇଥିଲା, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ହାତୀ ଶରୀରରେ ଅନେକ ଆଘାତ ଲାଗିଥିବା ଦେଖାଯାଇଥିଲା । ଆଘାତ ପାଇଁ ହାତୀଟି ଠିକ୍‌ ଭାବରେ ଉଠି ନ ପାରିବା ସହ ଏଭଳି ଅବସ୍ଥା ଦେଖି…

ଓଏଏସ୍ ପରୀକ୍ଷାର୍ଥୀଙ୍କ ଭାଗ୍ୟକୁ ନେଇ ସାଂଘାତିକ ଖେଳ । ନମ୍ବର କମାଇ ଦେବାରୁ ଅଯୋଗ୍ୟ ବିବେଚିତ ହେଲେ ଭଦ୍ରକର…

କନକ ବ୍ୟୁରୋ : ଓଏଏସ୍ ପାଇବାକୁ ଥିବା ପରୀକ୍ଷାର୍ଥୀଙ୍କ ଭାଗ୍ୟ ସହ ଖେଳ । ପ୍ରଥମେ ୧୧୭ ନମ୍ବର ପାଇଥିବା ପରୀକ୍ଷାର୍ଥୀଙ୍କ ୁ ନମ୍ବରକୁ ମୁଖ୍ୟ ପରୀକ୍ଷକ ୫୦କୁ କମାଇଦେଲେ । କିଛି ପ୍ରାର୍ଥୀଙ୍କୁ ମୌଖିକ ପରୀକ୍ଷାରେ ୨୫୦ରୁ ୨୫୦ ବି ମିଳିଗଲା । ହେଲେ ଏଭଳି ଅନ୍ୟାୟର ଶିକାର ହୋଇଥିବା ଯୁବକଙ୍କୁ…

‘ପାର୍କିଂ ଫି’ ଆଦାୟ ବନ୍ଦ ପାଇଁ ନୋଟିସ୍ । ଆଇନ ଉଲଙ୍ଘନ କଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ ।

କନକ ବ୍ୟୁରୋ: ଭୁବନେଶ୍ୱରରେ ବନ୍ଦ ହେବ ପାର୍କିଂ ଫି ବ୍ୟବସ୍ଥା । ଆଜି ଏନେଇ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ ନୋଟିସ କରିଛି । ସପିଂ ମଲ, ହସ୍ପିଟାଲ, ମଲ୍ଟିପ୍ଲେକ୍ସ ଏବଂ ବ୍ୟବସାୟିକ ପ୍ରତିଷ୍ଠାନରେ ପାର୍କିଂ ଫି ନିଆଗଲେ , ଦୃଢ କାର୍ଯାନୁଷ୍ଠାନ ନିଆଯିବ ବୋଲି ବିଡିଏ ସ୍ପଷ୍ଟ କରିଛି । ଏସବୁ…

ଆସନ୍ତା ୧୮ରେ ଉଠିବ ପଡିବ ବିଜେପୁର । ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ-ଧର୍ମେନ୍ଦ୍ର ।

କନକ ବ୍ୟୁରୋ : ଶୁକ୍ରବାର ବିଜେପୁରରେ ଦେଖିବାକୁ ମିଳିବ ସୁପର ସୋ’ । ସାମ୍ନାସାମ୍ନି ହେବେ ଦୁଇ ଦଳର ଶୀର୍ଷ ନେତା । ବିଜେପୁର ବିଗଫାଇଟ୍ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ବିଜେପିର ହେଭିୱେଟ ନେତା ଧର୍ମେନ୍ଦ୍ର ପ୍ରଧାନ । ଭୋଟରଙ୍କ ମନ ଜିଣିବା ପାଇଁ…